ଧନ ଲୋ… ମୋତେ ଛୁରୀ ଭୁଷି ଦେଇଛନ୍ତି ମୁଁ ବଞ୍ଚିବି କି ମରିବି ଠିକ ନାହିଁ, ଶୁଣନ୍ତୁ ସ୍ତ୍ରୀ ଙ୍କୁ କରିଥିବା ଶେଷ Audio Call…ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳୁଛି। ସମାଜରେ ଅନ୍ୟାୟ , ଅତ୍ୟାଚାର ଓ ଅନୀତି କାର୍ଯ୍ୟ ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ମାଡ଼ପିଟ,ଡ଼କାୟତ ଓ ଅପରାଧିକ କାର୍ଯ୍ୟ ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି। ସମାଜରେ ଲୋକ ମାନେ ଅପରାଧିକ କାର୍ଯ୍ୟ କରିବାକୁ ପଛ ଘୁଞ୍ଚା ଦେଉ ନାହାନ୍ତି। ସମାଜରେ ମନୁଷ୍ୟ ମାନେ ସମୟ ସୁବିଧା ଦେଖି ନିରୀହ ଲୋକ ମାନଙ୍କୁ ଆଖିରେ ଧୂଳି ଦେଇ କିଡନାପ କରି ନେଇ ଯାଉଛନ୍ତି। ସେମାନେ ଏଥି ସହ କାହାରିକୁ ଖାତିର କରୁ ନାହାନ୍ତି ଓ ଆଇନକୁ ମଧ୍ୟ ଭୟ କରୁ ନାହାନ୍ତି। ଯାହାକି ଏହା ଏକ ଅପରାଧିକ କାର୍ଯ୍ୟ ଅଟେ। ସମାଜରେ ମନୁଷ୍ୟ ମାନେ ସବୁବେଳେ ସୁଯୋଗର ଅପେକ୍ଷାରେ ରହି ଥାଆନ୍ତି, ଯେତେବେଳେ ଯେଉଁ ସୁଯୋଗ ମିଳେ ତାକୁ ହାସଲ କରି ରହନ୍ତି।

ଏହି ସବୁ କାର୍ଯ୍ୟ କରିବା ଦ୍ୱାରା ସମାଜ କୁ ଏକ ଖରାପ ପ୍ରଭାବ ପକାଉଛି ଏବଂ ଏଥି ସହ ପରିବେଶ ମଧ୍ୟ ଖରାପ ଆଡକୁ ଗତି କରିବାକୁ ଲାଗୁଛି। ପ୍ରତିଦିନ ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ଏଭଳି ଘଟଣା ଦେଖିବା ପାଇଁ ମିଳି ଥାଏ। ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ଦୁଃଖ ପ୍ରକାଶ କରିବେ। ତେବେ ଘଟଣାଟି ହେଉଛି ଜଣେ ଡେଲିଭାରି ଯୁବକ ବାଟରେ ଆସୁଥିବା ସମୟରେ କିଛି ଦୁର୍ବୁତ୍ତ ତାଙ୍କୁ ଛୁରୀ ଭୁଷି କୁଆଡେ ନେଇ ଯାଇଛନ୍ତି ବୋଲି ସୂଚନା ମିଳିଛି। ଯାହାକି ଏହା ଏକ ଅପରାଧିକ କାର୍ଯ୍ୟ ଅଟେ। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା ;

ସୂଚନା ଅନୁସାରେ, ରାଜଧାନୀ ଭୁବନେଶ୍ବରରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ଜଣେ ଯୁବକ ରାତିରେ ଦୋକାନ ମାନଙ୍କରେ ଜିନିଷ ପତ୍ର ଦେଇ ଆସିବା ବାଟରେ, ତାଙ୍କ ବାଇକ ହଠାଥ ଖରାପ ହୋଇ ଯାଇଥିଲା ଓ ୪ ଜଣ ଦୁର୍ବୁତ୍ତ ତାଙ୍କ ପଛେ ପଛେ ଆସୁଥିଲେ। ଯୁବକ ଜଣଙ୍କୁ ବହୁତ ଡର ଲାଗି ଥିବାରୁ ତାଙ୍କ ସ୍ତ୍ରୀ ଙ୍କୁ ଫୋନ କରି ଏହି ସବୁ ବାବଦରେ ଜଣାଇ ଥିଲେ, ମହିଳା ଜଣଙ୍କ ତାଙ୍କୁ ସେଠୁ ଶୀଘ୍ର ଆସିବା ପାଇଁ କହିଥିଲେ।

ତେବେ ହଠାଥ ଯୁବକ ଜଣଙ୍କ ଆସିବା ସମୟରେ, ସେହି ୪ ଜଣ ଦୁର୍ବୁତ୍ତ ତାଙ୍କୁ ଛୁରୀ ଦେଖାଇ ବ୍ରିଜ ଉପରୁ ଡାଲା ଅଟୋରେ ଟେକି ନେଇ ଯାଇଛନ୍ତି ବୋଲି ସୂଚନା ମିଳିଛି। ମହିଳା ଜଣଙ୍କ ଯୁବକ ଜଣଙ୍କୁ ବହୁତ ଖୋଜା ଖୋଜି କରିଥିଲେ କିନ୍ତୁ ପାଇ ନଥିଲେ। ଏହି ଘଟଣାକୁ ନେଇ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି। ଯଥା ଶୀଘ୍ର ଦୋଷୀକୁ ଧରି ଉଚିତ ଦଣ୍ଡ ଦିଆଯାଉ ବୋଲି ମହିଳା ଜଣଙ୍କ ଅନୁରୋଧ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।