ମୋତେ କ୍ଷମା କରି ଦେବ… ସମସ୍ତଙ୍କୁ ବାଏ ବାଏ… ହଠାତ କାହିଁକି ଏମିତି କହିଲେ ଯୋଗେଶ ଜୋଜୋ… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ଆପଣ ମାନେ ତ ଯୋଗେଶ ଯୋଯୋ ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଜଣେ ନାମ କରା କଳାକାର ହେଉଛନ୍ତି ଯୋଗେଶ ଯୋଯୋ, ସେ ହେଉଛନ୍ତି ସମ୍ବଲପୁର ର ଅଞ୍ଚଳର , ସେ ତାଙ୍କର ଅଭିନୟ ମାଧ୍ୟମରେ ମଧ୍ୟ ଲୋକ ମାନଙ୍କୁ ବହୁତ ଆକୃଷ୍ଟ ମଧ୍ୟ କରିଥିଲେ ଆଉ ସେ ଜଣେ ବହୁତ ଭଲ ହାସ୍ୟ ଅଭିନେତା ବୋଲି ସମସ୍ତେ ଜାଣିଛନ୍ତି, ତେବେ ଯୋଗେଶ ଯୋଯୋ ନିଜେ ସେସିଆଲ ମିଡିଆରେ କିଛି କଥା ସେୟାର କରିଛନ୍ତି, ଆସନ୍ତୁ ତାହେଲେ ସେ ସବୁ ବିଷୟରେ ଜାଣିବା |

ଆପଣ ମାନେ ଜାଣିଥିବେ କି ବେଶ କିଛି ଦିନ ଆଗରୁ ଯୋଗେଶ ଯୋଯୋ ଙ୍କ ବିଷୟରେ ଗୋଟିଏ କଥା ସେସିଆଲ ମିଡ଼ିଆକୁ ଆସିଥିଲା ଓ ବହୁତ ଭାଇରାଲ ମଧ୍ୟ ହେଇଥିଲା ତାହା ହେଉଛି ଯୋଗେଶ ଯୋଯୋ ଙ୍କୁ କିଏ ଜଣେ ମାରିଦେବାର ଧମକ ଦେଇଥିଲେ ଯାହା ପାଇଁ ଯୋଗେଶ ଯୋଯୋ ବହୁତ ଚିନ୍ତା ରେ ଥିଲେ କିନ୍ତୁ ପରେ ସେ ଘଟଣାର ସମାଧାନ ହେଲା ପରେ ପୁଣି ଯୋଗେଶ ଯୋଯୋ ସେସିଆଲ ମିଡିଆରେ ଭାଇରାଲ କରିଛନ୍ତି କିଛି ଏପପରି କଥା |

ସେ କହିଥିଲେ କି ଗତ କିଛି ଦିନ ହେଲା ମୁଁ ବହୁତ ଡିପ୍ରେସନ ରେ ଥିଲି ଆଉ ଯାହା ପାଇଁ ମୁଁ କିଛି ଦିନ ହେଲା କେମେରା ସାମ୍ନାରେ ବହୁତ କଥା କହିବା ସହିତ ବହୁତ ଅଭିଯୋଗ ମଧ୍ୟ କରିଥିଲି , ତେବେ ଏଇ ଆଠ ତାରିଖ ଯାଏ ମୁଁ ବହୁତ ଚିନ୍ତାରେ ଥିଲି ଆଉ ଶେଷରେ ଡିପ୍ରେସଙ୍କୁ ମଧ୍ୟ ପୋଳେଇ ଯାଇଥିଲି | ଆଉ କାହାକୁ କଣ କହିଛି ମୋର କିଛି ବି ମନେ ନାହିଁ, ତେବେ ମୋର ଯାହାବି ଅଭଯୋଗ ଥିଲା ମୁଁ ଫେରାଇ ନେଉଛି ମୋ ଉପରେ କେହିବି ରାଗିବେ ନାହିଁ |

ଆହୁରି ମଧ୍ୟ ହାସ୍ୟ ଅଭିନେତା ଯୋଗେଶ ଯୋଯୋ କହିଥିଲେ କି ମୁଁ ଯଦି ଏହି ବାଇଶ ତାରିଖରୁ ଛଅ ତାରିଖ ଭିତରେ ଫୋନ ରେ କାହାକୁ କିଛି କହିଥିବି ତାହେଲେ ମୋତେ ସେମାନେ ଦୟାକରି କ୍ଷମା କରିଦେବେ , ସେତେବେଳେ ମୁଁ ଯୋଗେଶ ଯୋଯୋ ହେଇକି ନଥିଲି , ଆଉ ମୁଁ କିଛି ଦିନ ହେଲା ବହୁତ ଡିପ୍ରେସନରେ ମଧ୍ୟ ରହୁଛି , ତେଣୁ ଆଶା କରୁଛି ସମସ୍ତେ ମୋର ଭୁଲ କୁ କ୍ଷମା କରିଦେବେ ଆଉ ପୂର୍ବ ପରି ମତେ ଭଲ ପାଇବେ|

ତେବେ ଯୋଗେଶ ଯୋଯୋ ଲାଇଫ ଆସି ଏପରି କଣ ପାଇଁ ଲୋକ ମାନଙ୍କୁ ଜଣାଇଥିଲେ ତାର କାରଣ ଏବେ ବି କେହି ଜାଣିପାରୁନାହାନ୍ତି ଓ ଯୋଗେଶ ଯୋଯୋ ଙ୍କର ଏପରି କଥା ସେସିଆଲ ମିଡିଆରେ ଖୁବ ଭାଇରାଲ ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment