ହଁ ଦର୍ଶକ ବନ୍ଧୁ ଆଜି କା ଯୁଗରେ ଝିଅ ପୁଅ ଙ୍କ ବିବାହ କରିବା ପାଇଁ ମଧ୍ୟ ଅନଲାଇନ ଜୋରିଆରେ ଝିଅ ଓ ପୁଅ ଙ୍କୁ ଖୋଜା ଯାଇଥାଏ ଓ ସେମାନଙ୍କ ସମସ୍ତ ତଥ୍ୟ ସଂଗ୍ରହ କରି ସେମାନଙ୍କୁ ବିବାହ ପାଇଁ ଅନୁମତି ଦିଆ ଯାଏ ହେଲେ ଏପରି ଏକ ଘଟଣା ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରଲ ହେବାକୁ ଲାଗିଛି ତାହା ଏହି ଅନଲାଇନ ବିବାହ ଜଣିତ ସମ୍ପର୍କ କୁ ନେଇକି |ତେବେ ଯାହା କୁହା ଯାଉଛି କି 2019 ମସିହା ରେ ମ୍ୟାଟ୍ରିମୋନୀ ସାହାଯ୍ୟ ଜଣେ ଯୁବକ ମିଛ ତଥ୍ୟ ଦେଇ ଜଣେ ଯୁବତୀ ଙ୍କୁ ବିବାହ କରିଥିଲେ | ଆଉ ବିବାହ ପରେ ଯେତେବେଳେ ଯୁବତୀ ଜଣକ ସବୁ ସତ କଥା ଯୁବକ ଙ୍କ ବିଷୟରେ ଜାଣିବା କୁ ପାଇଥିଲେ ସେତେବେଳେ ତାଙ୍କର ଡିଭୋର୍ସ ହେଇଛି ବୋଲି ଜଣା ପଡିଛି | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ସପୂର୍ଣ ଘଟଣା କଣ ହେଇଥିଲା ଯାହା ପାଇଁ ସେମାନଙ୍କର ଦିଭୋର୍ସ ହୋଇଥିଲା ଓ କାହିଁକି ମହିଳା ଜଣଙ୍କ ଆଜି ଥାନାରେ ଦ୍ୱାରସ୍ଥ ହେଇଛନ୍ତି ସେ ବିଷୟରେ ଜାଣିବା |
ତେବେ ମିଳିଥିବା ସୂଚନା ଅନୁଯାୟୀ ଯୁବକ ଜଣଙ୍କ ଓଡ଼ିଆ ମ୍ୟାଟ୍ରିମୋନୀ ରେ ତାଙ୍କର ଭୁଲ ତଥ୍ୟ ଦେଇ ସେ ଯୁବତୀ ଜଣଙ୍କୁ ବିବାହ କରିଥିବା କଥା ଏବେ ଚର୍ଚ୍ଚା ର ବିଷୟ ପାଲଟିଛି | ତେବେ ଯୁବତୀ ଜଣଙ୍କ କହିବା କଥା ଅନୁଯାୟୀ ଯୁବକ ଜଣଙ୍କ ତାଙ୍କ ଓଡ଼ିଆ ମ୍ୟାଟ୍ରି ମୋନୀ ପ୍ରୋଫାଇଲ ରେ ତାଙ୍କର ତଥ୍ୟ ରେ ଲେଖି ଥିଲେ ସେ ଜଣେ ସଫ୍ଟୱାର ଇଂଜିନିୟର ବୋଲି | ସେ ରାଜସ୍ଥାନ ରେ ଚାକରି କରିଛନ୍ତି ବୋଲି ଲେଖିଥିଲେ ଖାଲି ଏତିକି ନୁହେଁ ସେ ଏକଥା ମଧ୍ୟ କହିଥିଲେ ଯେ ସେ କାରଲିଫୋର୍ନିଆ ୟୁନିଭେର୍ସିଟି ରେ ସେ ଲୋ କରିଛନ୍ତି | ଏମିତି ବିଭିନ୍ନ ପ୍ରକାର ମିଛ କହି ସେ ଯୁବତୀ ଜଣକୁ ବିବାହ କରିଥିବା କଥା ଏବେ ସାମ୍ନା କୁ ଆସିଛି |
ତେବେ ଯୁବତୀ ଜଣଙ୍କର ବିଛେଦ ହେଇଥିଲେ ବି ଏହା ସମ୍ପୂର୍ଣ୍ଣ ହେଇନଥିବା କଥା ମଧ୍ୟ ସେ କହିଛନ୍ତି |କାରଣ ଯୁବକ ଜଣଙ୍କ ତାଙ୍କ ଭଳି ସେ ଅନେକ ଝିଅ ଙ୍କୁ ସେ ବିବାହ ମଧ୍ୟ କରିଛନ୍ତି ଯାହାର ପ୍ରମାଣ ରେ ତାଙ୍କ ପାଖରେ କିଛି ଫୋଟ ଓ ଭିଡ଼ିଓ ରହିଛି ବୋଲି କହିଛନ୍ତି | ତେବେ ଏହି ସମସ୍ତ ପ୍ରମାଣ କୁ ନେଇ ସେ ଏବେ ଭୁବନେଶ୍ୱର ସ୍ଥିତ ଏଆରଫିଲ୍ଡ ଥାନାରେ ଆସି ଅଭିଯୋଗ କରିଛନ୍ତି | ତାଙ୍କ କହିବା କଥା ଅନୁଯାୟୀ ଯୁବକ ଜଣଙ୍କ ତାଙ୍କୁ ମେସେଜ ଓ ଫୋନ ଜୋରିଆରେ ମାନସିକ କଷ୍ଟ ଦେଉଛନ୍ତି ଓ ଯେତେବେଳେ ଏହି ସମସ୍ତ କଥା ପାଇଁ ସେ ତାଙ୍କ ଶାଶୂ ଘରକୁ ଅଭିଯୋଗ ପାଇଁ କହିଥିଲେ | ସେତେବେଳେ ତାଙ୍କ ଶାଶୂ ଘର ଲୋକ ବି ଏହାର କୌଣସି ସମଧାନ କରିନଥିଲେ ବୋଲି କୁହାଯାଉଛି ଯାହା ଫଳରେ ସେ ଆଜି ଥାନା ର ଦ୍ୱାରସ୍ଥ ହେଇଛନ୍ତି |
ତେବେ ତାଙ୍କର ଦାବି ଏହା ରହିଛି ଯେ ଯୁବକ ଜଣଙ୍କ ବିବାହ କରିଥିବା ଝିଅ ଙ୍କୁ ପଚାରା ଯାଉ ଓ ଯୁବକ ଜଣଙ୍କୁ ଗିରଫ କରାଯାଉ | ତେବେ ସବୁ ଘଟଣା ର ଅନୁଧ୍ୟାନ କରି ଏବେ ଏଆରଫିଲ୍ଡ ପୋଲିସ ଯୁବକ ଜଣଙ୍କ ରାଜସ୍ଥାନ ବିବାହ କରିଥିବା ଯୁବତୀ ଙ୍କୁ ଗିରଫ କରି ତାହାର ତଦନ୍ତ ଆରମ୍ଭ କରିଛି |ତାହାଲେ ବନ୍ଧୁ ଗଣ ଏହା ଥିଲା ସେ ଭାଇରାଲ ଭିଡ଼ିଓ ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକ ମାନେ ବିଭିନ୍ନ ପ୍ରକାର ର ମତ ଦେଇଥିବାର ଦେଖିବାକୁ ମିଳିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।