ମୋ ପ୍ରାଇଭେଟ ବଡି ପାର୍ଟକୁ ଟଚ କରୁଥିଲେ… ମୋ ଶ୍ୱଶୁର କହିଲେ ତୋର ସ୍ୱାମୀ ସହ ତ କିଛି ନାହିଁ ,ମୋ ସହ ଶୋଇବାକୁ ପାଞ୍ଚ ଲକ୍ଷ ନେ… ଏହି ନୂଆ ବୋହୂ କଣ କହୁଛନ୍ତି… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ରେ ଯୋଉଠି ବୋହୁଙ୍କୁ କରାଯାଇଛି ଏପରି ନିର୍ଯାତନା, ଆଉ ଶଶୂର ଟଙ୍କା ର ଲୋଭ ଦେଖାଇ ନିଜ ବୋହୂକୁ ତାଙ୍କ ସହିତ ଶୋଇବାକୁ ମଧ୍ୟ କହିଥିଲେ , ଯୋଉଠି ଏହି ଖବରଟି ଶୁଣିଲେ ଆପଣ ବି କହିବେ ଶଶୁରକୁ ବାପା ଙ୍କ ସ୍ଥାନରେ ରଖଆଯାଉଥିଲା ବେଳେ ଯଦି ସେହି ଶଶୁର ବୋହୁଙ୍କୁ ଏଭଳି କଥା କହିବେ ତେବେ ତାହା ଠାରୁ ଲଜ୍ୟାର କଥା ଆଉ କଣ ହେଇପାରେ |

ଏପରି ଏକ ଘଟଣା ଘଟିଛି ଆମ ଭୁବନେଶ୍ୱର ସହରରେ ଝିଅଟିର ଯାହା କହିବା କଥା କି ତାଙ୍କର ବିବାହ 2019 ରେ ହୋଇଥିଲା ଆଉ ନିର୍ବନ୍ଧ ଠିକ ହେଲା ପରେ ସେ ତାଙ୍କ ବିବାହ ଠିକ ହେଇଥିବା ପୁଅ ବିଷୟରେ ଜାଣିବାକୁ ପାଇଥିଲେ କି ତାଙ୍କର ଅନ୍ୟ ଝିଅ ମାନଙ୍କ ସହିତ ସମ୍ପର୍କ ଅଛି ବୋଲି ଆଉ ତାହାକୁ ଜଣାଇ ଝିଅଟି ଯେତେବେଳେ ବାହା ହେବା ପାଇଁ ମନା କରିଲା ସେତେବେଳେ ତାକୁ ସେ ଝିଅଟିର ଭିଡିଓ ଆଉ ଫୋଟ କୁ ଭାଇରାଲ କରେଇ ଦେବାର ଧମକ ଦେଇ ତାକୁ ବାହା ମଧ୍ୟ ହେଇଯାଇଥିଲା |

ଆଉ ଝିଅଟି ତାଙ୍କ ସ୍ୱାମୀକୁ ବହୁତ ଭଲ ପାଉଥିବାରୁ ତାଙ୍କର ସମସ୍ତ କଥାକୁ ଭୁଲି ଏଇ ତାଙ୍କ ସହ ଜୀବନ କାଟିବା ପାଇଁ ଚାହୁଁଥିଲେ କିନ୍ତୁ ସ୍ୱାମୀ ତାହା ନ କରି ଆରମ୍ଭ କରିଦେଇଥିଲେ ଅତ୍ୟାଚାର ଓ ଶାରୀରିକ ନିର୍ଯାତନା, ଆଉ ଏହି ସବୁ କଥା ସେ ତାଙ୍କର ଯା ଙ୍କୁ ଜଣାଇବାରୁ ସେ ସବୁ କଥାକୁ ଝିଅଟିର ଶାଶୂ ଓ ସ୍ୱାମୀଙ୍କ ଆଗରେ କହିଦେଇଥିଲେ , ଆଉ ଯାହା ଫଳରେ ତାଙ୍କର ଶାଶୂ ମଧ୍ୟ ରାଗିଯାଇ, ପୁଅକୁ ତାଙ୍କର ବୋହୁଙ୍କ ଠାରୁ ଦୂରରେ ରହିବା ପାଇଁ ସବୁବେଳେ କହୁଥିଲେ ଆଉ ସେମାନେ ଗୋଟିଏ ଘରେ ରହୁଥିଲେ ମଧ୍ୟ ଅଲଗା ଅଲଗା ରୁମ ସେୟାର କକରୁଥିଲେ |

ଏହିପରି ନିର୍ଯାତନା କରିବା ଭିତରେ ତାଙ୍କର ଶଶୂର ମଧ୍ୟ ବୋହୁଙ୍କୁ ଖରାପ ବ୍ୟବହାର ଦେଖାଉଥିଲେ ଓ ତାଙ୍କ ଶରୀରରେ ସବୁ ଅଙ୍ଗକୁ ଟଚ କରୁଥିଲେ ଆଉ ଶେଷରେ ବୋହୁଙ୍କୁ କହିଥିଲେ କି ତାଙ୍କ ସହ ଶୋଇବା ପାଇଁ ଯାହା ଫଳରେ ତାଙ୍କୁ 5 ଲକ୍ଷ ଦେବେ, ତେବେ ଝିଅତି ରାଜି ହେଇନଥିଲା ଓ ଶାଶୂ ଓ ସ୍ୱାମୀଙ୍କୁ ସମସ୍ତ କଥା କହିଲା ପରେ ସେମାନେ ଧମକ ଦେଇଥିଲେ କି ଯଦି ତୁ ଏହି ସବୁ କଥା କାହା ଆଗରେ କହିବୁ ତହେଲେ ତୋର ଚାକିରୀ ତୁ ସବୁଦିନ ପାଇଁ ହରାଇବୁ |

ଆହୁରି ମଧ୍ୟ ତାଙ୍କ ଶଶୁରଙ୍କ ନା ରେ ପୂର୍ବରୁ 2013 ରେ ଲଣ୍ଡନ ଯାଇଥିଲେ ଓ ସେଥିପାଇଁ ଜଣେ ମହିଳାଙ୍କୁ ସେକ୍ସଉ ଆଲି ହାରସମେଣ୍ଟ କରିବାର ରିପୋର୍ଟ ମଧ୍ୟ ରହିଛି | ତେବେ ଝିଅଟି ମିଡ଼ିଆ ସାମ୍ନାରେ ନିଜ ଶଶୂର ଓ ଶାଶୂଘର ଲୋକଙ୍କ ବିଷୟରେ ମିଡ଼ିଆ ଆଗରେ ପ୍ରକାଶ କରିଛି , ଯାହା ସେସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment