ଆଜିକାଲିର ବ୍ୟସ୍ତ ବହୁଳ ଜୀଵନ ମଧ୍ୟରେ ମଣିଷ ଅନେକ ଚାପ ପଡ଼ୁଛି। ଯାହାକି ସମସ୍ତ ମନୁଷ୍ୟ ଅନେକ ଚାପ ଆଡ଼କୁ ଗତି କରୁଛନ୍ତି। ଜୀବନରେ ଅନେକ ସମସ୍ୟା ଆସିଥାଏ ଅନେକ ଅଛନ୍ତି। ସେସବୁ ସମସ୍ୟାର ସମାଧାନ କରିଥାନ୍ତି , ଆଉ କିଛି ଅଛନ୍ତି ଯେଉଁ ମାନେ ସମସ୍ୟାର ସମାଧାନ କରିନପରି। ମନ ଭିତରୁ ଦୁର୍ବଳ ହୋଇପଡନ୍ତି। ଯାହାକି ଶେଷରେ ନିଜର ଜୀବନକୁ ତୁଚ୍ଛ ବୋଲି ଭାବି ଆତ୍ମହତ୍ୟା କରିଥାନ୍ତି। ତେବେ ଆପଣ ମାନେ କିଛି ଦିନ ପୂର୍ବରୁ ଜଣେ ଟେଲି ଅଭିନେତ୍ରୀ ଆତ୍ମହତ୍ୟା କରିଥିବା ଘଟଣା ଜାଣିଥିବେ।
ବର୍ତ୍ତମାନ ସମୟରେ ସନ୍ତୋଷ ଯିଏକି ତାଙ୍କର ବୟଫ୍ରିଏଣ୍ଡ ଆତ୍ମହତ୍ୟା କରିଛନ୍ତି। ତେବେ ଆସନ୍ତୁ ଜାଣିବା ତାଙ୍କ ମାଆ ଆତ୍ମହତ୍ୟା ବିଷୟରେ କଣ କହିଛନ୍ତି। ଏଠାରେ ଏବେ ଏକ ଘଟଣା ନଜରକୁ ଆସିଛି ଯେଉଁଠି ଜଣେ ଯୁବକ ନଙ୍କର ହତ୍ୟା କୁ ନେଇ ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇଛି। ଆଉ ଏବେ ସେହି ଯୁବକ ହେଲେ ନିକଟରେ ମୃତ୍ୟୁ ଅଭିନେତ୍ରୀ ରଶ୍ମୀଙ୍କର ବୟଫ୍ରେଣ୍ଡ ଯାହା ଆପଣ ମାନେ ଜାଣିଥିବେ।କିଛି ଦିନ ତଳେ ଅଭିନେତ୍ରୀ ରଶ୍ମି ଙ୍କର ମୃତ୍ୟୁ ହୋଇଥିଲା ଯାହାକୁ ନେଇ ପୋଲିସ ମଧ୍ୟ ତଦନ୍ତ କରିଥିଲେ । ଏହି ତଦନ୍ତ ସମୟ ରେ ବୟଫ୍ରେଣ୍ଡ ସନ୍ତୋଷ ଙ୍କୁ ମଧ୍ୟ ଜେରା କରା ଯାଇଥିଲା ଯାହା ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇଥିଲା।
ତାହାର ମୃତ୍ୟୁ ସମୟ ରେ ବୟଫ୍ରେଣ୍ଡ ମଧ୍ୟ ବହୁତ ଚିନ୍ତିତ ରେ ରହିଥିଲେ ଯାହା ଏବେ ଜାଣିବାକୁ ମିଳିଛି। ଆଉ ସେହି ପ୍ରେମିକା ରଶ୍ମି ପାଇଁ ଏବେ ସନ୍ତୋଷ ଦୁଃଖ ରେ ରହିଥିଲେ ଯାହା ଏଠାରେ ତାଙ୍କର ମାଆ କହିଛନ୍ତି। ଏହିଠାରେ ଏବେ ସନ୍ତୋଷ ଙ୍କର ମୃତ୍ୟୁ ହୋଇ ଯାଇଛି ଯାହା ଏବେ ଭାଇରଲ ହୋଇଛି। ସନ୍ତୋଷ ତାଙ୍କର ପେମିକା ଙ୍କର ମୃତ୍ୟୁ ପରେ ତାଙ୍କୁ ମଧ୍ୟ ଭୁଲି ପାରି ନାହାଁନ୍ତି ଯାହା ପାଇଁ ସବୁ ଦିନ ଦୁଃଖ ରେ ରହିଥିଲେ ଏବେ ଏହାକୁ ତାଙ୍କର ମାଆ କହିଛନ୍ତି। ଆଉ ସେ ଏମିତି ବହୁତ ଦିନ ହେବ ଘରେ ସେହି ଯୁବତୀ ଙ୍କର ନାଆଁ ଧରିଥାଏ ଏବଂ ମନେ ପକାଉଥାଏ ଯାହା ଏବେ ଜାଣିବାକୁ ମିଳିଛି।
ଏହି ଘଟଣା କୁ ନେଇ ସନ୍ତୋଷ ଏମିତି କିଛି କରିଛନ୍ତି ଯାହା ତାଙ୍କ ମାଆ କହିଛନ୍ତି। ସେହି ଯୁବତୀ ସହିତ ଏତେଦିନ ଧରି ମିଶିକରି ରହିଥିଲେ ଯାହା ସେ ଜାଣି ନଥିଲେ। ଆଉ ଏବେ ସେହି ଯୁବତୀ ଙ୍କ ପ୍ରେମ କୁ ନେଇ ସନ୍ତୋଷ ଏମିତି କିଛି କରିବାକୁ ପ୍ରୟାସ କରିଛନ୍ତି ଯାହା ଜାଣିବାକୁ ମିଳିଛି। ଆଉ ଏହି ସମୟରେ ଘଟଣା ଟି ବହୁଳ ଭାବରେ ଭାଇରଲ ହୋଇଛି।ଆତ୍ମହତ୍ୟା ସବୁ ସମସ୍ୟାର ସମାଧାନ ନୁହେଁ । ତେଣୁ ପ୍ରଥମେ ସମସ୍ୟାର ସମାଧାନ ବାହାର କରନ୍ତୁ। ନିଜର ବହୁମୂଲ୍ୟ ଜୀଵନ ନଷ୍ଟ କରନ୍ତୁ ନାହିଁ। ଏଭଳି ନିଷ୍ପତ୍ତି ନେବା ପୂର୍ବରୁ ନିଜର ବାପା ମାଆଙ୍କ କଥା ଚିନ୍ତା କରନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।