ମୋର ସବୁ ଫଟୋ ଭାଇରାଲ ହୋଇଗଲା , ମୁ ଆଉ କି ମୁହଁରେ ବଞ୍ଚିବି… ମୁଁ ଆଉ ବଞ୍ଚିବିନି… ଦେଖନ୍ତୁ ଭାଇରାଲ Video

ହଁ ଦର୍ଶକ ବନ୍ଧୁ ଆଜିର ଏ ସମାଜରେ ବହୁତ ଯୁବକ ଯୁବତୀ ଭଲ ପାଇ ତାଙ୍କର ଜୀବନ ସାଥି ବାଛି ଥାନ୍ତି | ହେଲେ ତା ଭିତରୁ କିଛି ଯୁବକ ନିଜର ସ୍ୱାର୍ଥ ସରିଗଲା ପରେ ସେମାନେ ନିଜର ଭଲ ପାଇବା କୁ ଭୁଲିଯାଇଥାନ୍ତି ଓ ସେଥିପାଇଁ ସେ ଟିକେ ହେଲେ ବି ଚିନ୍ତା କରେନି ଯେ ଯାହାକୁ ସିଏ ଭଲ ପାଉଥିଲା ଓ ଭଲ ପାଇବା ର ସେହି କେତେଟା ମୁହୂର୍ତ୍ତ ବିତାଇଥିବା ସେ ସମୟର କଥା | ହେଲେ ଯୁବତୀ ଜଣଙ୍କ ଭଲ ପାଇ ତାକୁ ବିଶ୍ୱାସ କରି ତାର ସର୍ବସ୍ବ ଦାନ କରିଦେଇଥିଲା ସେଇ ଯୁବକକୁ ହେଲେ କିଏ ବା ଜାଣିଥିଲା ଭଲ ପାଇବା ଏତେ ବଡ଼ ସଜା ଯୁବତୀ ଜଣଙ୍କୁ ମିଳିବ ବୋଲି | ତାହାଲେ ଦର୍ଶକ ବନ୍ଧୁ ଆସନ୍ତୁ ଜାଣିବା ପୁରା ଘଟଣା ଟି ବିଷୟରେ ଜାଣିଵା କାହିଁକି ଯୁବତୀ ଜଣଙ୍କ ଏତେ ବଡ଼ ନିଷ୍ପତି ନେଇଗଲା ଓ ଶେଷରେ ଆତ୍ମହତ୍ୟା କରିଥିଲେ |

ତେବେ ମିଳିଥିବା ସୂଚନା ଅନୁଯାୟୀ ଯୁବତୀ ଜଣଙ୍କ ବହୁତ ଦିନ ଧରି ଗୋଟିଏ ଯୁବକ କୁ ତା ପ୍ରାଣ ଠାରୁ ଭଲ ଅଧିକ ପାଉଥିଲା |ହେଲେ ଯୁବକ ଜଣକ ତାହାର ଏହି ଭଲ ପାଇବାକୁ ଟିକେ ହେଲେ ବି ବୁଝି ପାରିଲାନି ଶେଷରେ ଯୁବତୀ ଜଣଙ୍କ ଆତ୍ମାହତ୍ୟା କରିଦେଲେ ଓ ନିଜର ଜୀବନ ହାରିଦେଲେ | ହଁ ବନ୍ଧୁ ଗଣ ଭଲ ପାଇ ଯୁବତୀ ଜଣଙ୍କ ସେ ଯୁବକ ଜଣଙ୍କ ସହିତ ତାର ସବୁ କିଛି ଦାନ କରିଦେଇଥିଲା ,ହେଲେ କିଏ ବା ଜାଣିଥିଲା ଏତେ ଭଲ ପାଇ ନିଜର ସ୍ୱର୍ବସ ଦାନ କରିସାରିବା ପରେ ଯୁବକ ଜଣଙ୍କ ଯୁବତୀ ଜଣଙ୍କ ସହିତ ଏପରି ପ୍ରତାରଣା କରିବ ବୋଲି | ଭଲ ପାଇବା ସେଇ ଅନ୍ତରଙ୍ଗ ମୁହୂର୍ତ ର ସମସ୍ତ ଫୋଟୋ ସବୁ ଏମିତି ଭାଇରାଲ କରିବ ବୋଲି | ତେବେ ନିଜର ପ୍ରେମିକ ଙ୍କ ସହିତ ଉଠେଇଥିବା ଏମିତି ଅନ୍ତରଙ୍ଗ ଫୋଟ ସବୁ ଭାଇରାଲ ହେବା ପରେ ଯୁବତୀ ଜଣଙ୍କ ଏ ସମାଜରେ ନିଜର ମୁହଁ ଦେଖାଇ ନ ପାରି ଆତ୍ମାହତ୍ୟା କରିଥିବାର ଖବର ମିଳିଛି |

ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଞ୍ଜନଗର ରେ ଯାହା ଏବେ ଚର୍ଚ୍ଚା ର ବିଷୟ ପାଲଟିଛି | ହଁ ଦର୍ଶକ ବନ୍ଧୁ ଏ ସମାଜରେ ଏମିତି ଘଟଣା ଏବେ ସବୁଦିନ ଘଟିବା ରେ ଦେଖିବାକୁ ମିଳୁଛି | ସକାଳ ଠୁ ଆରମ୍ଭ କରି ସନ୍ଧ୍ୟା ଯାଏ ଯେତେବେଳେ ଆପଣ ନିଜର ମୋବଇଲ ଖୋଲି ଦେଖୁଛନ୍ତି ଏପରି କିଛି ନା କିଛି ଭିଡ଼ିଓ ନହେଲେ ଫୋଟୋ ଭାଇରାଲ ହେବାରେ ଲାଗିଛି ଯାହା ଏ ସମାଜ ପାଇଁ ଭଲ ନୁହେଁ ବୋଲି କୁହାଯାଏ | ଏ ଦୁନିଆରେ ଭଲ ପାଇବା କିଛି କଥା ନହେଲେ ବି ଆଜିର ଏ ସମାଜରେ ଯେମିତି ସବୁ ଘଟଣା ଘଟୁଛି ତାହା ହେଇଛି ସବୁ ଠାରୁ ବଡ଼ କଥା ପ୍ରତେକ ଦିନ କେହି ନା କେହି ଏମିତି ଭଲ ପାଇବା ର ପ୍ରତାରଣା ରେ ନିଜକୁ ଶେଷ କରିଦେଉଛନ୍ତି |

ତେବେ ଏହା ଥିଲା ସେହି ଭିଡ଼ିଓ ଯାହା ଏବେ ସୋସିଆଲ ମିଡିଆରେ ଏ ମୋବାଇଲ ରୁ ସେ ମୋବଇଲ କୁ ଘୁରିବୁଲୁ ଛି ଓ ଲୋକ ମାନେ ଏହାକୁ ଦେଖି ବହୁତ ନିନ୍ଦା ମଧ୍ୟ ଦେଉଛନ୍ତି , ଆଉ ଯୋଉଠି ପାଇଁ ଗୋଟିଏ ନିରୀହ ଝିଅ ନିଜର ଜୀବନ ହାରି ଦେଇଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment