ମୋ ପୁଅ ପାଲଟିଗଲା ବୁଲା କୁକୁର , ଭୁକୁଛି ଚୋବାଇବାକୁ ଗୋଡଉଛି। କାନ୍ଦୁଛି ମା ,ଡାକ୍ତର ଵି ହେଲେ ଆଶ୍ଚର୍ଯ୍ୟ… ଏ ନେଇ କଣ କହିଲେ ଡାକ୍ତର, ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଭାଇରାଲ ହେବାକୁ ଲାଗିଛି କୁକୁର କାମୁଡ଼ିବାକୁ ନେଇକି କିଛି ଘଟଣା | ଆଉ ଯେଉଁଠି ଦେଖିବାକୁ ମିଳିଛି କି କେଉଁଭଳି ଭାବରେ ଯୁବକ ଜଣଙ୍କ ଜଳାତଙ୍କ ରୋଗ ରେ ଆକ୍ରାନ୍ତ ହୋଇଛନ୍ତି ଓ ତାହା ସହିତ ଯୁବକ ଜଣଙ୍କ କୁକୁର ଙ୍କ ଭଳିଆ ଭୋକିବାକୁ ଲାଗିଛନ୍ତି ବୋଲି ଦେଖିବାକୁ ମିଳିଛି | ଆଉ ଯାହାକୁ ନେଇକି ଡକ୍ଟର ମାନେ ମଧ୍ୟ ତାଙ୍କର କିଛି ମତ ରଖିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଆଠଗଡ଼ ଥାନା ଅନ୍ତର୍ଗତ କୁଲାଇଲୋ ଗ୍ରାମ ପଞ୍ଚାୟତ ର ଉଦୟପୁର ଗ୍ରାମ ରେ ଦେଖିବାକୁ ମିଳିଥିଲା ଏହିଭଳି ଏକ ଘଟଣା | ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି କେଉଁ ଭଳି ଭାବରେ ଯୁବକ ଜଣଙ୍କ କୁକୁର କାମୁଡ଼ାରେ ଆକ୍ରାନ୍ତ ହୋଇଛନ୍ତି ଓ କୁକୁର ଭଳି ତାଙ୍କର ସମସ୍ତ ବ୍ୟବହାର କରିବାକୁ ଲାଗିଛନ୍ତି | ଆଉ ଯାହାର କୌଣସି ପ୍ରତିକାର ମଧ୍ୟ ନାହିଁ ବୋଲି କହିବାକୁ ଲାଗିଛନ୍ତି ଡାକ୍ତର ମାନେ |ତେବେ ଡାକ୍ତର ମାନଙ୍କର କହିବା କଥା ଅନୁସାରେ କୁକୁର କାମୁଡ଼ିଲେ ସାଧାରଣତଃ ବ୍ୟକ୍ତି ମାନଙ୍କୁ ରାବିଶ ଭେକ୍ସିନ ଦିଆଯାଇଥାଏ | ତେବେ ଏହା ରୋଗ ହେବା ପୂର୍ବରୁ ରୋଗୀ ର ପ୍ରୋଟେକ୍ସନ ପାଇଁ ଦିଆଯାଇଥାଏ |

ତେବେ କୁକୁର କାମୁଡ଼ିଲେ 2 ପ୍ରକାରର ଲକ୍ଷଣ ଆଉ କାରଣ ଦେଖା ଯାଇଥାଏ ବୋଲି କୁହାଯାଉଛି | ତେବେ କୁହାଯାଉଛି କି ପ୍ରଥମ ରେ କୁକୁର କାମୁଡ଼ିଲେ ବା ଆମ୍ପୂଡ଼ିଲେ ଯେଉଁ ରୋଗ ଟି ହୋଇଥାଏ ଓ ଦ୍ଵିତୀୟ ରେ ହେଉଛି ହାଇଡ୍ରଫୋବିଆ |ତେବେ କୁହାଯାଏ କି ପ୍ରଥମ ରେ କାମୁଡ଼ିଥିବା ଲୋକ ଜଣଙ୍କ କୁକୁର ଭଳିଆ ଭୋକିବାକୁ ଲାଗିଥିବା ବେଳେ ହାଇଡ୍ରଫୋବିଆ ରେ ଲୋକ ଜଣଙ୍କ ପାଣି କୁ ଦେଖିଲେ ଡରିଥାନ୍ତି |ତେବେ ଯଦି ସ୍ପାଜମ କ୍ଷରଣ ହୋଇଥାଏ ତାହେଲେ ସେହି ମଣିଷ 10 ଦିନ ମଧ୍ୟରେ ମରିଯାଇଥାଏ ବୋଲି କୁହାଯାଉଛି |

ତେବେ କୁହାଯାଉଛି କି ରାବିଶ କୁ କ୍ଲିନିକଲି ଟେଷ୍ଟ କରିବା ପରେ ବ୍ଲଡ଼ ରେ ଥିବା ସେଲିଭା କୁ ଟେଷ୍ଟ କରାଯାଏ | ଆଉ ତାହା ପରେ ଯଦି CNA ର ସିମଟମ୍ସ ଦେଖାଯାଏ ତାହେଲେ ତାହାର କୌଣସି ଉପାୟ ନ ଥାଏ ବୋଲି କୁହାଯାଏ | ତେବେ ଏହା ସହିତ ବ୍ୟକ୍ତି ଜଣଙ୍କ ପାଖରେ ଜ୍ୱର, ମୁଣ୍ଡ ବିନ୍ଧିବା ଭଳି ମଧ୍ୟ ଲକ୍ଷଣ ଦେଖାଯାଇଥାଏ | ତେବେ କୁହାଯାଏ କି ଯଦି ଆପଣଙ୍କୁ କୁକୁର କାମୁଡ଼ିଛି ବା ଆମ୍ପୁଡିଛି ତାହେଲେ ସଙ୍ଗେ ସଙ୍ଗେ ଭେକସିନ ନେବା ଆବଶ୍ୟକ ହୋଇଥାଏ |ତେବେ କୁକୁର କାମୁଡ଼ିଲେ ଆମେ ଡ଼ାଉଟ ରେ ଥିଲେ 3 ଦିନ ଓ କନ୍ଫୋର୍ମ ରେ 4 ଦିନ ଭେକସିନ ଦିଆଯାଏ ବୋଲି କହିଛନ୍ତି | ଆଉ ଯାହା ବର୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment