ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଏଭଳି ଏକ ଘଟଣା ସାମ୍ନା କୁ ଆସିଛି ଯାହାକୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ | ଆଉ ଯେଉଁଠି କୁହା ଯାଇଛି କି 18 ବର୍ଷ ରୁ କମ ଛୋଟ ପିଲା ମାନଙ୍କୁ କାମ କରେଇଲେ ସେ ସବୁ କାମ ପାଇଁ ବିଭିନ୍ନ ପ୍ରକାରର ଏକ୍ସନ ସରକାର ଙ୍କ ତରଫରୁ ନିଆଯାଉଛି | ତେବେ ଏଭଳି ପରିସ୍ଥିତି ରେ କୁହାଯାଉଛି କି ଛୋଟ ପିଲା ଜଣଙ୍କୁ ପାଠ ପଢାଇବେ ଓ ଖାଇବାକୁ ଭଲ ଦେବେ ବୋଲି କହି ନେଇ ଯାଇଛନ୍ତି ଘରୁ | ଆଉ ପରେ ପିଲାକୁ କାମ କରି ଖୋତେଇବାକୁ ଲାଗିଛନ୍ତି ଆଉ ମାଡ଼ ଦେଇ ଘରେ ଛାଡି ଦେଇଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |
ତେବେ ମିଳିଥିବା ସୂଚନା ଅନୁସାରେ ସଲିସାହି ରେ ଦେଖିବାକୁ ଏହି ଭଳି ଏକ ଅଭାବନୀୟ ଘଟଣା | ଆଉ ଯେଉଁଠି ଦେଖିବାକୁ ମିଳିଛି କି ସେହି ସାହି ରେ ରହୁଥିବା ଜଣେ ଧନି ଲୋକଙ୍କ ଘରକୁ କାମ କରିବାକୁ ଯାଉଥିଲେ ମହିଳା ଜଣଙ୍କ | ଆଉ ସେହି ମହିଳା ଙ୍କ ର ଗୋଟିଏ ଛୋଟ ଛୁଆଁ ଟି ମଧ୍ୟ ଥିଲା | ଆଉ ପାଠ ପଢେଇବା ସହିତ ଖାଇବା ପିଇବା ରେ ଅସୁବିଧା ହେଉଥିବାର ଦେଖି ମାଲିକ ଙ୍କ ସାଙ୍ଗ ଜଣେ ଯାହାଙ୍କର ଘର କଳା ମାଟିଆ ରେ |
ଯାହା ଜଣା ପଡିଛି କି ପିଲା ଟିକୁ ପାଠ ପଢାଇବେ ଓ ଭଲ ଖିଆବାକୁ ଦେବେ ବୋଲି କହି ଘରୁ ନେଇଯାଇଥିଲେ | ଆଉ ସେଠାରେ ପାଠ ପଢାଇବା ତ ଦୂରରେ ଥାଉ ଛୁଆଁ ଟିକୁ ଖୋଟେଇବାକୁ ଲାଗିଛନ୍ତି ଓ ଘରର ସବୁ କାମ ମଧ୍ୟ କରାଉଛନ୍ତି | ଯେତେବେଳେ ଛୋଟ ଛୁଆଁ ଜଣଙ୍କ କାମ କରି ପାରିବେନି ବୋଲି କହୁଥିଲେ ସେତେବେଳେ ଲୋକ ଜଣଙ୍କ ଛୋଟ ପିଲା ଟି ଉପରେ ଅତ୍ୟାଚାର କରିବାକୁ ଲାଗିଥିଲେ ବୋଲି କହିଛନ୍ତି ପିଲା ଟିକୁ | ଆଉ ତାହା ସହିତ ପିଲାଟିକୁ ପାଣି ରେ ଛିଡା କରିକି ବଢେଇବାକୁ ଲାଗିଛନ୍ତି |
ଏହା ବ୍ୟତୀତ ଛୋଟ ପିଲାଟିକୁ ଆଣିକି ଘରୁ ଟିକିଏ ଦୂରରେ ଥିବା ଛକ ନିକଟରେ ଛାଡି ଦେଇକି ଯାଇଛନ୍ତି ବୋଲି କହିଛନ୍ତି ଝିଅ ର ମା | ଆଉ ତାହା ସହିତ ଏହିଭଳି ଘଟଣା ଟି ଘଟିବା ଚାଇଲଡ ଡେଭଲପମେଣ୍ଟ ଅଫିସ ତରଫରୁ ଲୋକ ମାନେ ଆସି ଘଟଣା ର ତଦନ୍ତ କରୁଛନ୍ତି ଓ ଛୋଟ ପିଲା ଟିର ଚିକିତ୍ସା କରିବା କଥା କହିଛନ୍ତି ଆଉ ତାହା ପରେ ଘଟଣା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।