ମୋ ପୁଅ ପାଲଟିଗଲା ବୁଲା କୁକୁର , ଭୁକୁଛି ଚୋବାଇବାକୁ ଗୋଡଉଛି। କାନ୍ଦୁଛି ମା ,ଡାକ୍ତର ଵି ହେଲେ ଆଶ୍ଚର୍ଯ୍ୟ… ଦେଖନ୍ତୁ Video

ବନ୍ଧୁଗଣ ସୋସିଆଲ ମିଡିଆରେ ଆପଣ ପ୍ରତ୍ୟେକ ଦିନ ଅନେକ ଭିଡିଓ ଦେଖିବାକୁ ପାଉଥିବେ ନିଶ୍ଚିତ ହେଲେ ଆଜି ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ବିଶ୍ୱାସ ମଧ୍ୟ କରିପାରିବେ ନାହିଁ |ଆଗରୁ ଆପଣ ଜାଣିଥିବେ ଯେ କୁକୁର କାମୁଡ଼ିଲେ ଜଳାନ୍ତକ ରୋଗ ହୁଏ, ଆଉ ଯଉଁ ବ୍ୟକ୍ତିକୁ କୁକୁର କାମୁଡିଥାଏ ସେ କୁକୁର ପରି ବ୍ୟବହାର ଦେଖାଇଥାଏ |ମୁଁ ଆଜି ଆପଣକୁ ଏମିତି ଏକ ଦୃଶ୍ୟ ବିଷୟରେ କହିବି ଯେଉଁଥିରେ କି ଏକ ବ୍ୟକ୍ତି ହଠାତ କୁକୁର ପରି ବ୍ୟବହାର ଦେଖାଉଛି, ସେ ମଣିଷ ପରି କଥା ନକହି କୁକୁର ପରି ଭୋକିବାକୁ ଲାଗୁଛି |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ଘଟଣାରେ ସମ୍ପୂର୍ଣ ଖବର ବିଷୟରେ ଜାଣିବା |

ଆପଣ ଆଗରୁ ଅନେକ ଶୁଣିଥିବେ ଯେ ଯାହାକୁ କୁକୁର କାମୁଡିଥାଏ ତାର ଦେହରେ କୁକୁର ବିଷ ଚରିଯାଏ ପରେ ସେ ମଣିଷ କୁକୁର ପରି ବ୍ୟବହାର କରେ |କିନ୍ତୁ ଏହି ଦୃଶ୍ୟ ଆଜି ଆଖି ସାମ୍ନାରେ ଦେଖିବା ପରେ ଏହାକୁ ଏତେ ସହଜରେ ବିଶ୍ୱାସ କରି ହେଉନାହଁ |ଏହି ଘଟଣାଟି ଘଟିଥିଲା ଆଠଗଡ଼ ଥାନା ଅତର୍ଗତ ଗୁଲାଇଲ ପଂଚାୟତ ଉଦୟପୁର ଗ୍ରାମରେ, ଭଲଥିବା ବ୍ୟକ୍ତିଜଣକ ହଠାତ କୁକୁର ପରି ବ୍ୟବହାର ଦେଖାଇବା ସହିତ ପାଟିରୁ ଲାଳ ମଧ୍ୟ ଗଡାଉଛନ୍ତି |ଜିଭକୁ ବାହାରକୁ କାଢି ଠିକ କୁକୁର ପରି ସେ ଭୁକୁଛନ୍ତି,ଖାଲି ଏତିକି ନୁହଁ ପାଣି ପିଇବାକୁ ମାଗୁଛନ୍ତି ଆଉ ପାଣି ଦେବାରୁ ସେ କୁକୁର ପରି ଚାଟି ଚାଟି ପାଣି ମଧ୍ୟ୍ୟ ପିଉଛି |

ପରିବାର ଲୋକ ଯୁବକ ଜଣକୁ ହସ୍ପିଟାଲ ନେଇ ଆସିଛନ୍ତି, ଯୁବକ ଜଣଙ୍କର ଏପରି ଆଚରଣ ଦେଖି ତାର ମା ବାପା ସହିତ ପରିବାର ସମସ୍ତେ ଭାଙ୍ଗି ପଡିଛନ୍ତି,ସମସ୍ତଙ୍କ ପାଦତଳୁ ମାଟି ଖସି ଯାଇଛି କଣ ହୋଇଛି ତାଙ୍କ ପୁଅକୁ |ଯୁବକ ଜଣଙ୍କ ପ୍ରକୃତରେ କଣ ହୋଇଛି ତାହାର ଖବର ଏପ୍ରଯ୍ୟନ୍ତ ସମ୍ପୂର୍ଣ ଭାବରେ ଜଣାପଡି ନାହିଁ, ହସ୍ପିଟାଲ ଷ୍ଟ୍ରେଚରେ କ୍ଷଣକ ପାଇଁ ଶୁଇପାରୁ ନାହାନ୍ତି ଏହି ଯୁବକ ଜଣକ |ଗୋଟିଏ ବୁଲା କୁକୁର ଯେପରି ବ୍ୟବହାର କରେ ସେପରି ବ୍ୟବହାର କରୁଛନ୍ତି ଯୁବକ ଜଣକ |

ଡାକ୍ତର କହିବା ଅନୁଯାୟୀ କୁକୁର କାମୁଡ଼ିଲେ ମଣିଷ ଏପରି ହୋଇଯାଏ, ମାତ୍ର ପରିବାର ଲୋକ କହିଛନ୍ତି ଯେ ପୂର୍ବରୁ ଏହି ଯୁବକ ଜଣକ ଭାଙ୍ଗ ଖାଇ ଏପରି ବ୍ୟବହାର ଦେଖାଉଥିଲେ ମାତ୍ର ତାହା ଠିକ ହୋଇ ଯାଇଥିଲା |କିନ୍ତୁ ଆଜି ପୁଣି ଏହି ଭାଙ୍ଗ ନିଶାରେ ଯୁବକ ଜନକ ଏମିତି ହେଉଛନ୍ତି ନା ସତରେ ଏହି ଯୁବକ ଜଣଙ୍କୁ କୁକୁର କାମୁଡ଼ିଛି ତାହା ଏପ୍ରଯ୍ୟନ୍ତ ଜଣାପଡି ନାହିଁ |ଯୁବକ ଜଣକ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି ପରେ ଡାକ୍ତର ସମ୍ପୂର୍ଣ ଚିକିତ୍ସା କରିସାରିବା ପରେ ସଠିକ ଭାବରେ କହିପାରିବେ ଯେ ଏହି ଯୁବକ ଜଣକ କଣ ପାଇଁ ଏମିତି ହେଉଛନ୍ତି |ଯୁବକ ଜଣକ ଏହି କୁକୁର ପରି ବ୍ୟବହାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment