ହଁ ବନ୍ଧୁଗଣ ଆପଣ ମାନେ ଯେମିତି କି ଜାଣିଥିବେ ସୋସିଆଲ ମିଡ଼ିଆରେ ସବୁବେଳେ କିଛି ନା କିଛି ନୂଆ ନୂଆ ଭିଡିଓ ମାନ ଭାଇରାଲ ହେବାକୁ ଲାଗିଥାଏ | ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଆମ ମାନଙ୍କ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ବେଶ ଖୁସି ଲାଗିଥାଏ | ଏହା ବ୍ୟତୀତ ଅନେକ ସମୟରେ ଅନେକ ନୂଆ ନୂଆ ଫ୍ଲିମ ଯାହା ଆସିବାକୁ ଲାଉଛି ଆମ ଓଡ଼ିଆ ଫ୍ଲିମ ଇଣ୍ଡୋଷ୍ଟ୍ରି ରେ ସେ ବିଷୟରେ ମଧ୍ୟ ଜାଣିବାକୁ ପାଇଥାଉ ଅନେକ ମାନେ ଗଣ ମାଧ୍ୟମ ଜରିଆରେ |ତେବେ ବର୍ତ୍ତମାନ ଯେଉଁ ଫ୍ଲିମ ଟି ବିଷୟରେ ଭାଇଆଲ ହେବାରେ ଲାଗିଛି ତାହା ହେଉଛି ବାପା ସୁପର ମ୍ୟାନ ବିଷୟରେ | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଆପଣ ମାନେ ଜାଣିଥିବେ ଆମ ଓଡ଼ିଆ ଫ୍ଲିମ ଇଣ୍ଡୋଷ୍ଟ୍ରି ବର୍ତ୍ତମାନ ବହୁତ ଆଗକୁ ଯିବାକୁ ଲାଗିଲାଣି ଦିନକୁ ଦିନ | ତାହା ସହିତ ଅନେକ ନୂଆ ନୂଆ ଫ୍ଲିମ ମଧ୍ୟ ଆମ ଅଲିଉଡ ଇଣ୍ଡୋଷ୍ଟ୍ରି ରେ ରିଲିଜ ହେବାକୁ ଲାଗୁଛି ଓ ସେହି ଫ୍ଲିମ ଗୁଡିକ ଭଲ କରି ଦର୍ଶକ ମାନଙ୍କର ଭଲ ପାଇବା ଆଉ ପ୍ରସଂଶା ମଧ୍ୟ ସାଉଟୁଛନ୍ତି | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ” ବାପା ସୁପର ମ୍ୟାନ ଫ୍ଲିମ କୁ ନେଇକି କିଛି କଥା |
ଆଉ ସେହି ଫ୍ଲିମ ରେ ମୁଖ୍ୟ ଭୂମିକମ୍ପ ଅର୍ଥାତ ବାପା ଙ୍କ ଭୂମିକମ୍ପ ରେ ଅଭିନୟ କରିଛନ୍ତି ଆମ ଅଲିଉଡ ଇଣ୍ଡୋଷ୍ଟ୍ରି ର ଜଣେ ବହୁତ ଭଲ ଜଣା ଶୁଣା ଅଭିନେତା ସିଦ୍ଧାନ୍ତ ମହାପାତ୍ର | ଆଉ ଯେଉଁଠି କୁହାଯାଉଛି କି ସୁଦ୍ଧାନ୍ତ ମହାପାତ୍ର ଅନେକ ଫ୍ଲିମ କକରିଛନ୍ତି କିନ୍ତୁ ସେ ଗୁଡିକ ଭିତରୁ ବାପା ସୁପର ମ୍ୟାନ ଫ୍ଲିମ ଟି ତାଙ୍କୁ ଅଧିକ ପସନ୍ଦ ଆସିଛି | ତାହା ସହିତ ପୁଅ ଭୂମିକା ରେ ଅଭିନୟ କରିଥିବା ପିଲା ଜଣଙ୍କ ମଧ୍ୟ କହିଛନ୍ତି କି ବହୁତ ଦିନରୁ ଇଚ୍ଛା ଥିଲା ସିଦ୍ଧାନ୍ତ ସାର ଙ୍କ ସହିତ ଫ୍ଲିମ ରେ ଅଭିନୟ କରିବା ପାଇଁ ଆଉ ସେ ଅଭିନୟ କରିବା ସହିତ ଫ୍ଲିମ ପାଇଁ ବହୁତ କଷ୍ଟ ଆଉ ଚେଷ୍ଟା ମଧ୍ୟ କରିଛନ୍ତି |
ଆଉ ଏହି ଫ୍ଲିମ ରେ ବାପା ଙ୍କର ଭୂମିକା କଣ ରହିଛି ପିଲା ମାନ ଙ୍କ ପ୍ରତି ଓ ତାହା ବ୍ୟତୀତ ବାପା କେତେ ଗୁରୁତ୍ୱପୂର୍ଣ୍ଣ ହୋଇଥାନ୍ତି ପିଲା ମାନଙ୍କ ପାଇଁ ତାହା ଏହି ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି | ଆଉ ଏହି ଭଳି ଏକ ସୁନ୍ଦର ଫ୍ଲିମ ର ଷ୍ଟୋରୀ ମଧ୍ୟ ବହୁତ ଭଲ ରହିଛି ଆଉ ଦର୍ଶକ ମାନେ ମଧ୍ୟ ବେଶ ପସନ୍ଦ କରିବେ ବୋଲି ଆଶା ରଖିଛନ୍ତି ସମସ୍ତେ |
ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।