ମୋଦି ସରକାର ଙ୍କର ବଡ଼ ଘୋଷଣା – ଆଉ ଚଳିବନି ଘରେ ଥିବା ପୁରୁଣା ଟଙ୍କା ଶୀଘ୍ର ଜାଣନ୍ତୁ କେଉଁଦିନ ଠାରୁ ପୁରାପୁରି ବନ୍ଦ ହୋଇଯିବ, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ…

0

ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ବିଗତ କିଛି ମାସ ଧରି ଅନେକ କିଛି ପଦକ୍ଷେପ ନିଆ ଯାଉଛି ଯାହା ଜନ ସାଧାରଣ ମାନଙ୍କ ପାଇଁ ଲାଭଦାୟକ ଅଟେ। କିପରି ଭାବରେ ଲୋକେ ବ୍ୟାଙ୍କ ସେବାକୁ ସୁବିଧାରେ ଓ ସହଜରେ ପାଇ ପାରିବେ ସେଥିପାଇଁ ଆର୍ ବି ଆଇ ପକ୍ଷରୁ ନିୟମ କରା ଯାଉଥିବାର ଦେଖିବାକୁ ମିଳୁଛି। ସେହିପରି ଏବେ ଖୁବ୍‌ ଶୀଘ୍ର ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ବଡ଼ ନିଷ୍ପତ୍ତି ନେଉଥିବା ନେଇ ସୂଚନା ମିଳିଛି। ଯାହା ଜଣା ପଡିଛି ତଦନୁସାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଆଗାମୀ ମାର୍ଚ୍ଚ- ଏପ୍ରିଲ୍‌ ୨୦୨୧ ସୁଦ୍ଧା ବଜାରରୁ ସମସ୍ତ ପୁରୁଣା ୫, ୧୦ ଓ ୧୦୦ ଟଙ୍କିଆ ନୋଟ୍‌ ପ୍ରତ୍ୟାହାର କରିବାକୁ ଚିନ୍ତା କରୁଛି।

ତେବେ ଯାହା ଜଣା ପଡିଛି ଏହି ସବୁ ନୋଟ୍‌ କୁ ସଂପୂର୍ଣ୍ଣ ଭାବରେ ଅଚଳ କରି ଦେବାକୁ ଆର ବି ଆଇ ପ୍ରସ୍ତାବ ରଖିଛି।ଏହି ଅନୁସାରେ ଆପଣ ଏଥିପ୍ରତି ସଚେତନ ହେବା ନିହାତି ଆବଶ୍ୟକ ଅଟେ।ତେବେ ଏହାକୁ ନେଇ ଏପରି କହିଛନ୍ତି ରିଜର୍ଭ ବ୍ୟାଙ୍କ୍‌ର ଆସିଷ୍ଟାଣ୍ଟ ଜେନେରାଲ୍‌ ମ୍ୟାନେଜର ବି ମହେଶ।

ତେଣୁ ଆପଣଙ୍କ ପାଖରେ ବି ପୁରୁଣା ନୋଟ ମାନ ଥାଇପାରେ ଯାହା ଆର୍ ବି ଆଇ ପକ୍ଷରୁ କୁହା ଯାଇଛି। ତେଣୁ ଆପଣ ମାନେ ଚିନ୍ତିତ ନହୋଇ ଆପଣ ଧାର୍ଯ୍ୟ ସମୟ ପୂର୍ବରୁ ଏହାକୁ ବଦଳ କରାନ୍ତୁ କିମ୍ବା ବ୍ୟାଙ୍କ ରେ ନେଇ ମଧ୍ୟ ଜମା କରି ପାରିବେ। କାରଣ ଆଗାମୀ ମାର୍ଚ୍ଚ- ଏପ୍ରିଲ୍‌ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାକୁ ପ୍ରତ୍ୟାହାର କରିବା ପାଇଁ ଯାଉଛି।

ଆପଣ ମାନେ ଜାଣିଛନ୍ତି ୨୦୧୬ ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ବାରା ହୋଇଥିବା ବିମୁଦ୍ରିକରଣ ରେ ପୁରୁଣା ୫୦୦ ଟଙ୍କିଆ ଏବଂ ୧୦୦୦ ଟଙ୍କିଆ ନୋଟ୍ ର ପ୍ରଚଳନ କୁ ବନ୍ଦ କରା ଯାଇଥିଲା। ଏହାକୁ ବଜାରରୁ ପ୍ରତ୍ୟାହାର କରା ଯାଇଥିଲା।

କିନ୍ତୁ ଯାହା ଉଲ୍ଲେଖ ରହିଛି, ବିମୁଦ୍ରାକରଣ ସମୟରେ ଟଙ୍କାର ଅଭାବକୁ ଲକ୍ଷ୍ୟ କରି ଆର୍‌ବିଆଇ ଲୋକ ମାନଙ୍କୁ ସୁବିଧା ଦେବା ପାଇଁ ୨୦୧୯ ମସିହାରେ ନୂଆ ୫,୧୦ ଓ ୧୦୦ ଟଙ୍କା ନୋଟ୍ ର ପ୍ରଚଳନ ଆରମ୍ଭ କରିଥିଲା। ଫଳରେ ଦେଶର ଜନ ସାଧାରଣଙ୍କ ଅସୁବିଧା ନହେବା ପାଇଁ ପୁରୁଣା ନୋଟ୍‌ ପ୍ରତ୍ୟାହାର ପୂର୍ବରୁ ନୂଆ ନୋଟ୍‌ ପ୍ରଚଳନ କରିଥିଲା ଆର୍ ବି ଆଇ ।

ତେଣୁ ଆପଣ ମାନେ ଏଥିପାଇଁ ଚିନ୍ତିତ ନହୋଇ ହେବାକୁ ଯାଉଥିବା ଏହି ନିୟମ ପାଇଁ ସଚେତନ ରୁହନ୍ତୁ। କାରଣ ଏହା ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ମଧ୍ୟ ଘୋଷଣା କରାଯିବ।କିନ୍ତୁ ଏବେ ଏହି ପୁରୁଣା ୫,୧୦ ଓ ୧୦୦ ଟଙ୍କିଆ ନୋଟ୍‌କୁ ଆରବିଆଇ ପ୍ରତ୍ୟାହାର କରି ନେବାକୁ ଚିନ୍ତା କରୁଛି ।ଆପଣ ଙ୍କ ଏତିକି କାମ କି ଆପଣ ଆର୍ ବି ଆଇ ପକ୍ଷରୁ ଜାରି ହେଉଥିବା ସମସ୍ତ ଗାଇଡ ଲାଇନ ସଂସ୍ପର୍ଶରେ ଥାଆନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।