ମୋତେ ଅଚଳ କରିଦେଲା ରାକ୍ଷସ, ଦୁଷ୍କର୍ମ ପୀଡିତାଙ୍କ ବୟାନ ଶୁଣିଲେ ଦେହ ଶିତେଇ ଉଠୁଛି…ଦେଖନ୍ତୁ Viral ଭିଡ଼ିଓ

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଦେଖିବା ପାଇଁ ମିଳୁଛି। ପ୍ରତିଦିନ ଚୋରି, ହତ୍ୟା, ଡକାୟତ ଓ ଦୁଷ୍କର୍ମ ଭଳି ଘଟଣା ସମାଜରେ ବହୁ ମାତ୍ରାରେ ଘଟି ଚାଲିଛି। ସମାଜର ଲୋକ ମାନେ ନୃଶଂସ ପାଲଟି ଯିବା ସହିତ ସୈତାନ କାର୍ଯ୍ୟ କରିବାକୁ ପଛ ଘୁଞ୍ଚା ଦେଉ ନାହାଁନ୍ତି। ମନୁଷ୍ୟ ପ୍ରତି ହିଂସ୍ର ଭଳି ବ୍ୟବହାର କରୁଛନ୍ତି। ଯାହାକି ଏହା ଏକ ନିନ୍ଦନୀୟ ବା ଲଜ୍ୟା ଜନକ କଥା ଅଟେ। ସେମାନେ କାହାରିକୁ ଖାତିର କରୁ ନାହାଁନ୍ତି କି ଆଇନକୁ ମଧ୍ୟ ଭୟ କରୁ ନାହାଁନ୍ତି। ଏଭଳି କାର୍ଯ୍ୟ ସେମାନେ ବାରମ୍ବାର କରି ଚାଲି ଥାଆନ୍ତି। ଏଭଳି ଘଟଣା ପ୍ରତିଦିନ ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ଦେଖିବା ପାଇଁ ମିଳିଥାଏ। ତେବେ ବନ୍ଧଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ପିଶାଚ ଯୁବକ ଜଣଙ୍କ ଜଣେ ମହିଳାଙ୍କୁ ଅଚଳ କରି ଦେଇଛି। ତେବେ ଆସନ୍ତୁ କଣ ରହିଛି ପୁରା ଘଟଣା ଜାଣିବା;

ଏଭଳି ଏକ ଘଟଣା କେନ୍ଦ୍ରାପଡା ଜିଲ୍ଲା ଟାଉନ ଥାନା ଅଞ୍ଚଳରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ସେହି ଗାଁ ର ଜଣେ ୫୫ ବର୍ଷୀୟ ଜଣେ ବିବାହିତ ମହିଳା ଓ ତାଙ୍କର ଗୋଟେ ପୁଅଟିଏ ମଧ୍ୟ ରହିଛି। ତାଙ୍କ ସ୍ୱାମୀ ସବୁ ଦିନ ସନ୍ଧ୍ୟାରେ ବଳଦେବ ମନ୍ଦିରକୁ ଠାକୁର ଦର୍ଶନ କରିବା ପାଇଁ ଯାଇ ଥାଆନ୍ତି। ସେହି ଅଞ୍ଚଳର ଗୁଣନିଧି ନାୟକ ନାମକ ଜଣେ ପିଶାଚ ଯୁବକ ସେହି ମହିଳାଙ୍କ ଘରେ ତାଙ୍କ ସ୍ୱାମୀ ନଥିବାର ସୁଯୋଗ ନେଇ ତାଙ୍କ ଘର ଭିତରକୁ ପ୍ରବେଶ କରିଥିଲେ।

ସେହି ପିଶାଚ ଜଣଙ୍କ ମହିଳାଙ୍କୁ ଜୋର ଜବରଦସ୍ତ କରି ତାଙ୍କୁ ଦୁଷ୍କର୍ମ କରିଥିଲେ। ଏହି ଘଟଣା ଘରାଇବା ପରେ ପିଶାଚ ଯୁବକ ଫେରାର ହୋଇ ଯାଇ ଥିଲେ। ଏହା ପରେ ମହିଳା ଜଣଙ୍କ ଖଣ୍ଡିଆ ଖାବରା ହୋଇ ରକ୍ତାକ୍ତ ଅବସ୍ଥାରେ ଅଚେତ ହୋଇ ପଡି ଯାଇ ଥିଲେ। ଏମିତିକି ତାଙ୍କ ଗୋଡ ଓ ହାତକୁ ମଧ୍ୟ ଭାଙ୍ଗି ଦେଇଥିଲେ। ଏଭଳି ଦୃଶ୍ୟ ଦେଖି ମହିଳାଙ୍କ ପୁଅ ଆଶ୍ଚର୍ଯ୍ୟ ହୋଇ ଯିବା ସହିତ ବହୁତ ଡରି ମଧ୍ୟ ଯାଇ ଥିଲେ। ମହିଳାଙ୍କ ପୁଅ ସଙ୍ଗେ ସଙ୍ଗେ ତାଙ୍କ ବାପାଙ୍କ ନିକଟକୁ ଫୋନ କରିଥିଲେ। ଯୁବକ ଜଣଙ୍କ ସଙ୍ଗେ ସଙ୍ଗେ ଆସି ଘରେ ପହଁଛି ଏଭଳି ସବୁ ଦୃଶ୍ୟ ଦେଖି ଥିଲେ।

ଏହି ଘଟଣାକୁ ନେଇ ଯୁବକ ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏହି ଘଟଣାକୁ ମାମଲା ରୁଜୁ କରି ଖୋଜିବା ଆରମ୍ଭ କରି ଦେଇ ଥିଲା କିନ୍ତୁ ତାକୁ ପାଇ ନଥିଲା। ସେ ଫେରାର ହୋଇ ଯାଇ ଗୁଜୁରାଟରେ ରହୁଥିଲେ ଓ କିଛି ଦିନ ତଳେ ସେ ଫେରି ଆସି ନିଜ ଶ୍ୱଶୁର ଘରେ ରହୁ ଥିଲେ। ଏହି ଖବର ପାଇ ପୋଲିସ ତାକୁ ଗିରଫ କରିଥିଲେ। ତେବେ ମହିଳା ଜଣଙ୍କ ଥାନା ଆଗରେ ବସି ପିଶାଚ ଯୁବକକୁ ଫାଶୀ ଦେବା ପାଇଁ ପୋଲିସ ନିକଟରେ ଗୁହାରୀ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment