ଦେଖନ୍ତୁ viral ଭିଡ଼ିଓ -ମୋ ପୁଅକୁ ମାରିଦେଲା ରାଣୀ ପଣ୍ଡା ,ଭେଣ୍ଡିଆ ପୁଅକୁ ହରାଇ ଛାତି ଫଟାଇ କାନ୍ଦୁଛି ପୁରା ପରିବାର ,video ଦେଖିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ…..

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଭାଇରାଲ ହେବାକୁ ଲାଗିଛି ରାଣୀ ପଣ୍ଡା ଙ୍କର କାର ତଳେ ଚାପି ହେଇକି ମୃତ୍ୟୁ ଘଟିଥିବା ଭେଣ୍ଡିଆ ପୁଅ ଜଣଙ୍କର ମୃତ୍ୟୁ ଘଟଣା | ଆଉ ଯେଉଁ ଘଟଣା ଟି ଚାରିଆଡେ ଚଞ୍ଚଲ୍ୟ ଖେଳାଇଛି ବୋଲି କୁହାଯାଉଛି | ଆଉ ଭେଣ୍ଡିଆ ପୁଅ କୁ ହରାଇ ବର୍ତ୍ତମାନ ତାଙ୍କର ମା ଚେତା ଶୂନ୍ୟ ହୋଇ ପଡୁଛନ୍ତି, ଆଉ ତାହା ସହିତ ପୁଅ ର ମୃତ୍ୟୁ ପାଇଁ ରାଣୀ ଙ୍କୁ ଦୋଷ ଦେବାକୁ ଲାଗିଛନ୍ତି ଓ ଖୁବ ଶୀଘ୍ର ତାଙ୍କୁ ଆରେଷ୍ଟ କରିବା ପାଇଁ ମଧ୍ୟ କହିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |

ତେବେ ଯାହା କୁହାଯାଉଛି କି ରାଣୀ ପଣ୍ଡା ଯାଇଥିଲେ ଗୋଟିଏ ରିସେପସନ ପାର୍ଟି କୁ ଆଉ ସେହି ପାର୍ଟି ରୁ ଫେରୁଥିବା ସମୟରେ ରାଣୀ ଙ୍କର କାର ସହିତ ଧକ୍କା ହୋଇଥିବା ସୁକାନ୍ତ ନାମକ ଜଣେ ଲୋକଙ୍କର ବାଇକ ଆଉ ଯାହା କୁହାଯାଉଛି କି ରାଣୀ ଙ୍କର କାର ଆସିକି ସାମ୍ନା ରୁ ଧକ୍କା ଦେବା ଫଳରେ ଛିଟିକି ପଡିଥିଲେ ଯୁବକ ଜଣଙ୍କ | ଆଉ ଘଟଣା ସ୍ଥଳରେ ହସ୍ପିଟାଲ କୁ ନେବା ପରେ ଯୁବକ ଜଣଙ୍କର ମୃତ୍ୟୁ ଘଟିଥିଲା ବୋଲି କୁହାଯାଉଛି | ଆଉ ଯେଉଁ ଘଟଣା କୁ ନେଇକି ଚାରିଆଡେ ଉତ୍ତେଜନା ସୃଷ୍ଟି ହେଇଥିବାର ମଧ୍ୟ ଦେଖିବାକୁ ମିଳିଥିଲା |

ତେବେ ଏଭଳି ଏକ ଅଭବନୀୟ ଘଟଣା ଟି ଘଟିଥିଲା ଆଠଗଡ ଜିଲ୍ଲା ଦଳଖାଇ ବ୍ଲକ ର ମୁଣ୍ଡୁଳି ରାସ୍ତା ରେ ଡାଳ ଖାଇ ଠାକୁରାଣୀ ଙ୍କ ମନ୍ଦିର ସାମ୍ନାରେ ଦେଖିବାକୁ ମିଳିଥିଲା | ତେବେ ଯାହା କୁହାଯାଉଛି କି ରାଣୀ ପଣ୍ଡା ନିଶା ରେ ଥିଲେ ଆଉ ଠିକ ସେତିକି ବେଳେ ରାତି 9:30 ରେ ସୁକାନ୍ତ ମାଲିକ ର ଫୋନ ର ଖବର ପାଇଁକି ବାହାରି ଯାଇଥିଲେ ଆଉ ସେଠାରେ ଏହି ଦୁର୍ଘଟଣା ଟି ଘଟିଥିଲା | ଆଉ ସବୁଦିନ ପାଇଁ ନିଜର ଘର ମା, ବାପା, ସ୍ତ୍ରୀ ଓ ଛୋଟ ପୁଅ କୁ ଛାଡିକି ଆର ପାରିକୁ ଚାଲି ଯାଇଥିଲେ ସୁକାନ୍ତ |

ଆଉ ଏହି ଖବର ପାଇବା ପରେ ଭେଣ୍ଡିଆ ପୁଅ କୁ ହରେଇକି ମା ଜଣକର ଦୁଃଖ କହିଲେ ନ ସରେ ତାହା ସହିତ ପୁଅ ର ଏହି ଭଳି ମୃତ୍ୟୁ ପାଇଁକି ରାଣୀ ପଣ୍ଡା କୁ ଦୋଷ ଦେବା କୁ ଲାହିଛନ୍ତି ଓ ପୋଲିସ କୁ ଆରେଷ୍ଟ କରିବା ପାଇଁ ମଧ୍ୟ କହିଛନ୍ତି ଗାଁ ର ଲୋକ ଓ ସୁକାନ୍ତ ଙ୍କ ପରିବାର ଲୋକ | ତାହା ସହିତ ସୁକାନ୍ତ ଙ୍କ ଘରର ଭରଣ ପୋଷଣ ପାଇଁ ସରକାର ଙ୍କ ତରଫରୁ ଅର୍ଥ ସାହାଯ୍ୟ ପାଇଁ ମଧ୍ୟ କହିଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡ଼ିଆରେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment