ମୋ ଶାଶୁ ମତେ ଛାଡିବନି…ମତେ ଏଠୁ ଶୀଘ୍ର ଉଦ୍ଧାର କର… କାକୁତି ମିନତି ହେଉଛନ୍ତି ଏହି ନୂଆ ବୋହୂ… ଦେଖନ୍ତୁ Video

ହଁ ଆଜ୍ଞା ଏପରି ଏକ ଅଭାବନୀୟ ଘଟଣା ଘଟିଛି ନିମାପଡ଼ା ରେ ଘଟିଛି ଯାହାକୁ ଦେଖିଲେ ଆପଣ ମାନଙ୍କର ମଧ୍ୟ ଛାତି ଥରୀ ଉଠିବ ଆଉ ମଧ୍ୟ ଆପଣ ମାନେ ଭାବିବେ କି କଣ ଥିଲା ସେ ଦୃଶ୍ୟ ଆଉ କଣ ପାଇଁ ମାଡ଼ ମାରୁଥିଲେ ତାଙ୍କର ଶାଶୂ ଜଣଙ୍କ | ତେବେ ବାପା ମାଆ ଝିଅକୁ ଜନ୍ମ କରି ଛୋଟରୁ ବଡ କରି ପାଳି ପଶି ରଖିଥାନ୍ତି ଆଉ ଝିଅର ସୁଖ ଶାନ୍ତି ପାଇଁ ଝିଅତି କିପରି ଭଲରେ ରହିବ ସେହି କଥା ଭାବି ହାତରୁ ଦି ହାତ ମଧ୍ୟ କରିଥାନ୍ତି ବାପା ମାଆ, ଆଉ ଶାଶୂଘରକୁ ବହୁତ ଆଶା ରଖି ପଠାଇଥାନ୍ତି , ଆଉ ସେଠି ମାଆ ବଦଳରେ ମାଆ ଭଳିଆ ଶାଶୂ ଓ ବାପାଙ୍କ ବଦଳରେ ଶଶୁର ପାଇବେ | ତେବେ ଝିଅଟି କଣ ପାଇଁ ଏମିତି ଗେଟ ସାମ୍ନାରେ ଛିଡା ହେଇକି କାନ୍ଦୁଛନ୍ତି ଆଉ କଣ ରହିଛି ଘଟଣାର ମୂଳ କଥାଟି ଆସନ୍ତୁ ଜାଣିବା |

ନିମାପଡ଼ା ରେ ଏପରି ଏକ ଅଭାବନିୟ ଘଟଣା ଟି ଘଟିଛି ଆଉ ଯୋଉଠି କି ବୋହୂ ଜଣଙ୍କ ଗେଟ ପାଖରେ chida ହୋଇ କାନ୍ଦି କାନ୍ଦି କହୁଛନ୍ତି କି ମୋ ମାମୁ ଙ୍କୁ ଟିକିଏ ଫୋନ କର ଏମାନେ ମୋତେ ଏଠି ମାରିଦେବେ, ଆଉ ବାହାରେ ମିଡ଼ିଆ ଭାଇ ମାନେ ରହି ତାଙ୍କର ଫୋଟ କୁ ଉଠଉଥିଲେ , କିନ୍ତୁ ବୋହୂଟି ଏମିତି କହୁଥିବାର ଦେଖି ଶାଶୂ ଜଣଙ୍କ ତାଙ୍କ ଉପରେ ଅତ୍ୟାଚାର କରିବା ସହ ମାଡ଼ ମଧ୍ୟ ଦେଉଛନ୍ତି ଏପରି ଦୃଶ୍ୟ ମଧ୍ୟ ଘଟଣା ସାମ୍ନାରେ ଦେଖିବାକୁ ମିଳିଛି |

ଘଟଣାରୁ ଯାହା ଜଣା ପଡୁଛି ଶାଶୂ ଜଣଙ୍କ ଜଣେ ଶିକ୍ଷୟତ୍ରୀ ଅଟନ୍ତି ଆଉ ବୋହୂକୁ ବହୁତ ନିର୍ଯାତନା ମଧ୍ୟ ଦିଅନ୍ତି ଆଉ ତାଙ୍କ ନାଁରେ ମଧ୍ୟ ନିମାପଡ଼ା ପୋଲିସ ଷ୍ଟେସନ ରେ ଏଫଆୟା ଦିଆଯାଇଥିଲେ ମଧ୍ୟ ପୋଲିସ ତାଙ୍କର ଶଶୁର କଥାରେ ଘଟଣା ଉପରେ କିଛି ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ, ଆଉ ମଧ୍ୟ ଶାଶୂ ଜଣଙ୍କ ବୋହୂର ବାପା ଘର ଲୋକଙ୍କୁ ତାଙ୍କ ଝିଅକୁ ମାରିଦେବାର ମଧ୍ୟ ଧମକ ଦେବା ସହିତ ତାଙ୍କୁ ମଧ୍ୟ ଅତ୍ୟାଚାର ଓଁ ମାଡ଼ ଗାଳି ଗୁଲଜ କରୁଛନ୍ତି, ଯାହା ପାଇଁ ବୋହୂ ଜଣଙ୍କ ଆସି ଗେଟ ପାଖରେ ଛିଡା ହେଉଛନ୍ତି ଆଉ କାନ୍ଦି କାନ୍ଦି କହୁଛନ୍ତି ମିଡ଼ିଆ ଆଗରେ ମୋ ମାମୁଁଙ୍କୁ ଫୋନ କର ମତେ ମୋ ଶାଶୂ ଘର ଲୋକେ ମାରିଦେବେ |

ତେବେ ଗୋଟିଏ ପ୍ରଶ୍ନ ଏଠି ଉଠୁଛି କି ଯଦି ନିମାପଡ଼ା ପୋଲିସ ଷ୍ଟେସନ ରେ ଅଭିଯୋଗ କରାଯାଇଥିଲା ତାହେଲେ ପୋଲିସ କିଛି କାର୍ଯ୍ୟାନୁଷ୍ଠାନ କଣ ପାଇଁ ନେଉନି, କଣ ତାର ଶାଶୂ ଅର୍ଥାତ ଶିକ୍ଷୟତ୍ରୀଙ୍କୁ ପୋଲିସ ମାନେ ଡରୁଛନ୍ତି କି | ଯାହା ଏବେ ଏହି ଘଟଣାଟି ସେସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment