ଦେଖନ୍ତୁ viral ଭିଡ଼ିଓ – ମୋ ଶରୀର ସହ ଖେଳ ଖେଳିଦେଲା ଦିନେଶ,…ମୋତେ ହାଇକୋର୍ଟ ନ୍ୟାୟ ଦେଇପାରିଲା ନାହିଁ…ମୁଁ ସୁପ୍ରିମକୋର୍ଟ ଯିବି…

ହଁ ବନ୍ଧୁଗଣ ବେଶ କିଛି ମାସ ହେବ ଗୋଟିଏ ଖବର ଚାରିଆଡେ ବେଶ ଭାଇରାଲ ହେବାରେ ଲାଗିଛି ତାହା ହେଉଛି ଦୀପିକା ଆଉ ଦୀନେଶ ଙ୍କର ସମ୍ପର୍କ କୁ ନେଇକି କିଛି ଘଟଣା | ଆଉ ଯେଉଁଠି କୁହାଯାଉଛି କି ନିଜର ନ୍ୟାୟ ପାଇଁ ଓ ତାହା ସହିତ ନିଜ ପୁଅ ର ଅଧିକାର ପାଇଁ ଲଢେଇ କରିଛନ୍ତି ଦୀପିକା ଓ ଶେଷରେ ମହିଳା କମିଶନ ର ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି ବୋଲି କୁହାଯାଉଛି | ତେବେ ସେଠାରେ ମଧ୍ୟ ତାଙ୍କୁ କିଛି ବି ସୁଫଳ ମିଳି ନ ଥିଲା ଆଉ ଶେଷରେ ନିରାଶ ହୋଇକି ଫେରିଥିଲେ ଦୀପିକା | ଆଉ ବର୍ତ୍ତମାନ ସୁପ୍ରିକୋଟ ପାଖକୁ ନ୍ୟାୟ ପାଇଁ ଯିବେ ବୋଲି କହିଛନ୍ତି ଦୀପିକା | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |

ତେବେ ଗଞ୍ଜାମ ଜିଲ୍ଲାରେ ଘଟିଥିବା ଦୀପିକା ଆଉ ଦୀନେଶ ଙ୍କର କଥା କାହାକୁ ବା ଅଛପା ଅଛି |ତେବେ ତେବେ ଦୀପିକା ଙ୍କ ସହିତ ସମ୍ପର୍କ ରେ ରହିବା ପରେ ତାଙ୍କର ଗୋଟିଏ ପିଲା ମଧ୍ୟ ଜନ୍ମ ହୋଇଥିଲେ ଆଉ DNA ରିପୋର୍ଟ ଅନୁସାରେ ସେ ପିଲା ଦୀନେଶ ଙ୍କର ବୋଲି ମଧ୍ୟ ପ୍ରମାଣିତ ହୋଇ ଯାଇଛି କିନ୍ତୁ ଦୀନେଶ ଆଜି ପର୍ଯ୍ୟନ୍ତ ଦୀପିକା କୁ ଗ୍ରହଣ କରୁ ନାହାନ୍ତି କି ତାଙ୍କର ପିଲା କୁ ମଧ୍ୟ ବାପା ର ପରିଚୟ ଦେବା ପାଇଁ ରାଜି ନାହାନ୍ତି | ଆଉ ବହୁତ ଥର କୋଟ କଚେରୀ ଦୌଡ଼ିଲା ପରେ ବର୍ତ୍ତମାନ ଦୀପିକା ଦ୍ୱାରସ୍ଥ ହୋଇଥିଲେ ଭୁବନେଶ୍ୱର ମହିଳା କମିଶନ ରେ |

ଆଉ ସେଠାରେ 5 ଥର ଦୀପିକା ଫେରିଲା ପରେ ଦୀନେଶ ଓ ତାଙ୍କର ପରିବାର ଲୋକ ଆସିଥିଲେ | କିନ୍ତୁ ଘଟଣା ଟିର କୌଣସି ବି ସମାଧାନ ହୋଇ ନଥିଲା ବୋଲି କୁହାଯାଉଛି | ଆଉ ଏହି ସବୁ ହେବା ପଛରେ ଦୀନେଶ ଙ୍କର ମା ଓ ତାଙ୍କର ମାମୁ ଙ୍କର ଭୂମିକା ଅଛି ବୋଲି କହିଛନ୍ତି ଦୀପିକା | ତେବେ ଦୀନେଶ ହେଉଛନ୍ତି ପଇସା ଵାଲା ଘରର ପୁଅ ତେଣୁ ସେ କାହା କଥା କୁ ଆଉ ଶୁଣୁ ନାହାନ୍ତି କେବଳ ନିଜ ଜିଦ ରେ ଅଟଳ ଅଛନ୍ତି ବୋଲି କୁହାଯାଇଛି |

ତାହା ବ୍ୟତୀତ ଦୀପିକା ଙ୍କୁ କିଛି ବି ନ୍ୟାୟ ମିଳିନାହିଁ, ସେଥିପାଇଁ ଦୀପିକା ବାହାରିଛନ୍ତି ସୁପ୍ରିମକୋଟ ର ଦ୍ୱାରସ୍ଥ ହେବା ପାଇଁ | କହିଛନ୍ତି କି ସୁପ୍ରିମକୋଟ ପାଖରୁ ତାଙ୍କର ଓ ତାଙ୍କର ପୁଅ ର ନ୍ୟାୟ ପାଇଁ ପ୍ରାର୍ଥନା କରିବେ ବୋଲି | ଆଉ ଦୀପିକା ଙ୍କର ବିଶ୍ୱାସ ଅଛି କି ସେ ଦିନେ ନ୍ୟାୟ ପାଇବେ ଓ ଦୀନେଶ ସେମାନଙ୍କୁ ଗ୍ରହଣ କରିବେ ବୋଲି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment