ମୋ ଝିଅ ଜୀଵନ ହାରିଵା ଆଗରୁ କେତେ କାନ୍ଦିଥିବ, ସେ ୩ ଜଣ ଝିଅ ମୋ ଲୁହରେ ଭାସିଜିଵେ, ଦେଖନ୍ତୁ ଜଣେ ମା ର କୋହଭରା ଅଭିଶାପ…

“ବାପା ମା ମୋତେ କ୍ଷମା କରିଦେବ, କେତେ ଟଙ୍କା ଖର୍ଚ୍ଚ କରି କେତେ ଆଶା ନେଇ ତୁମେ ମୋତେ ଭୁବନେଶ୍ୱର କୁ ପଠାଇଥିଲା ପାଠ ପଢିବା ପାଇଁ। କିନ୍ତୁ ମୋତେ ୩ କଣ ସିନିୟର ଏହିପରି ଭାବରେ ରାଗିଙ୍ଗ କଲେ ଆଉ ଏତେ ଟ୍ରଚର କଲେ କି ମୁଁ ଆଉ ସହି ପରିଲଣି। ମୁଁ ଆତ୍ମହତ୍ୟା କରିବାକୁ ଯାଉଛି ଦୟାକରି ମୋତେ କ୍ଷମା କରିଦେବ”।ବନ୍ଧୁଗଣ ଏହା ଥିଲା BJB କଲେଜ ର ଯୁକ୍ତ ତିନି ର ଛାତ୍ରୀ ରୁଚିକା ମହାନ୍ତି ଙ୍କର ମୃତ୍ୟୁ ପୂର୍ବରୁ ଲେଖିଥିବା ସୁଇସାଇଟ ନୋଟ। ଯାହାକୁ ଦେଖି ବର୍ତ୍ତମାନ ଭୋ ଭୋ ହୋଇ କାନ୍ଦୁଛନ୍ତି ବାପା ମା , ନିଜ ଝିଅ କୁ ହରାଇ ସବୁକିଛି ହରାଇଛନ୍ତି ସେମାନେ।

ତେବେ ବନ୍ଧୁଗଣ ଆପଣ ମାନେ ଜଣିଥିବେ କି , ଭୁବନେଶ୍ୱର ର ବକ୍ସି ଜଗବନ୍ଧୁ କଲେଜ ବା BJB କଲେଜ ର ଯୁକ୍ତ ତିନି ର ପ୍ରଥମ ବର୍ଷ ର ଛାତ୍ରୀ ରୁଚିକା ମହାନ୍ତି ହୋଷ୍ଟେଲ ମଧ୍ୟରେ ବେକରେ ଫାସୀ ଲଗାଇ ଆତ୍ମହତ୍ୟା କରିଥିଲେ। ତେବେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିବା ପୂର୍ବରୁ ଏକ ସୁଇସାଇଟ ନୋଟ ଲେଖି ଯାଇଥିଲେ ଯେଉଁ ଥିରେ ସେ ଲେଖିଥିଲେ ତାଙ୍କ ଆତ୍ମହତ୍ୟା କରିବା ପଛରେ କଣ କାରଣ ରହିଛି ବୋଲି। ତେବେ ସେହି ଚିଠି ରେ ରୁଚିକା ଲେଖିଥି ଲେ କି , ତାଙ୍କୁ ୩ ଜଣ ସିନିୟର ରାଗିଙ୍ଗ କରୁଛନ୍ତି।

ଖାଲି ରାଗିଙ୍ଗ ନୁହେଁ ବରଂ ତାଙ୍କୁ ବହୁତ ମାନସିକ ଯନ୍ତ୍ରଣା ଓ ନିର୍ଯ୍ୟାତନା ଦେଇ ଆସୁଛନ୍ତି। ଯାହାକୁ ସେ ନା ପରିବାର ନା ସାଙ୍ଗ ସାଥି କାହାକୁ ବି କହିପାରୁ ନଥିଲେ। ଆଉ ଶେଷ ରେ ସେ ମାନସିକ ସ୍ତରରେ ଏତେ ଦୁର୍ବଳ ହୋଇ ପଡିଲେ କି ଆତ୍ମହତ୍ୟା କରିବାର ନିଷ୍ପତ୍ତି ନେଇଗଲେ ଆଉ ଆତ୍ମହତ୍ୟା ମଧ୍ୟ କରିଦେଲେ। ତେବେ ଝିଅ ର ଆତ୍ମହତ୍ୟା କଥା ଶୁଣି ବାପା ମା ଙ୍କର ଛାତି ଫାଟି ଯାଇଥିଲା , କେତେ ସ୍ୱପ୍ନ ନେଇ ନିଜ ଝିଅ କୁ ଭୁବନେଶ୍ୱର ପଠାଇଥିଲେ ପାଠ ପଢିବା ପାଇଁ କିନ୍ତୁ ଆଜି ତାଙ୍କର ମୃତ ଦେହ ନେବାକୁ ଆସିଛନ୍ତି।

ରୁଚିକା ଙ୍କର ସୁଇସାଇଟ ନୋଟ ରେ ଲେଖିଥିଲେ “ବାପା ମା ମୋତେ କ୍ଷମା କରିଦେବ, କେତେ ଟଙ୍କା ଖର୍ଚ୍ଚ କରି କେତେ ଆଶା ନେଇ ତୁମେ ମୋତେ ଭୁବନେଶ୍ୱର କୁ ପଠାଇଥିଲା ପାଠ ପଢିବା ପାଇଁ। କିନ୍ତୁ ମୋତେ ୩ କଣ ସିନିୟର ଏହିପରି ଭାବରେ ରାଗିଙ୍ଗ କଲେ ଆଉ ଏତେ ଟ୍ରଚର କଲେ କି ମୁଁ ଆଉ ସହି ପରିଲଣି। ମୁଁ ଆତ୍ମହତ୍ୟା କରିବାକୁ ଯାଉଛି ଦୟାକରି ମୋତେ କ୍ଷମା କରିଦେବ”।ଯାହାକୁ ଦେଖି ତାଙ୍କର ମା ଓ ବାପା ଆହୁରି ଭାଙ୍ଗି ପଡିଛନ୍ତି। ଏହା ଏକ ଅତ୍ୟନ୍ତ ନିନ୍ଦନୀୟ ଘଟଣା ଅଟେ , ରାଗିଙ୍ଗ ପାଇଁ ଜଣେ ଛାତ୍ରୀ ଆତ୍ମହତ୍ୟା କରୁଛନ୍ତି ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟ କର ଅଟେ।ତେବେ ଆଶା କରୁଛୁ କି ଏହିପରି ଆଗକୁ ଖବର ଶୁଣିବା କୁ ନମିଳୁ ବୋଲି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment