Exclusive : ମୋ ଝିଅ ଲିପ୍ସାକୁ କଲବଲ କରି ସିନିୟର ମାନେ ମାରିଦେଲେ ..ବାଲେଶ୍ୱର ପଠାଇଥିଲି ନର୍ସିଂ ପଢିବାକୁ ..ଆଉ ଫେରିଲାନି, ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ କଲେଜ ମାନଙ୍କରେ ଏବେ ସିନିୟର ମାନଙ୍କର ଦାଦାଗିରି ପାଇଁ ନିରୀହ ମାନଙ୍କ ଜୀବନ ଯାଉଛି |ଏପରି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ର ଏକ ଘରେଇ ନର୍ସିଙ୍ଗ କଲେଜ ରେ |ତେବେ ମିଳିଥିବା ସୂଚନା ଅନୁଯାୟୀ ଲିପ୍ସା ବେହେରା ନାମକ ଏକ ଯୁବତୀ ଫ୍ୟାନ ରେ ଝୁଲି ଆତ୍ମହତ୍ୟା କରିଛନ୍ତି ଓ ଏହି ଆତ୍ମହତ୍ୟା କରିଥିବା ଯୁବତୀ ଜଣଙ୍କ ଗଙ୍ଗାଧର ବେହରା ଙ୍କ ଝିଅ ଲିପ୍ସା ବେହେରା ବୋଲି ଜଣା ପଡିଛି | ଆତ୍ମହତ୍ୟା କରିବା ପର ଦିନ ଲିପ୍ସା ଙ୍କ କଲେଜ ରୁ ଫୋନ ଆସିଥିଲା କି ତମ ଝିଅ ଗୁରୁତର ଅବସ୍ଥା ରେ ଜ୍ୟୋତି ହସ୍ପିଟାଲ ରେ ଭର୍ତ୍ତି ଅଛନ୍ତି | ଆଉ ତାହା ପରେ ବାପା ମା ଏହି ଖବର ପାଇ ଝିଅ କୁ ଦେଖିବାକୁ ଯାଇ ବାଲେଶ୍ୱର ଜ୍ୟୋତି ହସ୍ପିଟାଲ ରେ ଯାଇ ପହଞ୍ଚିଥିଲେ ହେଲେ ସେଠାରେ ଯାଇ ସେମାନେ ଯାହା ଦେଖିଲେ ତାହା ସେମାନେ ବିଶ୍ୱାସ କରିପାରିଲେ ନାହିଁ |ସେମାନଙ୍କ ପାଦ ତଳୁ ଯେମିତି ମାଟି ଖୋସିଯାଇଥିଲା | ତାହାଲେ ଆସନ୍ତୁ ଲିପ୍ସା ଙ୍କ ସହିତ ଘଟିଥିବା ପୁରା ଘଟଣା ଉପରେ ନଜର ପକାଇବା |

ମିଳିଥିବା ସୂଚନା ଅନୁଯାୟୀ ବାଲେଶ୍ୱର ସବିରା ଅଞ୍ଚଳ ର ଗଙ୍ଗାଧର ବେହେରା ଙ୍କ ଝିଅ ଲିପ୍ସା ବେହେରା,ବାଲେଶ୍ୱର ର ଏକ ଘରେଇ କଲେଜ ର ପ୍ରଥମ ବର୍ଷ ର ନର୍ସିଂ ଛାତ୍ରୀ ଥିଲେ | ଯାହାଙ୍କର ସିନିୟର ଙ୍କ ରାଗିଙ୍ଗ ପାଇଁ ତାଙ୍କର ମୃତ୍ୟୁ ହେଇଥିବା ଘଟଣା ଏବେ ସାମ୍ନା କୁ ଆସିଛି | ସୂଚନା ଅନୁଯାୟୀ ରାତିରେ ଗଙ୍ଗାଧର ବେହେରା ଙ୍କ ପାଖକୁ ଲିପ୍ସା ପଢ଼ୁଥିବା କଲେଜ ରୁ ଫୋନ ଆସିଲା କି ତମ ଝିଅକୁ ଗୁରୁତ ର ଅବସ୍ଥା ରେ ବାଲେଶ୍ୱର ଜ୍ୟୋତି ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ଏହି କଥା ଶୁଣି ବାପା ମା ବାଲେଶ୍ୱର ଜ୍ୟୋତି ହସ୍ପିଟାଲ ରେ ଯାଇ ପହଞ୍ଚିଥିଲେ ଓ ସେଠାରେ ଦେଖିବାକୁ ପାଇଥିଲେ ଝିଅ icu ରେ ଭର୍ତ୍ତି ଅଛି |

ଯେତେବେଳେ ବାପା ମା ପୁରା ଘଟଣା ଜାଣିବା ପାଇଁ ଚେଷ୍ଟା କରିଥିଲେ କଲେଜ କର୍ତ୍ତୃରପକ୍ଷ ତାହା ଜାଣିବା ଲିପ୍ସା ରହୁଥିବା ରୁମ କୁ ଛାଡିଲେଣି କି ରୁମ ମେଟ ଙ୍କ ସହିତ ଦେଖା କରିବା ପାଇଁ ମଧ୍ୟ ଦେଲେନାହିଁ |ଯେତେବେଳେ ବେଳେ ଲିପ୍ସା ଗୁରୁତର ହେଇଯାଇଥିଲା ସେତେବେଳେ ଭୁବନେଶ୍ୱର ଏକ ଘରେଇ ହସ୍ପିଟାଲ କୁ ନିଆ ଯାଇଥିଲା ଓ ସେଠାରେ ଦିନ 9 ଟା ରେ ଲିପ୍ସା ଙ୍କ ଚିକିତ୍ସାଧୀନ ଅବସ୍ଥା ମୃତ୍ୟୁ ହେଇଥିଲା |ଲିପ୍ସା ଙ୍କ ର ଏହି ମୃତ୍ୟୁ ସିନିୟର ଙ୍କ ରାଗିଙ୍ଗ ସହି ନ ପାରି ହେଇଛି ବୋଲି ଜଣାପଢ଼ିଥିବା ବେଳେ | ବାପା ମା ଙ୍କ ଏହି ଛାତି ଥରା ଦୁଷ୍ୟ ଦେଖି ସେମାନଙ୍କ ଛାତି ଫାଟିଯାଉଥିଲା | ବାପା ମା ଙ୍କ ଅଭିଯୋଗ ଏହା ଯେ ସେମାନେ ମୋ ଝିଅ କୁ କଲ ବଲ କରି ମାରିଦେଇଛନ୍ତି |

ତେବେ ଏହା ଥିଲା ନର୍ସିଙ୍ଗ ଛାତ୍ରୀ ଲିପ୍ସା ଙ୍କ ଘଟଣା, ଯାହା ଏବେ ସେସିଆଲ ମିଡିଆରେ ଭାଇରାଲ ହେଉଛି |ତେବେ ଏମିତି ସିନିୟର ମାନଙ୍କ ରାଗିଙ୍ଗ ପାଇଁ କେତେ ଯେ ଆଉ ନିରହ ଜୀବନ ଯିବ ଏହା ଏବେ ପ୍ରଶ୍ନ ଉଠୁଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment