ରସିକିଆ ସାରଙ୍କ ରାସଲୀଳା – ମୋବାଇଲ ରୁ ମୋବାଇଲକୁ ଘୁରି ବୁଲୁଛି ଅନ୍ତରଙ୍ଗ ମୁହୂତ୍ତର ଭିଡ଼ିଓ

0

ବର୍ତ୍ତମାନର ସଭ୍ୟ ସମାଜରେ ଲୋକମାନେ ଯେତେ ଶିକ୍ଷିତ ହେଲେ ମଧ୍ୟ ନିଜର ମାନବିକତା କୁ ଭୁଲି ଯାଉଛନ୍ତି। ଆଜି କାଲିର ସମାଜରେ ଲୋକମାନେ ନିଜର ଯୌନ ଲାଳସା ମେଣ୍ଟାଇବା ପାଇଁ ସମ୍ପର୍କକୁ ଭୁଲି ଯାଉଛନ୍ତି। ପ୍ରତ୍ୟେକ ଦିନ ଆପଣ ମାନେ ଶୁଣିବାକୁ ପାଇଥାନ୍ତି, କେଉଁଠି ଭାଉଜ ଓ ଦିଅର, ଭିଣେଇ ଶାଳୀ, ମାମୁଁ ଭାଣିଜୀ, ଶଶୁର ବୋହୂ, ଭାଇ ଭଉଣୀ, ଶିକ୍ଷକ ଶିକ୍ଷୟତ୍ରୀ, ଶିକ୍ଷକ ଛାତ୍ରୀ ଏବଂ ଏପରି ଅନେକ ଖରାପ ସଂପର୍କ ରଖିଥାନ୍ତି। ଗାଁ ହେଉ କିମ୍ବା ସହର ସବୁଠି ଏପରି କିଛି ଘଟଣା ଶୁଣିବା ପାଇଁ ମିଳିଥାଏ। ଆମ ସମାଜ ଧୀରେ ଧୀରେ କଳୁଷିତ ହେବାରେ ଲାଗିଛି। ବେଳେ ବେଳେ ଆମେ ଏପରି କିଛି ଖବର ଶୁଣିବାକୁ ମିଳିଥାଏ ଯାହା ଶୁଣିବା ପରେ ଲଜ୍ୟା ରେ ମୁଣ୍ଡ ତଳକୁ ହୋଇଯାଏ।

ତେବେ ବନ୍ଧୁଗଣ ଆଜି ଆମେ ଏପରି କିଛି ଘଟଣା ବିଷୟରେ କହିବା ପାଇଁ ଯାଉଛୁ ଯାହା ଜାଣିଲା ପରେ ଆପଣଙ୍କୁ ଖରାପ ଲାଗିବ ନିଶ୍ଚିତ। ଜଣେ ଶିକ୍ଷକ ମହିଳାଙ୍କ ସହିତ ଅବୈଧ ସମ୍ପର୍କର ଭିଡ଼ିଓ ବର୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଘଟଣା ବିଷୟରେ;

ଆମ ସମାଜରେ ଶିକ୍ଷକଙ୍କ ପାଇଁ ଅନେକ ସମ୍ମାନ ଦିଆଯାଏ, କାରଣ ଶିକ୍ଷକଙ୍କ ମାଧ୍ୟମରେ ସମାଜ ସୁଧୁରିଥାଏ, ଏବଂ ଆଗାମୀ କାଲିର ଭବିଷ୍ୟତ ଗଠନ ହୋଇଥାଏ। ବାପା ମାଆ ଙ୍କ ଅପେକ୍ଷା ଶିକ୍ଷକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ, ଆମ ପିଲାମାନଙ୍କ ଉତ୍ତୋମ ନାଗରିକ ଭାବରେ ଗଢ଼ି ତୋଳିଥାଏ। କିନ୍ତୁ ବର୍ତ୍ତମାନ ଶିକ୍ଷକ ନିଜର କର୍ତ୍ତବ୍ୟ ଭୁଲି ଯାଉଛନ୍ତି। ଭାଇରାଲ ହୋଇଥିବା ବିଡ଼ିଓରେ ଜଣେ ଶିକ୍ଷକ ଏକ ମହିଳାଙ୍କ ସହିତ ସମ୍ପର୍କ ରଖୁଛନ୍ତି। ତେବେ ଏଭଳି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ, ସେ ମହିଳା ଜଣକ ତାଙ୍କ ସ୍ତ୍ରୀ ନୁହେଁ। ଏହି ଶିକ୍ଷକ, ପୂର୍ବରୁ ମଧ୍ୟ ଜଣେ ଛାତ୍ରୀଙ୍କ ସହିତ ଖରାପ ସମ୍ପର୍କ ରଖି ଧରା ପଡି ମାଡ଼ ଖାଇଥିଲେ।

ତେବେ ଗ୍ରାମ ବାସୀଙ୍କ କହିବା ଅନୁସାରେ ତାଙ୍କୁ ବର୍ତ୍ତମାନ ନିଲମ୍ବିତ କରାଯାଉ ବୋଲି ସେମାନେ ଦାବି କରିଛନ୍ତି। କାରଣ ଏହା ପୂର୍ବରୁ ସେ ଏକ ଛାତ୍ରୀଙ୍କ ସହିତ ଦୁଷ୍କର୍ମ କରିଥିଲେ , ଏହା ପରେ ଗ୍ରାମ ବାସୀ ତାଙ୍କୁ କ୍ଷମା କରିଦେଇଥିଲେ। ପୁନଶ୍ଚ ସେଭଳି କର୍ମକୁ ନିନ୍ଦା କରି ନିଲମ୍ବିତ କରିବା ପାଇଁ ପ୍ରଶାସନ ଙ୍କୁ ଦାବି ଜଣେଇଛନ୍ତି। ଯଦି ଜଣେ ଶିକ୍ଷକ ହୋଇ ଏପରି କର୍ମ କରିବେ , ଆଉ କାହା ଉପରେ ବିଶ୍ୱାସ କରିବେ ଲୋକ ମାନେ ଯାହା ମାଧ୍ୟମରେ ସମାଜ ପରିବର୍ତ୍ତନ ହେବା କଥା ସେ ଯଦି ସମାଜକୁ କଳୁଷିତ କରିବ, ତାହାଲେ ସମାଜରେ ଏପରି ଶିକ୍ଷକ ରହିବାର ଆବଶ୍ୟକତା ନାହିଁ।

ଆମ ମାନଙ୍କ ର ପ୍ରଶାସନ ନିକଟରେ ଅନୁରୋଧ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି , ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।