ଦେଖନ୍ତୁ Shocking ଭିଡ଼ିଓ : ମୋତେ ମାଡ଼ମାରି ମୋ ସ୍ତ୍ରୀକୁ ନେଇ ଗଲେ……

0

ଆଜିର ସମାଜ ଯେତେ ଶିକ୍ଷିତ ଆଡ଼କୁ ଗତି କଲେ ମଧ୍ୟ ଆମ ଲୋକଙ୍କ ଚିନ୍ତା ଧାରା ସେତେ କଳୁଷିତ ହୋଇ ଯାଉଛି। ଆଜିର ଲୋକେ ଯାଇ ଚନ୍ଦ୍ର ପୃଷ୍ଠରେ ଯାଇ ପହଁଚିଲେଣି। କିନ୍ତୁ ସମାଜରେ ଲୋକଙ୍କ ମାନସିକତା ରେ କୌଣସି ପରିବର୍ତ୍ତନ ହେଉନାହିଁ। ଆପଣ ମାନେ ଦେଖିଥିବେ ଆଗରୁ ଲୋକ ମାନେ ପ୍ରେମ ବିବାହ ବହୁତ କମ ଥିଲା, କିନ୍ତୁ ବର୍ତ୍ତମାନ ବଦଳିଛି ସମୟ ବଦଳିଛି ଦୁନିଆ, ଆଜିକାଲି ର ଯୁବକ ଯୁବତୀ ପ୍ରେମ କରି ବିବାହ କରୁଛନ୍ତି। ତେବେ ପ୍ରେମ ବିବାହ କୁ କିଛି ପରିବାର ଲୋକେ ସପୋର୍ଟ କରୁଥିବା ବେଳେ ଆଉ କିଛି ଏହାକୁ ବିରଧ କରୁଛନ୍ତି। ଯଦି ବିରଧ କରନ୍ତି ତାହାଲେ ଆରମ୍ଭ ହୋଇଯାଏ, ଗଣ୍ଡଗୋଳ ମାରପିଟ ଏବଂ କୋର୍ଟ କଚେରୀ, ଏଭଳି ଘଟଣା ପ୍ରତ୍ୟେକ ଦିନ ଆମ ସମାଜରେ ଘଟୁଛି।

ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏଭଳି ଏକ ଘଟଣା ବିଷୟରେ କହିବା ପାଇଁ ଯାଉଛୁ, ଆପଣ ମାନେ ଜାଣି ସାରିଲା ପରେ ନିଶ୍ଚିତ ଭାବରେ ଆପଣଙ୍କ କ୍ରଧିତ ହୋଇଯିବେ, ଘଟଣା ଟି ହେଉଛି, ଝିଅ ପୁଅ ଭଲ ପାଇ କୋର୍ଟ ବିବାହ କରିଥିଲେ, ଝିଅ ଘୋର ଲୋକେ ପୁଅ ଘୋରକୁ ଆସି ଗୁଣ୍ଡା ଲଗାଇ, ଝିଅକୁ ଉଠାଇ ନେଇଥିଲେ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ;

ସୂଚନା ଅନୁସାରେ ଆନନ୍ଦପୁର ଉପଖଣ୍ଡ ଘୋଷିପୁର ଥାନା ନାରଙ୍ଗପୁର ଗାଁର ଦିଲ୍ଲୀପ କୁମାର ପରିଡାଙ୍କ ପୁଅ ସମ୍ବିତ , ଅନୁଗୁଳ ଥାନା ଅମଲା ପଡାର ଅଶୋକ ବେହେରାଙ୍କ ଝିଅ ଜ୍ୟୋତିକୁ ପ୍ରେମ କରୁଥିଲେ। ପ୍ରେମ ବିଷୟରେ ଝିଅର ପରିବାର ସଦସ୍ୟ ଯେତେବେଳେ ଜାଣିଥିଲେ , ତେବେ ଝିଅର ପରିବାର ଲୋକ ବିବାହ ପାଇଁ ସିଧାସଳଖ ମନା କରିଦେଇଥିଲେ।

ଝିଅର ପରିବାର କହିଥିଲେ, ଯେ ଆମର ପୁଅ ଏବଂ ତାଙ୍କ ଘର ଲୋକ ପସନ୍ଦ ନୁହେଁ, ସେଥିପାଇଁ ଆମେ ଆମ ଝିଅର ବିବାହ ତାଙ୍କ ସହିତ କରିବୁ ନାହିଁ। ଏହା ପରେ ଝିଅଟି ଘରୁ ପଳେଇ ପୁଅମାନଙ୍କୁ କୋର୍ଟରୁ ବିବାହ କରିଥିଲା। ତେବେ କୋଟ ବିବାହର 3 ମାସ ହୋଇଗଲାଣି, ଝିଅର ପରିବାର ସଦସ୍ୟ କହିଥିଲେ ଯେ ଆମେ ଝିଅକୁ ବିବାହ କରିବାକୁ ଚାହୁଁଛୁ। ଯଦି ବିବାହ ହେବ ତୋ ଅନୁଗୁଳ ରେ ହେବ, ଏହା ବ୍ୟତୀତ ଆମେ କୌଣସି ଜାଗାରେ ବିବାହ କରିବା ପାଇଁ ରାଜି ହୋଇ ନଥିଲେ।

ତା’ପରେ ଝିଅର ପରିବାର ସଦସ୍ୟ କିଛି ଗୁଣ୍ଡ ତାଙ୍କ ସହିତ ଆଣି, ପୁଅର ପରିବାର ରେ ତାଙ୍କ ମାଆ ଏବଂ ଭଉଣୀଙ୍କୁ ମାଡ଼ ମାରି ଝିଅକୁ ଉଠାଇ ନେଇଛନ୍ତି। ଝିଅର ପରିବାର ଲୋକ ଆଣିଥିବା ଗୁଣ୍ଡମାନଙ୍କ ମଧ୍ୟରୁ ଜଣଙ୍କୁ ପରିବାର ଲୋକ ଧରିବାରେ ସକ୍ଷମ ହୋଇଥିଲେ। ଏହା ପରେ ଝିଅର ପରିବାର ସଦସ୍ୟ ଯେଉଁ ମାନେ ମାଡ଼ ମାରି ଗୁଣ୍ଡା ଧରି ଆସିଥିଲେ ତାଙ୍କ ନାଁରେ ମାମଲା ଦାୟର କରିଛନ୍ତି। ତେବେ ଆମର ପ୍ରଶାସନ ନିକଟରେ ଏତିକି ଅନୁରୋଧ ଯେ ଘଟଣାର ଉପଯୁକ୍ତ ତଦନ୍ତ କରି ଦୋଷୀକୁ ଦଣ୍ଡ ଦିଆଯାଉ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।