ମୋ ସହିତ ଟୁଙ୍ଗୁରୁର ଅନ୍ତରଙ୍ଗ ଫୋଟୋ ସେ ନିଜେ ଉଠାଇଥିଲେ ..ଏବେ ସେଗୁଡା ଭାଇରାଲ ହେଉଛି..ମୋତେ ନ୍ୟାୟ ଦରକାର ବର୍ଷା… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ଏପରି ଏକ ଭିଡିଓ ବର୍ତ୍ତମାନ ସେସିଆଲ ମିଡିଆରେ ଭାଇରାଲ ହେଉଛି, ଯାହା ବିଷୟରେ ସମସ୍ତେ ପ୍ରାୟ ଜାଣିଛନ୍ତି, କାରଣ ଟୁଁଙ୍ଗୁରୁ ଆଉ ବର୍ଷାଙ୍କର ଯୋଉ ପ୍ରେମ କାହାଣୀ ରହିଛି ତାହା ସେସିଆଲ ମିଡିଆରେ ଭାଇରାଲ ହେଉଛି |ତେବେ ବର୍ଷା ଟୁଁଙ୍ଗୁରୁ ଙ୍କୁ ମନ ଧ୍ୟାନ ଦେଇକି ଭୋଳ ପଶିଥିବା ବେଳେ ଟୁଁଙ୍ଗୁରୁ ତାହାକୁ ମାନିବାକୁ ଅରାଜି | ଆଉ ଯାହା ଯୋଗୁଁ ଏହି ଭଳି ଅଶାନ୍ତି ସୃଷ୍ଟି ହେଉଛି |

ବୟସରେ ବର୍ଷା ଟୁଁଙ୍ଗୁରୁ ଭୋଳ ପାଖରୁ ବଡ଼ ଓ ଖାଲି ଯେ ବୟସ ଅଧିକ ତାହା ନୁହଁ ବର୍ଷା ଭୋଳ ଙ୍କର ଦୁଇଜଣ ପିଲା ଥିଲା ତାହା ଜାଣିବା ପରେ ମଧ୍ୟ ଟୁଁଙ୍ଗୁରୁ ବର୍ଷା ଙ୍କୁ ଭଲ ପାଉଥିଲେ ଓ ବର୍ଷା ଙ୍କୁ ଭଲ ପାଇଁ ବାହା ହେବା କଥା ମଧ୍ୟ କହିଥିଲେ | ସେ ଆହୁରି ମଧ୍ୟ କହୁଛନ୍ତି କି ଯୋଉ କଥାକୁ ଭାଇରାଲ କରାଉଛନ୍ତି ଟୁଁଙ୍ଗୁରୁ କହୁଛନ୍ତି କି ତାଙ୍କ ଭିତରେ କୋୖଣସି ସମ୍ପର୍କ ନାହିଁ ତାହା ସମ୍ପୂର୍ଣ୍ଣ ମିଛ ଅଟେ |ଆହୁରି ମଧ୍ୟ ବର୍ଷା ଗଣ ମାଧ୍ୟମ ର ସାମ୍ନାରେ କହିଛନ୍ତି କି ମୁଁ ଯେମିତି ଭୁଲ କରିଛି ଟୁଁଙ୍ଗୁରୁ ଙ୍କର ମିଛ ପ୍ରତିଶୃତି କୁ ମାନି ମୋ ସ୍ୱାମୀ ଓ ଛୁଆ କୁ ଛାଡିକି ଆସିଲି |

ଆଉ ଟୁଁଙ୍ଗୁରୁ କୋଟ ମେରେଜ କରିବେ କହିକି ଆଜି ମୋତେ ଭଲ ପାଉଛନ୍ତି ବୋଲି ମାନିବା ପାଇଁ ଅରାଜି ହେଉଛନ୍ତି, ମୋ ପାଖରୁ ଟଙ୍କା ପଇସା ନେଇକି ଦୀର୍ଘ ଅଢେଇ ବର୍ଷର ସମ୍ପର୍କ କୁ ଭୁଲି ଯାଉଛନ୍ତି |ଆହୁରି ମଧ୍ୟ କହୁଥିଲେ କି ମୋ ବାପା ମା ସମାଜ ଆଗରେ ଅଲଗା ଝିଅକୁ ବାହା କୋରାଇଦେଲେ ମଧ୍ୟ ମୁଁ ବର୍ଷା ସାଙ୍ଗରେ ରହିବି | ସେମିତି ଆଉ ମିଛ ପ୍ରତିଶୃତି ଦେଇକି କୋଉ ଝିଅ କୁ ଆଉ ଧକା ନ ଦିଅନ୍ତୁ କି ତାଙ୍କର ବାପା ମା ମଧ୍ୟ ଆଉ କଷ୍ଟ ନ ପାଆନ୍ତୁ ମୋ ଭଳି | ଆହୁରି ମଧ୍ୟ ବର୍ଷା ପ୍ରକାଶ କରିକି କହିଛନ୍ତି କି ଯୋଉ ଅନ୍ତରଙ୍ଗ ଫୋଟ ଉଠିବା କଥା କହୁଛନ୍ତି, ତାହା ସତ୍ୟ ଅଟେ |

ତେବେ ଟୁଁଙ୍ଗୁରୁ ନିଜ ଇଚ୍ଛା ରେ ଫୋଟ ଉଠେଇଥିଲେ ଆଉ ଯୋଉ ଫୋଟ ଆମ ଦୁଇଜଣଙ୍କ ପାଖରେ ଅଛି ଏମିତି କହିଥିଲେ ବର୍ଷା | ତାହା ବ୍ୟତୀତ ସେ ଫୋଟୋକୁ ଭାଇରାଲ କରିଛନ୍ତି ମିଡ଼ିଆ ଭାଇ ମାନେ ପୋଲିସ ଷ୍ଟେସନ ରେ ଥିଲା ବେଳେ ଏହି ଫୋଟ ଭାଇରାଲ ହେଇଥିଲା, କିନ୍ତୁ ସେଇଟା ବର୍ଷା କି ଟୁଁଙ୍ଗୁରୁ ଙ୍କ ମୋବାଇଲ ରୁ ଜଣା ନାହିଁ | ଆହୁରି ମଧ୍ୟ ବର୍ଷା କହିଛନ୍ତି କି ଆମ ଭିତରେ ପ୍ରେମ ସମ୍ପର୍କ ଥିଲା ପାଇଁ ଏହି ଫୋଟ ଉଠିଛି ଆଉ ଭାଇରାଲ ହେଇଗଲେ ବି ଏହି ଫୋଟ କିଛି ଅସୁବିଧା ନାହିଁ |

କେମେରା ସାମ୍ନାରେ ଏହିପରି କହିବା ସହିତ ତାଙ୍କୁ ଯେମିତି ଧୋକା ମିଳିଛି ଆଉ ବୟସର ତାରତମ୍ୟ ଦେଖୁଛନ୍ତି ସେମିତି ଆଉ କୋଉ ଝିଅକୁ ନ ମିଳୁ ଏପରି କହିଛନ୍ତି ବର୍ଷା | ଯାହା ଏବେ ସେସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment