ମୋ ପୁଅ ଶୋଇଛି ତାକୁ ବାହାର କରନି ..ପୋଲିସର ନିୟମ ପାଖରେ ହାର ମାନିଲା ମା’ର ମମତା… ଦେଖନ୍ତୁ Video

ସୋସିଆଲ ମିଡ଼ିଆରେ ଏମିତି ଅନେକ ଭିଡ଼ିଓ ଭାଇରଲ ହୋଇଥାଏ ଯାହା କୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇ ଥାନ୍ତି।।ଆଉ ଏବେ ଜଣେ ମାଆ ଓ ଛୁଆ ର ନିବିଡ଼ ସମ୍ପର୍କ କୁ ନେଇ ଏକ ଭିଡ଼ିଓ ସାମ୍ନା କୁ ଆସିଛି। ଏଠାରେ ନଜରକୁ ଆସିଛି ଯେ ଜଣେ ମାଆ ର ମମତା ହାର ମାନି ଯାଇଛି ଆଇନ କାନୁନ ସାମ୍ନା ରେ ଯାହା ଏବେ ନଜରକୁ ଆସିଛି।

ଏଠାରେ ଏକ ଭିଡ଼ିଓ ଜୋର ରେ ଭାଇରଲ ହୋଇଛି ଯେଉଁଠି ଜଣେ ଜଣେ ମାଆ ଆଖିରୁ ଲୁହ ଏମିତି ବାହାରୁଛି ଯାହା ଏବେ ଆପଣ ମାନେ ଏଠାରେ ଦେଖିବାକୁ ପାଇଥିବେ। ଏମିତି ବିଭିନ୍ନ ସମୟରେ ଜଣେ ମାଆ ଙ୍କର ଦୁଃଖଦ ମୁହୂର୍ତ୍ତ ନଜରକୁ ଆସିଥାଏ ଯାହା ଦେଖିବା ପରେ ଆଖିରୁ ଲୁହ ଆସି ଯାଇଥାଏ। ବେଳେ ବେଳେ ନଜରକୁ ଆସିଥାଏ ଜଣେ ମାଆ ଙ୍କୁ କେତେ କଷ୍ଟ କରି ଜନ୍ମ ଦେଇଥାଏ ଯାହା କୁ ସେ ନିଜ ଜୀବନ ଠାରୁ ଅଧିକ ଭଲ ପାଇଥାଏ। ଆଉ ଜନ୍ମ କରିବା ପରେ ଜଣେ ମାଆ ର ନିଜ ଛୁଆ ପ୍ରତି ସ୍ନେହ ମମତା ବଢି ଯାଇଥାଏ ଯାହା ର ଭିଡ଼ିଓ ଅନେକ ସମୟରେ ଭାଇରଲ ହୋଇଥାଏ।

ଆଉ ତାହାର ନିଜ ଛୁଆ ପ୍ରତି ଆସୁଥିବା ପ୍ରତିଟି ସମସ୍ୟା ଠାରୁ ସେ ନିଜର ପଣତ କାନି ଭିତରେ ଘୋଡେଇ ରଖିଦେବାକୁ ଛୁଆ କୁ ଚାହିଁଥାଏ। ଯେପରି ସେ ବିପଦ ଠାରୁ ଦୂରରେ ରଖି ଦେଇଥାଏ। ଆଉ ତାହାର ସେହି ଭଲ ପାଇବା ଦୁନିଆ ର ସବୁଠାରୁ ନିବିଡ଼ ରହିଥାଏ ଯାହା ଆପଣ ମାନେ ମଧ୍ୟ ଭଲ ଭାବରେ ଜାଣିଥିବେ। ଆଉ ଏବେ ଆଉ ଜଣେ ମାଆ ରେ ଏମିତି ଏକ ଭିଡ଼ିଓ ଭାଇରଲ ହୋଇଛି। ଆଉ ସେଠାରେ ଛୁଆ ଜଣଙ୍କୁ ପୋଲିସ ମାନେ ଜୋର ଜବରଦସ୍ତ ନେଇ ଯାଉଛନ୍ତି ଯାହା କୁ ଦେଖି ମାଆ କାନ୍ଦି କାନ୍ଦି ଲହୁ ଲୁହଣ ହୋଇ ଗଲେଣି। ସେହି ଛୁଆ ଟି ର ମୃତ୍ୟୁ ପରେ ପରିବାର ଲୋ ସେଠାରେ ପୋତି ଦେଇଥିଲେ ଯାହା କୁ ଏବେ ପୋଲିସ ଖୋଜିଛି।

ଆଉ ଏହି ଘଟଣା ଟିରେ ଆଇନ ଆଗରେ ମାଆ ର ମମତା ହାର ମାନି ଯାଇଛି ଯାହା ଏବେ ଜାଣିବାକୁ ମିଳୁଛି। ଆଉ ସେହି ଘଟଣା ଟି କହିବାକୁ ଗଲେ ସେଠାରେ ବାପା ଓ ମାଆ ସହିତ ଛୁଆ ଟି ସେଦିନ ବାହାଘର କୁ ଯାଇଥିଲା ଏବଂ ଯେଉଁଠି ବିବାହ କାର୍ଯ୍ୟକ୍ରମ ଏକ ମଣ୍ଡପ ରେ ଆୟୋଜନ କରା ଯାଇଥିଲା। ସେହିଠାରେ ସମସ୍ତେ ପହଂଚିବା ପରେ ଛୁଆ ଟି ଏକ ସୁମିଙ୍ଗ ପୁଲ ନିକଟକୁ ପଳେଇ ଯାଇଥିଲା ଯେଉଁଠି ସେ ପାଣି ଭିତରେ ପଡି ଯାଇଥିଲା। ତାହା ପରେ ସେମାନେ ମେଡିକାଲ ନେବା ପରେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ ଯାହା ପରବର୍ତ୍ତୀ ସମୟରେ ଏମିତି ଘଟଣା ନଜରକୁ ଆସିଛି। ଏହା ପରେ ପୋଲିସ ସେହି ଶବ କୁ ଖୋଜିଛି ଯାହା ଏବେ ଭାଇରଲ ହୋଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment