ମୋ ଝିଅ ଶାଶୂଘର ମାଡ଼ରେ ମୂତି ପକେଇଛି… ମୁଁ ନିଜ ବାପା ହୋଇ ବି… ଦେଖନ୍ତୁ Video

ଆଜ୍ଞା ହଁ ଆଜିର ସେସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଘଟଣାଟି ଯାହାକୁ ଆପଣମାନେ ବି ଶୁଣିଲେ ଘଟଣା ବିଷୟରେ ନିଜକୁ ସମ୍ଭାଳି ପାରିବେନି, ଆଉ ଭାବିବେ କି ସମାଜ ଏତେ ଆଗକୁ ଯାଇଛି ସମାଜର ଏତେ ଉନ୍ନତି ଘଟିଛି ତଥାପି ଲୋକ ମାନେ ନିଜ ମନରେ ଥିବା ପୁରୁଣା ଢଙ୍ଗ, ପୁରୁଣା ପ୍ରଥା ଓ ଚଳଣି କୁ ଛାଡି ପାରୁନାହାନ୍ତି, ଆଉ ବାହାଘର ପରେ ଦାବି କରୁଛନ୍ତି ଯୌତୁକ କୁ ନେଇକି ଆଉ ଯାହା ଫଳରେ ଝିଅଟିର ଜୀବନ ନେବାକୁ ମଧ୍ୟ ପଛଉନାହାନ୍ତି |

ଏପରି ଏକ ଘଟଣା ଯାହା ଭାଇରାଲ ହେଇଛି ଆଉ ଝିଅଟିର ବାପା କାନ୍ଦି କାନ୍ଦି ମିଡ଼ିଆ ସାମ୍ନାରେ କହିଛନ୍ତି କିଛି ଏମିତି କଥା ଯାହା ଶୁଣିଲେ ଆପଣଙ୍କର ଛାତିବି ଥରୀ ଉଠିବ କହରେ , ସତରେ ସେମାନେ କେତେ ନିର୍ଦୟ ଆଉ ଅଵିଵେକୀ, ଝିଅ ଟିକୁ ଜନ୍ମ କରି ବାପା ମାଆ କୋଳେଇ କାଖେଇ ବଡ କରି ପାଳିବେ ଆଉ ଶେଷରେ ଟେକିଦେବେ ଜଣେ ଅଚିନ୍ହା ଅଜଣା ଲୋକଙ୍କ ହାତକୁ , ଆଉ ଯଦି ସେଠି ଝିଅଟିକୁ ମାରିଦିଆଯାଏ ତାହେଲେ ସେତେବେଳେ ବାପା ମାଆ ଙ୍କ ମନ କେବେବି ସାହିପାରିବ ନାହିଁ |

ଘଟଣା ରୁ ଯାହା ଜଣା ପଡିଛି କି ଯୌତୁକ ନିର୍ଯାତନା ପାଇଁ ଝିଅଟିକୁ ତାର ଶାଶୂଘର ଲୋକ ତାଙ୍କୁ ଫାଶୀ ଲଗାଇ ମାରିଦେଇଛନ୍ତି ଓ ସେ ନିଜେ ଆତ୍ମହତ୍ୟା କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି , କିନ୍ତୁ ଝିଅଟିର ବାପାଙ୍କର କହିବା କଥା କି ଝିଅ ତାଙ୍କୁ ଦ୍ୱି ପ୍ରହର 1 ବେଳେ ଫୋନ କରିଥିଲା ଆଉ ବାପାଙ୍କୁ କାନ୍ଦି କାନ୍ଦି କହୁଥିଲା କି ତାକୁ ତା ଶାଶୁ ଘରେ ବହୁତ ନିର୍ଯାତନା ଦିଆଯାଉଛି , ଯୌତୁକ କଥାକୁ ନେଇକି ତେଣୁ ମତେ ଆସି ମୋ ଶାଶୁ ଘରୁ ନେଇଯାଅ |

ଆଉ ପରେ 2 ଟା ସମୟରେ ତାଙ୍କର ଜ୍ୱାଇଙ୍କ ପାଖରୁ ଫୋନ ଆସିଥିଲା କି ଆପଣଙ୍କ ଝିଅ ଗୋଟିଏ ରୁମ ରେ ନିଜକୁ ଫାଶୀ ଦେଇ ପ୍ରାଣ ହରାଇଛି ଓ ଆମେ ଏବେ ଘରର କବାଟକୁ ଭାଙ୍ଗି ଫାଶୀ ଖୋଲିଲୁ ଓ ଆପଣଙ୍କ ଝିଅ ପ୍ରଣାହରାଇଛନ୍ତି | ତାପରେ ଝିଅଟିର ବାପା ଯାଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ ଆଉ ଦେଖିଥିଲେ କି ଝିଅଟିର ହାତରେ ମାରିବାର ଦାଗ ରହିଛି ଓ ଝିଅର ଶଙ୍ଖା ଓ ଚୁଡ଼ି ଭାଙ୍ଗିଯାଇଛି ଓ ଝିଅଟିକୁ ଗାମୁଛାରେ ଫାଶୀ ଦେଇଛି ଓ କଷ୍ଟ ସାହିନପାରୀ ଲୁଗାରେ ପରିସ୍ରା ମଧ୍ୟ କରିପୋକେଇଛି ଓ ଶେଷରେ ପ୍ରାଣ ହରାଇଛି |

କିନ୍ତୁ ଝିଅଟିର ବାପା ମିଡ଼ିଆ ଆଗରେ କହିଥିଲେ କି ଦୁଇ ଦିନ ଆଗରୁ ଝିଅର ଦେଢ ସୁର ଘରକୁ ଆସିଥିଲା ଆଉ ସେ ମଧ୍ୟ ତାଙ୍କର ଝିଅକୁ ନିର୍ଯାତନା ଦେଉଥିଲା ତାହା ସହିତ ତାର ଶାଶୂଘର ଲୋକ 20 ଲକ୍ଷ ଟଙ୍କାର ଯୌତୁକ ଦାବି କରିଥିଲେ ଆଉ ସେ 15 ଲକ୍ଷ ଟଙ୍କା ଦେଇଥିଲେ ବାକି ଆଉ 5 ଲକ୍ଷ ପରେ ଦେବେ ବୋଲି କହିଥିଲେ , ଆଉ ସେ ପଇସା ଦେଇନଥିବାରୁ ତାଙ୍କର ଝିଅକୁ ତାର ଶାଶୁ ଘର ଲୋକ ଫାଶୀ ଦେଇ ମାରିଦେଇଛନ୍ତି |

ଯାହା ଏବେ ସେସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment