ଦର୍ଶକ ବନ୍ଧୁ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଭିଡ଼ିଓ | ଯେଇଁ ଭିଡ଼ିଓ ଦେଖା ଯାଇଛି ଜଣେ ଯୁବକ ନିଜର ପିଲା ସ୍ତ୍ରୀ ଘର ସଂସାର ଛାଡି ଜଣେ 4 ଟା ପିଲାର ମା ର ପ୍ରେମ ପଡି ତାଙ୍କୁ ନେଇ ଫେରାର ହେଇଥିବା ଜଣା ପଡିଛି | ତେବେ ସୂଚନା ମୁତାବକ ବେଦୀ ରେ ବସି ବାହା ହେଇଥିଲେ ଘର ସଂସାର ମଧ୍ୟ କରିଥିଲେ | ବିବାହ ପରଠାରୁ ଅନ୍ୟ ସ୍ତ୍ରୀ ଙ୍କ ସହିତ ସମ୍ପର୍କ ରଖିଥିଲେ | ମୁ ତାଙ୍କୁ ବହୁତ ବୁଝେଇ ବାଟ କୁ ଆଣିଥିଲେ ସବୁ କିଛି ଠିକ ଠାକ ଚାଲିଥିଲା | ହେଲା ହଠାତ ସବୁ ବଦଳି ଗଲା | ଗାଁ କୁ ଆସି ଦୋକାନ କରିବା ଠୁ କୁନି ର ପ୍ରେମ ର ପଡି ସଂସାର ମୋର ପୂରା ଉଜାଡି ଦେଲା |
ତେବେ ସୂଚନା ମୁତାବକ ସେ କୁନି ବି 4 ଟି ପିଲା ମା ହେଲେ ତଥାବି ମୋ ସ୍ୱାମୀ ତାଙ୍କ ପ୍ରେମ ର ଜାଲ ଏମିତି ଫୋସିଗଲେ ଯେ ମୁ ଯେତେ ବୁଝେଇଲି ତାଙ୍କୁ ସେ ଜାଲ ରୁ ମୁକୁଳାଇପାରିଲିନି | ସେ କୁନି ର ପ୍ରେମ ଏମିତି ମାତି ଥିଲେ ଯେ ସେ ମତେ ଓ ପିଲା ଛୁଆ କୁ ଛାଡି ପ୍ରତ୍ୟେକ ଦିନ କୁନି ସହିତ ଦେଖା କରିବା ପାଇଁ ଯାଉଥିଲେ | ତାହା ସହିତ ଖରାପ ସମ୍ପର୍କ ବି ରଖୁଥିଲେ | ଗାଁ ଘର ଓ ନିଜ ଝିଅ ଙ୍କ କଥା କୁ ଥରେ ବି ନ ଭାବି ସେ ସେ କୁନି ଙ୍କ ସହିତ ରୋମାନ୍ସ ରେ ମାତିଥିଲେ | ଏତେ ସବୁ ପରେ ମଧ୍ୟ ମୁ ତାଙ୍କୁ କେବେ ଵି ଖରାପ ଭାବି ନାହିଁ କି ତାଙ୍କୁ ଗାଳି ଦେଇନାହିଁ | ମୁଁ ତାଙ୍କୁ ବୁଝେଇବାକୁ ଚେଷ୍ଟା କରିଛି, ଯେ କୁନି ସହିତ ମିଶନି ହେଲେ ସେ ମୋ କଥା କୁ ମାନି ନଥିଲେ |
ତେବେ ସୂଚନା ଅନୁଯାୟୀ ଏତେ ସବୁ ପରେ ମଧ୍ୟ କୁନି ଙ୍କ ସହିତ ମୋ ସ୍ୱାମୀ ଫେରାର ହେଇଯାଇଛନ୍ତି ବୋଲି କହିଥିଲେ ବନସ୍ମିତା ଶତପଥୀ | ତାଙ୍କର କହିବା କଥା ଅନୁଯାୟୀ ତାଙ୍କ ସ୍ୱାମୀ ଯେତେବେଳେ ଯାଜପୁର ରେ ମେଡ଼ିସିନ ରିପ୍ରେଜେଣ୍ଟଟେଟିଭ କାର୍ଯ୍ୟ କରୁଥିଲେ ସେତେବେଳେ ତାଙ୍କ ସ୍ୱାମୀ ସେ ଦରବୁଢ଼ୀ 4 ଟା ପିଲାର ମା ଙ୍କ ପ୍ରେମ ପଡିଥିଲେ | ତାଙ୍କୁ ମୁଁ ବହୁତ ଥର ବୁଝେଇଥିଲି ହେଲେ ସେ ବୁଝି ନଥିଲେ | ଏବେ ଶୁଣୁଛି ମୋ ସ୍ୱାମୀ ସ୍ତ୍ରୀ କୁ ଫେରାର ହେବା ସହିତ ସେ ସ୍ତ୍ରୀ ର ସ୍ୱାମୀ ଙ୍କୁ ମଧ୍ୟ କିଏ ମାରିଦେଇଛି | ତେବେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଭମଣ୍ଡ ଗ୍ରାମରେ ଯାହା ସ୍ଥାନୀୟ ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି |
ଆଉ ଏପରି ଏକ ଘଟଣା ସାରା କେନ୍ଦ୍ରାପଡ଼ା ଜିଲ୍ଲାରେ ଚହଳ ସୃଷ୍ଟି କରିଛି | ଆଉ ଯାହା ଏବେ ସ୍ୱାମୀ ଆଉ ସ୍ତ୍ରୀ ର ସମ୍ପର୍କ ରେ ଫାଟ ସୃଷ୍ଟି କରିଛି |ତାହାଲେ ଦର୍ଶକ ବନ୍ଧୁ ଏହା ଥିଲା ସେହି ଭାଇରାଲ ଭିଡ଼ିଓ | ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ଓ ଲୋକ ମାନେ ଏଭଳି ଏକ ଘଟଣା ଶୁଣିବା ପରେ ବିଭିନ୍ନ ପ୍ରକାରର ମତ ମଧ୍ୟ ରଖୁଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।