ଦେଖନ୍ତୁ shocking video : – ମୋ ସ୍ତ୍ରୀ ହେଉଛି 420 , ମୋ ପାଖରୁ ଲୁଟୁଛି କିନ୍ତୁ ଆଉ କାହା ସହିତ ରାତି…..ଛିଃ ଛିଃ , ପୁରା କାରନାମା ଜାଣିଲେ ଆପଣଙ୍କ ହୋସ ରହିବନି….

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳିଥାଏ। ସମାଜରେ ଅତ୍ୟାଚାର, ଅନୀତି ଓ ଅନ୍ୟାୟ କାର୍ଯ୍ୟ ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି।ସମାଜର ପୁରୁଷ ମାନଙ୍କ ଅପେକ୍ଷା ନାରୀ ମାନେ ଖରାପ ଆଡକୁ ଗତି କରୁଛନ୍ତି। ସମାଜରେ ନାରୀ ମାନେ ଯୁବକଙ୍କୁ ତାଙ୍କ ମିଛ ପ୍ରେମ ଜାଲରେ ଫସାଇ ସେମାନଙ୍କ ଠାରୁ ଟଙ୍କା ଲୁଟି ନେଇ ଥାଆନ୍ତି। ଏଭଳି କାର୍ଯ୍ୟ କରିବା ଦ୍ୱାରା ସମାଜରେ ଖରାପ କାର୍ଯ୍ୟ ପଡିବା ସହିତ ଓ ଅନ୍ୟ ମାନେ ମଧ୍ୟ ଖରାପ ଆଡ଼କୁ ମନ ନିବେଶ କରୁଛନ୍ତି। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ନିନ୍ଦା ମଧ୍ୟ ଅନୁଭବ କରିବେ। ତେବେ ଘଟଣାଟି ହେଉଛି, ଜଣେ ଯୁବତୀ ଯୁବକଙ୍କୁ ତାଙ୍କ ମିଛ ପ୍ରେମ ଜାଲରେ ଫସାଇ ତାଙ୍କୁ ବିବାହ କରି ତାଙ୍କ ଠାରୁ ଟଙ୍କା ଲୁଟି ନେଇ ଫେରାର ହୋଇ ଯାଇଛନ୍ତି ବୋଲି ସୂଚନା ମିଳୁଛି। ଯାହାକି ଏହା ଏକ ଲଜ୍ୟା ଜନକ ବା ନିନ୍ଦନୀୟ କଥା ଅଟେ। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା ;

ସୂଚନା ଅନୁସାରେ, ବ୍ରହ୍ମପୁର ସହରରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ସେହି ସହରର ସରୋଜ କୁମାର ଦାସ ନାମକ ଜଣେ ଯୁବକ, ସୁମିତ୍ରା ସାହୁ ନାମକ ଜଣେ ଯୁବତୀଙ୍କୁ ବହୁତ ଭଲ ପାଉଥିଲେ। ଯୁବତୀ ଜଣଙ୍କ ଯୁବକଙ୍କୁ ପ୍ରେମରେ ପୁରା ପାଗଳ କରି ଦେବା ସହିତ ତାଙ୍କୁ ସାଧାରଣ ଭାବରେ ବିବାହ କରିଥିଲ ଓ ତାଙ୍କ ସହ ସାତ ଜନ୍ମର ସାଥି ହୋଇ ରହିବା ପାଇଁ ମଧ୍ୟ କଥା ଦେଇଥିଲେ। ଦୁହେଁ ଦୁହିଁଙ୍କୁ ଛାଡି ମଧ୍ୟ ରହି ପାରନ୍ତି ନାହିଁ। କିନ୍ତୁ ଯୁବତୀ ଜଣଙ୍କ ଯୁବକଙ୍କୁ ଠକି ଦେଇ ତାଙ୍କ ଠାରୁ ୩ ଲକ୍ଷ୍ୟ ୬୫ ହଜାର ଟଙ୍କା ଲୁଟି ନେଇଥିଲେ।

ତେବେ ଯୁବତୀ ଜଣଙ୍କ ଟଙ୍କା ନେଇ ଯୁବକଙ୍କୁ ଛାଡି ପଳାଇ ଯାଇଥିଲେ। ଯୁବକ ଜଣଙ୍କ ତାଙ୍କୁ ବହୁର ଖୋଜା ଖୋଜି କରିବା ସ୍ୱତେ ମଧ୍ୟ ତାଙ୍କୁ ପାଇ ନଥିଲେ। ଯୁବକ ଜଣଙ୍କ ଏହି ଘଟଣାକୁ ନେଇ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ କିନ୍ତୁ ପୋଲିସ ପ୍ରଶାସନ କୌଣସି କଥା ଶୁଣୁ ନଥିଲା। ଯୁବକ ଜଣଙ୍କ କହିଛନ୍ତି ଯଦି ପୋଲିସ ପ୍ରଶାସନ ଯୁବତୀ ଜଣଙ୍କ ତାଙ୍କୁ ଟଙ୍କା ଫେରାଇବାରେ ସାହାଯ୍ୟ ସହଯୋଗ ନ କରନ୍ତି ତା’ ହେଲେ ସେହି ଥାନା ନିକଟରେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି ଓ ତାଙ୍କ ମୃତ୍ୟୁରେ ପୋଲିସ ପ୍ରଶାସନ ଦାୟୀ ରହିବ। ଯୁବକ ଜଣଙ୍କ ପୁଣି ଥରେ କହିଛନ୍ତି ଯେ ଦୋଷୀକୁ ଧରି ଉଚିତ ଦଣ୍ଡ ଦିଆଯାଉ। ଏହି ଘଟଣାଟି ସେଠାକାର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment