ମୋର ଚାକିରୀଆ ସ୍ୱାମୀ ଦରକାର ନାହିଁ… ମୋର ଦରକାର ଡ୍ରାଇଭର ସ୍ୱାମୀ, ନହେଲେ… ଦେଖନ୍ତୁ ଭାଇରାଲ Video

ବେଳେ ବେଳେ ଏମିତି ଘଟଣା ନଜରକୁ ଆସିଥାଏ ଯେଉଁଠାରେ କିଛି ପ୍ରେମ ପାଇଁ କିଛି କରିବା ପାଇଁ ପଛେଇ ନ ଥାଆନ୍ତି। ଆଉ ଏହିଠାରେ ସେହି ଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି। ଆଉ ପ୍ରେମ ପାଇଁ ମାଲିକ କୁ ଆକ୍ରମଣ କରିବା ପାଇଁ ଯୋଜନା କଲା ଡ୍ରାଇଭର। ଆଉ ଶେଷରେ ଯାହା ହେଲା ଆପଣ ମାନେ ଦେଖିବା ପରେ ଜାଣି ପାରବେ।ଆସନ୍ତୁ ଜାଣିବା ସେହି ଘଟଣା ସମ୍ପର୍କରେ।

ଏହିଠାରେ ଏକ ଭିନ୍ନ ଧରଣର ଘଟଣା ସାମ୍ନାକୁ ଆସିଛି ଯାହା କୁ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ। ଆଉ ଯେଉଁଠି ଏକ ଡ୍ରାଇଭର ହିସାବରେ କାମ ଜଣେ କରୁଥିଲା ସେଠାରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ ଯାହା ଏବେ ସୋସିଆଲ ମିଡ଼ିଆରେ ବହୁଳ ମାତ୍ରା ରେ ଭାଇରଲ ହୋଇଛି। ଏଠାରେ ପ୍ରେମ ସମ୍ପର୍କ କୁ ନିଜେ ନିଜ କୁ ଭୁଲି ଯାଇ ଯାହା କଲେ ତାହା ଏଠାରେ ଅପଣ ମାନେ ମଧ୍ୟ ଦେଖିବାକୁ ପାଇଥିବେ।ଏହିଠାରେ ମହିଳା ଜଣଙ୍କ ବିବାହିତ ରହିକି ମଧ୍ୟ ଯାହା କଲେ ତାହାକୁ ଠିକ ରହି ନଥିଲା ଏବଂ ଯେଉଁଠି ରହି କାମ କରୁଛନ୍ତି ସେହିଠାରେ ଏମିତି କରିବା ତାହା ଥିଲା ନିନ୍ଦନୀୟ। ସେହି ଡ୍ରାଇଭର ଜଣଙ୍କ ପ୍ରେମ ପାଇଁ ସବୁ କିଛି କରିବା ପାଇଁ ଚାହୁଁଥିଲା।

ଏଠାରେ ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠାରେ କିଛି ଅଭାବନୀୟ ଘଟଣା ଘଟି ଯାଇଥିବା ର ନଜର କୁ ଆସିଛି ଯାହା ଏବେ ଭାଇରଲ ହେବାରେ ଲାଗିଛି। ଆଉ ଯେଉଁଘରେ ରହି କାମ କରୁଥିଲା ବ୍ୟକ୍ତି ଜଣଙ୍କ ସେହି ଘର କୁ ଭାଙ୍ଗି ଦେଲା ଯାହା ଏବେ ସୂଚନା ଯୋଗ୍ୟ। ଆଉ ମାଲିକର ଅନୁପସ୍ଥିତ ରେ ସେ ତାଙ୍କ ସ୍ତ୍ରୀ ସହିତ ସମ୍ପର୍କ ବଢ଼େଇ ଥିଲା ଏବଂ ମାଲିକ ସହିତ ବିଶ୍ୱାସ ଘଟକତା କରିଥିଲା ଯାହା ଜାଣିବାକୁ ମିଳୁଛି। ସ୍ୱାମୀ ବାହାରେ ଡ୍ୟୁଟି କରିଥିଲେ ଆଉ ଏପଟେ ଘରେ ଡ୍ରାଇଭର ଡ୍ୟୁଟି କରୁଥିଲେ। ଆଉ ଏହି ଘଟଣା ଟିରେ ଯାହା ଜାଣିବାକୁ ମିଳିଛି ଯେ ଦୁଇ ଜଣ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ନିଜ ଘରର ଡ୍ରାଇଭର ପ୍ରବେଶ। ସେହି ସ୍ୱାମୀ ଜଣଙ୍କ ଟ୍ରେନ ରେ ଇଞ୍ଜିନିୟର ରହିଥିବା ବେଳେ ତାଙ୍କର ସ୍ତ୍ରୀ ବାସସ୍ଥଳୀ ରେ ରହି ଥାଆନ୍ତି ହେଲେ ତାଙ୍କର ଡ୍ରାଇଭର ସେହିଠାରେ ରୁହନ୍ତି।

ଆଉ ସ୍ୱାମୀ ଚାକିରୀ ରେ ବହୁତ ଭଲ ଦରମା ପାଉଥିଲେ ଯାହା ର ଫାଇଦା ଉଠାଇ ଥିଲା ସେହି ଡ୍ରାଇଭର ଜଣଙ୍କ। ଏହିଠାରେ ସେହି ଡ୍ରାଇଭର ତାଙ୍କ ସ୍ତ୍ରୀ ସହିତ ପ୍ରେମ ସମ୍ପର୍କ ବଢ଼ାଇ ଥିଲା ଆଉ ଶେଷରେ ତାଙ୍କୁ ମଧ୍ୟ ବିବାହ କରିବା ସ୍ୱପ୍ନ ଦେଖିଲା ହେଲେ ସ୍ତ୍ରୀ ଭାବିଲା ନାହିଁ ସ୍ଵାମୀ କଥା। ଆଉ ବିବାହ କରିବା ପରେ ସ୍ବାମୀ ଙ୍କୁ ବାଟ ରୁ ହଟାଇବା ପାଇଁ ଡ୍ରାଇଭର ଓ ଇଞ୍ଜିନିୟର ସ୍ତ୍ରୀ ଯୋଜନା କଲେ ଏବଂ ସୁପାରିଶ ଦେଲେ ମଧ୍ୟ କିଲର ମାନଙ୍କୁ ଯାହା ସୂଚନା ଯୋଗ୍ୟ। କିନ୍ତୁ ସ୍ୱାମୀ ଙ୍କୁ ମାରିବା ଅବସ୍ଥାରେ ସ୍ଥାନୀୟ ଲୋକ ପହଂଚି ଯାଇଥିଲେ ଏବଂ ସେ ଯାଇ ଥାନାରେ ଅଭିଯୋଗ କରିଥଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment