ହଁ ଦର୍ଶକ ବନ୍ଧୁ ଏଭଳି ଏକ ଘଟଣା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି, ଆଉ ଯେଉଁଠି ସ୍ତ୍ରୀ ଜଣଙ୍କ ତାଙ୍କର ସ୍ୱାମୀଙ୍କ ନାଁ ରେ ଅଭିଯୋଗ କରିଥିଲେ କି ତାଙ୍କର ସ୍ୱାମୀ ତାଙ୍କୁ 9 ମାସର ଗର୍ଭବତୀ ବନେଇ ତାଙ୍କୁ ତାଙ୍କର ବାପ ଘରେ ଛାଡିକି କୁଆଡେ ପଳେଇ ଯାଇଛନ୍ତି ବୋଲି | ଆଉ ନ୍ୟାୟ ପାଇଁ ସ୍ୱାମୀ ଅନିଲ ଙ୍କ ଘର ସାମ୍ନାରେ ଅନେଇ ବସିଛନ୍ତି | ଆଉ ଅନ୍ୟ ପଟେ ସ୍ୱାମୀ ଅନିଲ କହିଛନ୍ତି କି ତାଙ୍କର ସ୍ତ୍ରୀ ଅନ୍ୟ ପୁରୁଷ ସହିତ ସମ୍ପର୍କ ରଖୁଥିଲେ , ଆଉ ଯାହା କୁ ସହି ନ ପାରି ସେ ଘର ଛାଡିକି ଅନ୍ୟ ଜଣେ ଝିଅ ଙ୍କୁ ବିବାହ କରିଛନ୍ତି ବୋଲି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ କଣ ରହିଛି ଘଟଣା ର ପ୍ରକୃତ ସତ୍ୟା ସତ୍ୟ ତାହା ଉପରେ ଟିକିଏ ନଜର ପକାଇବା |
ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲାର ନୁଆସାହିର ବିରହାଟ ରେ ସୁସ୍ମିତା ଙ୍କୁ ବିବାହ କରିଥିଲେ ଈଶ୍ୱର ପୁର ଗ୍ରାମ ର ଅନିଲ || ଆଉ ଯେଉଁଠି ଦେଖା ଯାଉଛି କି ସ୍ୱାମୀ ଅନିଲ ପ୍ରଥମେ ସସ୍ମିତା ନାମକ ଜଣେ ଯୁବତୀଙ୍କୁ ବିବାହ କରିଥିଲେ |ଆଉ ଶାରୀରିକ ସମ୍ପର୍କ ରଖିକି ସବୁ କିଛି ସରିବା ପରେ ସେ ଏବେ ନଅ ମାସର ଗର୍ଭବତୀ ମଧ୍ୟ ଅଛନ୍ତି | ମାତ୍ର ଏତେ ସବୁ ସରିଲା ପରେ ମଧ୍ୟ ସ୍ୱାମୀର ମନ ପୁରିଲାଣି ପୁଣି ପଳେଇଗଲା ପ୍ରେମିକା ପାଖକୁ |
ଆଉ ଏପଟେ ସେହି ଘଟଣା କୁ ନେଇକି ପ୍ରତିକ୍ରିୟା ରଖିଛନ୍ତି ଅନିଲ ଆଉ କହିଛନ୍ତି କି ତାଙ୍କ ସ୍ତ୍ରୀ ସସ୍ମିତା ତାଙ୍କୁ ଧୋକା ଦେଇଛି | ତାଙ୍କୁ ବିବାହ କରିକି ଅନ୍ୟ ପୁରୁଷ ସହିତ ଖରାପ ସମ୍ପର୍କ ରଖିଛି, ଆଉ ଏହି ଯେଉଁ ତାର ପେଟରେ ଛୁଆଁ ବଢୁଛି ସେ ଛୁଆଁ ତାଙ୍କର ନୁହଁ ବୋଲି କହିଛି |ଆଉ ଜଣେ ସ୍ୱାମୀ ହେଇକି ସେ ସବୁ ସେ କେମିତି ସହିଥାନ୍ତେ | ପୁରୁଷ ହେଲେ ବୋଲି କଣ ତାଙ୍କର କିଛି ନାହିଁ |.
.ଆଉ ଯେଉଁଥିପାଇଁ ଅନିଲ ପଳେଇଯାଇ ଆଉ ଜଣେ ପ୍ରେମିକ ମାନସୀ ଙ୍କୁ ବିବାହ କରିଛନ୍ତି, ଆଉ ସେ ବର୍ତ୍ତମାନ ଗୋଟିଏ ମାସର ଗର୍ଭବତୀ ମଧ୍ୟ ଅଛନ୍ତି | ଆଉ ସେମାନେ ବହୁତ ଭଲରେ ଅଛନ୍ତି | ଆଉ ଏପଟେ ସସ୍ମିତା ର ଅଭଯୋଗ କ୍ରମେ ପୋଲିସ ସେମାନଙ୍କୁ ଗିରଫ କରିଛି | କିନ୍ତୁ ଅନିଲ କହିଛି କି ତାର ବିଶ୍ୱାସ ଅଛି କି କୋଟ ତାଙ୍କୁ ଉଚିତ ନ୍ୟାୟ ଦେବ | ଆଉ ଘଟଣା ର ଠିକ ଭାବରେ ତଦନ୍ତ ମଧ୍ୟ କରିବ | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ମଧ୍ୟ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।