ମୋ ସ୍ୱାମୀ ଓ ଭଣଜା ମିଶି ମୋର ଦୁଷ୍କର୍ମ କରିଛନ୍ତି, କେଶ କମ୍ପ୍ରମାଇଜ୍ ନକଲେ ମୋତେ ମାରିଦେବେ, ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଓ ଦୁର୍ଘଟଣା ଦେଖିବା ପାଇଁ ମିଳୁଛି। ସମାଜରେ ଅନ୍ୟାୟ ,ଅନୀତି ଓ ଅତ୍ୟାଚାର ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ଚୋରି, ଡକାୟତ,ହତ୍ୟା ଓ ଅଶ୍ରୀଳ ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି। ସମାଜରେ ଲୋକ ମାନେ ଅନ୍ୟାୟ କାର୍ଯ୍ୟ କରିବାକୁ ପଛାଉ ନାହାନ୍ତି। ସବୁବେଳେ କିଛି ନା କିଛି ଘଟଣା ଓ ଦୁର୍ଘଟଣା କରି ଚାଲିଥିବେ। ସମାଜରେ ଲୋକ ମାନେ ନୃଶଂସ ପାଲଟିବା ସହିତ ଖରାପ କାର୍ଯ୍ୟ କରି ବସୁଛନ୍ତି। ସେମାନଙ୍କ ମନରେ ଭୟ ରଖୁ ନାହାନ୍ତି ଏବଂ ଏଥି ସହ କାହାରିକୁ ମଧ୍ୟ ଖାତିର କରୁ ନାହାନ୍ତି। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଘୃଣା ଅନୁଭବ କରିବେ। ତେବେ ଘଟଣାଟି ହେଉଛି ସ୍ୱାମୀ ଓ ଭଣଜା ମିଶି ଯୁବତୀଙ୍କୁ ଧର୍ଷଣ କରିଛନ୍ତି ବୋଲି ଶୁଣିବା ପାଇଁ ମିଳିଛି। ଯାହାକି ଏହା ଏକ ନିନ୍ଦନୀୟ ଘଟଣା ଅଟେ। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ସୂଚନା ଅନୁସାରେ, ଅନ୍ତର୍ଯ୍ୟାମୀ ଖୁଣ୍ଟିଆ ନାମକ ଜଣେ ଯୁବକ ଯିଏ କି ଜଣେ ଯୁବତୀଙ୍କୁ ଚାକିରୀ ଦେବା ନାଁ ରେ ମିଛ କଥା କହିଥିଲେ। ଏହା ପରେ ସେ ଯୁବତୀଙ୍କୁ ଧର୍ଷଣ କରିଥିଲେ ଓ ଏହା ପରେ ତାଙ୍କୁ ମନ୍ଦିରରେ ବିବାହ କରିଥିଲେ। ବିବାହ ପରେ ସେ ଗର୍ଭବତୀ ହୋଇଥିଲେ। ଯୁବକ ଜଣଙ୍କ ଯୁବତୀଙ୍କୁ ଖୁବ ଜୋର ସୋର ଭାବରେ ନିର୍ଯାତନା ଦେଇ ଆସୁ ଥିଲେ ଓ ଏଥି ସହିତ ମଧ୍ୟ ତାଙ୍କ ୬ ମାସର ଛୁଆକୁ ମଧ୍ୟ ହସ୍ପିଟାଲକୁ ନେଇ ନଷ୍ଟ କରି ଦେଇଥିଲେ।

ତେବେ ଏହା ପରେ ଯୁବତୀ ଜଣଙ୍କ ତାଙ୍କ ସ୍ୱାମୀଙ୍କ ନାଁ ରେ ଥାନାରେ ଏତଲା ଦେଇଥିଲେ। କେଶ ଉଠାଇବା ପାଇଁ ଯୁବକ ଜଣଙ୍କ ଭଣଜାଙ୍କୁ ଯୁବତୀଙ୍କ ନିକଟକୁ ପଠାଇ ଥିଲେ। ଯୁବକଙ୍କ ଭଣଜା ମଧ୍ୟ ଯୁବତୀଙ୍କୁ ଏକାକୀ ପାଇ ତାଙ୍କୁ ଧର୍ଷଣ କରିଥିଲେ। ସ୍ୱାମୀ ଓ ଭଣଜା ମିଶି ଦୁହେଁ ଧର୍ଷଣ କରିଥିଲେ। ପୁଣି ଥରେ ଯୁବତୀ ଜଣଙ୍କ ସ୍ୱାମୀ ଓ ଭଣଜାଙ୍କ ନାଁ ରେ ମହିଳା ଥାନାରେ ଅଭିଯୋଗ କରିଥିଲେ। ଯୁବକ ଜଣଙ୍କ ତାଙ୍କ ଓକିଲକୁ ଥାନାକୁ ପଠାଇ ଥିଲେ ଓ ସେଠାରେ ଯୁବତୀଙ୍କୁ କହିଥିଲେ ଯେ, କେସ କମ୍ପ୍ରମାଇଜ କରି ଦିଅ ନହେଲେ ମାରି ଦେବା ପାଇଁ ଯୁବତୀଙ୍କୁ ଧମକ ଦେଇଥିଲେ। ଯୁବତୀଙ୍କ ସ୍ୱାମୀ ମଧ୍ୟ କେସ ଉଠାଇ ଦେଲେ ୧୫ ଲକ୍ଷ୍ୟ ଟଙ୍କା ଦେବେ ବୋଲି କହୁଛନ୍ତି। ଯୁବତୀ କହୁଛନ୍ତି ଯେ, ଦୋଷୀକୁ ଧରି ଉଚିତ ଦଣ୍ଡ ଦିଆଯାଉ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।