Exclusive : ମୋର ସବୁ ଯାକ ଖରାପ ଭିଡିଓ ଟୁଙ୍ଗୁରୁ ତା’ର ମୋବାଇଲେରେ ରଖିଛି…ଅନ୍ୟ ମାନଙ୍କୁ ଦେଖାଇଥାନ୍ତା..ମୁ ଭାଙ୍ଗି ଦେଲି, ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଟୁଁଙ୍ଗୁରୁ ଭୋଳ ଓ ବର୍ଷା ର ଲଭ ଷ୍ଟୋରୀ ବିଷୟରେ ଜାଣିଥିଲେ, ଏବେ ସେ ଦୁଇ ଜଣ ପୁରା ପୁରୀ ଫେମସ ହେଇଯାଇଛନ୍ତି ସେମାନଙ୍କର ପ୍ରେମ କାହାଣୀକୁ ନେଇକି | ତାହା ବ୍ୟତୀତ ଦୁଇଜଣଙ୍କ ପ୍ରେମ କାହାଣୀର ଚର୍ଚ୍ଚା ଏତେ ବେଶୀ ହେଇଥିଲା କି ଟୁଁଙ୍ଗୁରୁ ଓ ବର୍ଷା ଙ୍କ ପ୍ରେମ କାହାଣୀକୁ ନେଇକି ବହୁତ ଗୁଡିଏ ଗୀତ ମଧ୍ୟ ବାହାରି ଗଲା | ଟୁଁଙ୍ଗୁରୁ ଭୋଳ ପୁରା ପୁରୀ ଷ୍ଟାର ବୋନିଯାଇଥିଲେ , ମାତ୍ର ବର୍ଷା ଟୁଁଗୁରୁଙ୍କର ଫୋନ ଭାଙ୍ଗିଦେବା କଥାଟି ସାମ୍ନାକୁ ଆସିଥିଲା , ତେଣୁ ସେହି କଥା ର ସତ୍ୟତା ବିଷୟରେ କଣ କହିଥିଲେ ବର୍ଷା ଟୁଁଙ୍ଗୁରୁ ଙ୍କ ନାଁ ରେ ଆସନ୍ତୁ ଜାଣିବା ପୁରା ଘଟଣା |

ତେବେ ବର୍ଷା ଓ ଟୁଁଙ୍ଗୁରୁ ଙ୍କ ନାଁ ରେ ଓ ତାଙ୍କ ପ୍ରେମ ସମ୍ପର୍କକୁ ନେଇକି ବହୁତ କଥା ଉଠିଥିବା ବେଳେ ବର୍ଷା ମଧ୍ୟ ଛାଡି ନାହାନ୍ତି ଓ ସେ ସମସ୍ତ ସତ୍ୟ ଘଟଣାକୁ ପ୍ରକାଶ କରି କହିଛନ୍ତି କି | ବୟସରେ ବର୍ଷା ଟୁଁଙ୍ଗୁରୁ ଭୋଳ ପାଖରୁ ବଡ଼ ଓ ଖାଲି ଯେ ବୟସ ଅଧିକ ତାହା ନୁହଁ ବର୍ଷା ଭୋଳ ଙ୍କର ଦୁଇଜଣ ପିଲା ଥିଲା ତାହା ଜାଣିବା ପରେ ମଧ୍ୟ ଟୁଁଙ୍ଗୁରୁ ବର୍ଷା ଙ୍କୁ ଭଲ ପାଉଥିଲେ ଓ ବର୍ଷା ଙ୍କୁ ଭଲ ପାଇଁ ବାହା ହେବା କଥା ମଧ୍ୟ କହିଥିଲେ | ସେ ଆହୁରି ମଧ୍ୟ କହୁଛନ୍ତି କି ଯୋଉ କଥାକୁ ଭାଇରାଲ କରାଉଛନ୍ତି ଟୁଁଙ୍ଗୁରୁ କି ବାଧ୍ୟ କୋରେଇକି ବର୍ଷା ଟୁଁଙ୍ଗୁରୁ ଙ୍କର ଫୋଟ ଉଠାଇଥିଲେ | ତାଙ୍କୁ ବାଧ୍ୟ କରିକି ସବୁ କାମ କରୁଥିଲେ, ତାହା ସମ୍ପୂର୍ଣ୍ଣ ଭୁଲ ଓ ମିଥ୍ୟ ଅଟେ ଟୁଁଙ୍ଗୁରୁ ନିଜ ଇଚ୍ଛା ରେ ଏହି ସମସ୍ତ କାମ କରୁଥିଲେ |

ତେବେ ବର୍ଷା ଆହୁରି ଗୋଟେ କଥା ମଧ୍ୟ ମିଡ଼ିଆ ଆଗରେ ପ୍ରକାଶ କରି କହିଥିଲେ କି, ଟୁଁଙ୍ଗୁରୁ ଭୋଳ ବର୍ଷାଙ୍କ ସହିତ ଫୋଟ ଉଠାଇଥିଲେ | ବର୍ଷାଙ୍କର ସମସ୍ତଙ୍କୁ ଫୋଟ ଓ ଖରାପ ଭିଡିଓ କୁ ସେ ଫାଇଲ ମାଧ୍ୟମରେ ନିଜ ଫୋନ ରେ ରଖୁଥିଲେ ସୁ ଡିଲିଟ କରୁ ନଥିଲେ |

ତେବେ ସମ୍ପୂର୍ଣ୍ଣ ଘଟଣା କୁ ବର୍ଷା ସେସିଆଲ ମିଡିଆରେ କହିଛନ୍ତି ଓ ଟୁଁଙ୍ଗୁରୁ ଭୋଳ ଏହି ପରି ଭାବରେ ନିଜ ଫୋନ ରେ ସବୁ ରଖୁଥିବାରୁ , ବର୍ଷା ଟୁଁଙ୍ଗୁରୁ ଭୋଳ ଙ୍କ ଫୋନ କୁ ବାରମ୍ବାର ଭାଙ୍ଗି ଦେଉଥିଲେ |ତେବେ ଟୁଁଙ୍ଗୁରୁ ଭୋଳ ଏହି ଫୋନ ଭାଙ୍ଗିବା କଥାକୁ ମିଡିଆରେ ଭାଇରାଲ କରୁଥିବା ବେଳେ,ଫୋନ ଭାଙ୍ଗିବା ପଛରେ ଥିବା କଥାର ସତ୍ୟତା ବିଷୟରେ ପ୍ରକାଶ କରି ନଥିଲେ | ଯାହା ଏବେ ସେସିଆଲ ମିଡିଆରେ ଖୁବ ଭାଇରାଲ ମଧ୍ୟ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment