ମୋର ହେବୁନି ତ କାହାର ବି କରେଇ ଦେବିନି ଆଉ ତା’ପରେ ଏମିତି କଲା ପ୍ରେମିକ… ଦେଖନ୍ତୁ Video

0

ହଁ ଦର୍ଶକ ବନ୍ଧୁ ସେସିଆଲ ମିଡ଼ିଆରେ ଏପରି ଗୋଟିଏ ଭିଡିଓ ଭାଇରାଲ ହେଉଛି ଯାହା ବିଷୟରେ ଆପଣ ବି ଜାଣିଲେ ହେଇଯିବେ ଆଶ୍ଚର୍ଯ୍ୟ | ତେବେ ଆପଣ ମାନେ ପ୍ରେମିକ ଆଉ ପ୍ରେମିକା ମାନଙ୍କର ଭଲ ପାଇବା ବିଷୟରେ ତ ଜାଣିଥିବେ | କିନ୍ତୁ ଭଲ ପାଇବା ଟା ଭଲ କିନ୍ତୁ ପାଗଳ ଙ୍କ ଭଳି ଭଲ ପାଇବା ଜମାରୁ ଠିକ ନୁହଁ | ତେବେ ଭଲ ପାଇକି ଯଦି କାହାର ଜୀବନ ନେଇଯାଏ ତାହେଲେ ସେ ଭଲ ପାଇବା ଠାରୁ ବଡ଼ ଭୁଲ ଆଉ କିଛି ନାହିଁ | ତେବେ ଏହି ଭଳି ଏକ ଅଭାବନୀୟ ଘଟଣା ଘଟିଛି, ଆଉ ଯୋଉଠି ପ୍ରେମିକ ଜଣଙ୍କ ପ୍ରେମିକାଙ୍କୁ ହତ୍ୟା କରି ପୋତି ଦେଇଛନ୍ତି ମାଟିରେ |

ତେବେ ପ୍ରେମ ହେଉଛି ଗୋଟିଏ ପବିତ୍ର ଶବ୍ଦ, ଆଉ ଭଲ ପାଇବା ଅନ୍ତରରେ ହୋଇଥାଏ | ଆଉ ସେହି ଭଲ ପାଇବା ମଣିଷ ଙ୍କୁ ପାଗଳ ମଧ୍ୟ କରିଦେଇଥାଏ | ତେବେ ସେହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୁରେଇ ଥାନା ଭଲମଭଟ୍ଟା ପଞ୍ଚାୟତ ର ଖଲି ଗାଁ ରେ | ତେବେ 15 ବର୍ଷୀୟ ନାବାଳିକା ଯୁବତୀ ଜଣଙ୍କ ଗତ ସୋମବାର ଠାରୁ ନିଖୋଜ ଥିଲେ | ଆଉ ଝିଅ ର ନିଖୋଜ ଘଟଣା ପାଇଁ ତାଙ୍କର ପରିବାର ଲୋକ ବୁରେଇ ଥାନା ରେ ଅଭିଯୋଗ ମଧ୍ୟ କରିଥିଲେ |ଆଉ ଯୋଉଁ ଘଟଣା କୁ ନେଇକି ପୋଲିସ ତଦନ୍ତ କରିବା ମଧ୍ୟ ଆରମ୍ଭ କରି ଦେଇଥିଲା |

ତେବେ ଗାଁ ର ପ୍ରତାପ ସହର ନାମକ ଜଣେ ଯୁବକ ଙ୍କ ସହିତ ଯୁବତୀର ପ୍ରେମ ସମ୍ପର୍କ ଥିଲା କିନ୍ତୁ ବାଧକ ସାଜିଥିଲା ତାଙ୍କର ଜାତିଗତ ଭେଦ ଭାବ | ଆଉ ଯୋଉଁଥିପାଇଁ ପ୍ରେମିକ ଜଣଙ୍କ ପାଗଳ ହେଇ ଯାଇଥିଲେ | ତେବେ ପ୍ରେମିକା ଜଣଙ୍କ ଯଦି ତାଙ୍କର ନ ହେଇପାରିଲେ ତାହେଲେ ଆଉ କାହାର ହେଇ ପାରିବେନି ବୋଲି କହିଥିଲେ ପ୍ରେମିକ | ଆଉ ଯୋଉଁଥିପାଇଁ ପ୍ରେମିକ ପ୍ରତାପ ପ୍ରେମିକାଙ୍କୁ ମାରି ପାଖ ଜଙ୍ଗଲରେ ପୋତି ଦେଇଥିଲେ ବୋଲି ପୋଲିସ ତଦନ୍ତ କରି ପଚରା ଉଚ୍ଚାରା କରିବାରୁ ଜଣା ପଡିଛି |

ତେବେ ଖୋଲି ଗାଁ ପାଖରେ ଥିବା ପାଟ ପାଣି ଜଙ୍ଗଲରେ ତିନି କିଲୋମିଟର ଉପରେ ଥିବା ସୋଏନଲଣ୍ଡା ପୋଖରୀ ପାଖରେ ନାବାଳିକା ଝିକୁ ହତ୍ୟା କରି ପୋତି ଦେଇଥିବାର ସୂଚନା ମିଳିଛି | ଆଉ ଯୋଉଠି ପୋଲିସ ଘଟଣା ର ତଦନ୍ତ କରିବା ସହିତ ପ୍ରତାପ ଙ୍କ ସହିତ ଆଉ କିଏ ଏହି ଘଟଣା ରେ ସାମିଲ ଥିଲା ନା ପ୍ରତାପ ନିଜେ ଏହି ଘଟଣା ଟି କରିଛନ୍ତି ସେ ବିଷୟରେ ତଦନ୍ତ କରିବା ସହିତ | ମୃତ ଝିଅ ର ଶବ କୁ ମାତିତଳୁ କାଢ଼ି ଶବ ବିବେଚ୍ଛେଦ ପରେ ତାଙ୍କର ପରିବାର ଲୋକଙ୍କ ପାଖକୁ ହସ୍ତାନ୍ତର କରିବେ ବୋଲି କହିଛନ୍ତି ପୋଲିସ | ଯାହା ଏବେ ସେସିଆଲ ମିଡ଼ିଆରେ ଖୁବ ଭାଇରାଲ ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।