ମୋ ସ୍ତ୍ରୀ ତା ବୟଫ୍ରେଣ୍ଡ ମନୋରଞ୍ଜନ ସହ ପଳେଇ ଯାଇଥିଲା ..ଏବେ ପୁଣିଥରେ ମୋ ସହ ରହିବ ବୋଲି କହୁଛି… ଏହି ସ୍ୱାମୀ ଜଣଙ୍କ କଣ କହୁଛନ୍ତି.. ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ସେସିଆଲ ମିଡ଼ିଆରେ ବର୍ତ୍ତମାନ ଏପରି ଗୋଟିଏ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ତେବେ ବର୍ତ୍ତମାନ ଯୁଗରେ ସେସିଆଲ ମିଡ଼ିଆ ବହୁତ ଆଗକୁ ଗଲାଣି | ଆଉ କୌଣସି ଘଟଣା ଆଉ ଏବେ ଲୁଚି ରହିପାରୁନି | ତେବେ ବର୍ତ୍ତମାନ ବିଶେଷ କରି ପ୍ରେମ ସମ୍ପର୍କୀୟ ଘଟଣା ଅଧିକ ଭାଇରାଲ ହେବାକୁ ଲାଗିଛି | ଆଉ ତାହା ପୁଣି ବିବାହିତ ପୁରୁଷ ଆଉ ମହିଳା ମାନଙ୍କର | ତେବେ ସେହିଭଳି ଗୋଟିଏ ଘଟଣା ବର୍ତ୍ତମାନ ସେସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଇଛି, ତାହେଲେ ଆସନ୍ତୁ ପ୍ରେମ ସମ୍ପରକୁ ନେଇ ଭାଇରାଲ ହେଉଥିବା ଗୋଟିଏ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ବର୍ତ୍ତମାନ ଯେଉଁ ଭିଡିଓ ଟି ଭାଇରାଲ ହେଉଛି ତାହା ହେଉଛି ଜଣେ ବିବାହିତ ପୁରୁଷ ପ୍ରବୀଣ ମହାପାତ୍ର ଙ୍କ ର | ଆଉ ଯୋଉଠି ପ୍ରବୀଣ ଙ୍କ ର ସ୍ତ୍ରୀ ମିତାଲି ପଳେଇ ଯାଇଛନ୍ତି ମନୋରଞ୍ଜନ ଙ୍କ ସହିତ | ଆଉ ଯୋଉଠି ନିଜ ର ପୁଅକୁ ମଧ୍ୟ ଛାଡି ଦେଇ ଯାଇଛନ୍ତି ଘରେ |ଆଉ ନିଜେ ପ୍ରେମ ସମ୍ପର୍କ ରାଖି ପଳେଇଯାଇଛନ୍ତି ଅନ୍ୟ ପୁରୁଷ ସହିତ | ଆଉ ଅପର ପକ୍ଷରେ ଅଭିଯୋଗ ଆଣୁଛନ୍ତି ସ୍ୱାମୀ ପ୍ରବୀଣ ଙ୍କ ନାଁ ରେ ତାହା ପୁଣି ଥାନା ଆଉ ମହିଳା କମିଶନ ଙ୍କ ନିକଟରେ | ଆଉ ଯୋଉଠି ଲେଖିଛନ୍ତି ମିତାଲି କି ତାଙ୍କର ସ୍ୱାମୀ ମନୋରଞ୍ଜନ ଙ୍କ ସ୍ତ୍ରୀ ସହିତ ପଳାଇଯାଇଛନ୍ତି |

ତେବେ ଯୋଉଁ ଘଟଣା କୁ ନେଇକି ମହିଳା କମିଶନ ତରଫରୁ ଡୋକା ଯାଇଥିଲା ଆଜି ପ୍ରବୀଣ ଙ୍କୁ ଥାନାକୁ ଆଉ ପଚାରା ଉଚାର ମଧ୍ୟ କରାଯାଇଥିଲା | ଆଉ ଯାହା ର ପ୍ରତିଉତ୍ତର ରେ ସ୍ୱାମୀ ଜଣଙ୍କ କହିଥିଲେ କି ସେ ମନୋରଞ୍ଜନ ଙ୍କ ସ୍ତ୍ରୀ ଙ୍କୁ ଦେଖି ନାହାନ୍ତି ପଳେଇଯିବ ତ ଦୂରର କଥା | ସେ ଆହୁରି ମଧ୍ୟ ଗୋଟିଏ କଥା କହିଥିଲେ କି ସେ ତାଙ୍କୁ ଭଉଣୀ ଭଳି ଭାବନ୍ତି ଆଉ ଫୋନ ରେ ଏହି ଘଟଣା ପରେ ଥରେ ଦୁଇ ଥର କଥା ହେଇଛନ୍ତି ନିଜ ସ୍ୱାମୀ ଙ୍କ ଘଟଣା କୁ ନେଇକି |ତେବେ ସେ ଆହୁରି ମଧ୍ୟ କହିଛନ୍ତି କି ଆଜି ସକାଳେ ଏହିଭଳି ଅଭିଯୋଗ ହେଲା ପରେ ମନୋରଞ୍ଜନ ଙ୍କ ସ୍ତ୍ରୀ ତାଙ୍କ ଭାଇଙ୍କୁ ନେଇକି ଆସିଥିଲେ ମଧ୍ୟ |

ତେବେ ମିତାଲି ଙ୍କ ସ୍ୱାମୀ ପ୍ରବୀଣ ଙ୍କ କହିବା କଥା କି ତାଙ୍କର ଗୋଟିଏ ଛୋଟ ଛୁଆ ଆଉ ଜଣେ ବୃଦ୍ଧା ମା ଅଛନ୍ତି | ତେବେ ସେ ତାଙ୍କର ପୁଅର ଭବିଷ୍ୟତ ଦେଖୁଛନ୍ତି, ଆଉ ଏହି କଥା ନେଇକି ସେ ଡିଭୋର୍ସ ମଧ୍ୟ ଆବେଦନ କରିଥିଲେ | ତେବେ ମିତାଲି ଙ୍କୁ କହିଛନ୍ତି କି ତୁ ଯୁଆଡେ ଯାଉଛୁ ଯା କିନ୍ତୁ ଏହିଭଳି ମିଛ ଅଭିଯୋଗ କରିକି ବାରମ୍ବାର ଥାନା ଆଉ ମହିଳା କମିଶନ ଙ୍କ ନିକଟରେ ମିଛ ଅଭିଯୋଗ ନ ଦେବା ପାଇଁ | ଯାହା ଏବେ ଖୁବ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment