ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଏଭଳି ଏକ ଭିଡ଼ିଓ ଭାଇରାଲ ହେଉଛି ଯାହା ଅତ୍ୟନ୍ତ ଲଜ୍ୟାକର ଘଟଣା ଅଟେ |କାରଣ ଗୋଟିଏ ଝିଅ କୁ ବାହା ହେଇକି ସବୁ ସମ୍ପର୍କ ରଖି ସାରିଲା ପରେ ପୁଣି ଆଉ କେଉଁ ଝିଅ ସହିତ ଶାରୀରିକ ସମ୍ପର୍କ ରଖିକି ମିଛ ଛଳନା କରିବା ଅତ୍ୟନ୍ତ ଲଜ୍ୟାକର କଥା ଅଟେ | ଆଉ ଏପରି କରିକି ସେ ସମାଜକୁ ଏକ ନିନ୍ଦନୀୟ କଥା ର ଶିକ୍ଷା ମଧ୍ୟ ଦେଉଛି | ଆଉ ଏବେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛି ସ୍ତ୍ରୀ ଜଣଙ୍କ, ଆଉ ନ୍ୟାୟ ପାଇବା ପାଇଁ ଦାବି କରିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲାର ବିରହାଟ ରେ ଆଉ ଯେଉଁଠି ରସିକିଆ ପ୍ରେମିକ ର ରସିକୀୟା ନୀତି ଦେଖିବାକୁ ମିଳିଛି | ଆଉ ଯେଉଁଠି ଦେଖା ଯାଉଛି କି ସ୍ୱାମୀ ଅନିଲ ପ୍ରଥମେ ସସ୍ମିତା ନାମକ ଜଣେ ଯୁବତୀଙ୍କୁ ବିବାହ କରିଥିଲେ |ଆଉ ଶାରୀରିକ ସମ୍ପର୍କ ରଖିକି ସବୁ କିଛି ସରିବା ପରେ ସେ ଏବେ ନଅ ମାସର ଗର୍ଭବତୀ ମଧ୍ୟ ଅଛନ୍ତି | ମାତ୍ର ଏତେ ସବୁ ସରିଲା ପରେ ମଧ୍ୟ ସ୍ୱାମୀର ମନ ପୁରିଲାଣି ପୁଣି ପଳେଇଗଲା ପ୍ରେମିକା ପାଖକୁ |
ଆଉ ଯାହା ଜଣା ପଡିଛି କି ନିଜ ସ୍ତ୍ରୀ ସହିତ ଗୋରୁ ଭଳିଆ ମାଡ଼ ଗାଳି କରିକି ସ୍ତ୍ରୀ କୁ ତାର ବାପା ଘରକୁ ପଠେଇ ଦେଉଥିଲା ତାହା ପରେ ସେମାନଙ୍କର ପ୍ରେମ ନୀଳା ଆରମ୍ଭ ହେଇଯାଉଥିଲା |. ପ୍ରେମିକା ମାନସୀ ସହିତ ଆରମ୍ଭ ହେଇଯାଉଥିଲା ସେମାନଙ୍କର କଳା କାରନାମା | ଆଉ ଶେଷରେ ସେ ପ୍ରେମିକା ଙ୍କୁ ବିବାହ ମଧ୍ୟ କରି ଥିବାର ଶୁଣିବାକୁ ମିଳୁଛି | ଆଉ ଶେଷରେ ପ୍ରେମିକା ଆଉ ନିଜର ସ୍ୱାମୀ ଅନିଲ ମିଶିକି ସ୍ତ୍ରୀ ଙ୍କୁ ବାରମ୍ବାର ଡିଭର୍ସ ଦେବାକୁ ଧମକ ମଧ୍ୟ ଦେଉଛନ୍ତି |
ଆଉ ପ୍ରେଗ୍ନେଣ୍ଟ ଥିବା ନିଜ ସ୍ତ୍ରୀ ର ପିଲାକୁ ଜାରଜ ସନ୍ତାନ ବୋଲି ମଧ୍ୟ କହିବାକୁ ପଛେଇ ନାହାନ୍ତି | ଆଉ ଯେଉଁ ଘଟଣା କୁ ନେଇକି ଥାନା ର ଦ୍ୱାରସ୍ଥ ହୋଇଥିଲେ ସ୍ତ୍ରୀ ଜଣଙ୍କ ଆଉ ନ୍ୟାୟ ପାଇଁ ଦାବି କରିଥିଲେ | ଆଉ ଯାହା ଜଣା ପଡିଛି କି ରେଳବାଇ ପୋଲିସ ଙ୍କ ଜରିଆରେ ତାଙ୍କର ସ୍ୱାମୀ ଆଉ ପ୍ରେମିକା ଙ୍କୁ ପୋଲିସ ଗିରଫ କରିଛି | ଆଉ ସମ୍ପୂର୍ଣ୍ଣ ଘଟଣା ର ତଦନ୍ତ ମଧ୍ୟ ଆରମ୍ଭ କରିଛି | ଆଉ ନ୍ୟାୟ ଦେବା ପାଇଁ ମହିଳା ଜଣଙ୍କୁ ମଧ୍ୟ ପୋଲିସ ଚେଷ୍ଟା କରୁଛି | ଆଉ ଏହି ଘଟଣାଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି | ଆଉ ଯାହାକୁ ଦେଖିକି ଲୋକ ମାନେ ସେହି ଭଳି ପୁରୁଷ କୁ ଉଚିତ ଶାସ୍ତି ମିଳୁ ବୋଲି ଦାବି କରୁଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।