ଦେଖନ୍ତୁ Shocking ଭିଡ଼ିଓ : ମୋତେ ମୋ ସ୍ବାମୀ ରାତିରେ ଉଲଗ୍ନ କରି ଭିଡିଓ ବନାନ୍ତି, ଏବେ ଭାଇରାଲ କରିଦେବେ କହୁଛନ୍ତି, ମୁଁ ଏବେ କ’ଣ କରିବି….

0

ବର୍ତ୍ତମାନ ପ୍ରତିଦିନ ସମାଜରେ ଅନ୍ୟାୟ, ଅନୀତି ଓ ଅତ୍ୟାଚାର ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି,ଚୋରି, ଡକାୟତି, ମାଡପିଟ ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି। ଏହା ବ୍ୟତୀତ ଆଜି କାଲି ପାରିବାରିକ ସମସ୍ୟା ଏବଂ ନାରୀ ନିର୍ଯ୍ୟାତନା ଅନେକ ସମୟରେ ଦେଖିବା ପାଇଁ ମିଳିଥାଏ। ସମାଜରେ ମନୁଷ୍ୟ ପଶୁ ଓ ହିଂସ୍ର ଭଳି ବ୍ୟବହାର କରୁଛି। ସୋସିଆଲ ମିଡିଆରେ ଏଭଳି ଘଟଣା ପ୍ରତିଦିନ ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଦୁଃଖ ପ୍ରକାସ ମଧ୍ୟ କରିବେ। ତେବେ ଘଟଣାଟି ହେଉଛି ମହିଳାଙ୍କ ଉପରେ ସ୍ୱାମୀଟି ତାର ଅତ୍ୟାଚାର କରୁଛି ବୋଲି ସୂଚନା ମିଳିଛି। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ମାନପୁର ଗ୍ରାମର ଲୋକନାଥ ପଣ୍ଡାଙ୍କ ପୁଅ, ସୁବ୍ରତ ପଣ୍ଡା 2016 ମସିହା ଜୁଲାଇ ୧୫ ତାରିଖରେ, କୁଆଖିଆ ଥାନା କେଉଟଲୋକ ଗାଁ ରେ ଦେବାନନ୍ଦ ଦାସଙ୍କ ଝିଅ ସହ ବୈଦିକ ରୀତି ନୀତିରେ ବାହାଘର ହୋଇଥିଲା ଓ ସମସ୍ତଙ୍କ ସହ ମତିରେ ମଧ୍ୟ ହୋଇଥିଲା। ବାହାଘର ପରେ ବାପା ଯାହା ଯୌତୁକ ଦେବା କଥା ସବୁ ଦେଇଥିଲେ। ବାହାଘରର ମାସେ ପର୍ଯ୍ୟନ୍ତ ସବୁ କିଛି ଠିକ ଠାକ ଚାଲିଥିଲା। ମହିଳା ଜଣଙ୍କର ସ୍ୱାମୀ ବହୁତ ମଦ ପିଅନ୍ତି କିନ୍ତୁ ମହିଳା ଜଣଙ୍କ ଜାଣି ପାରନ୍ତି ନାହିଁ। ମହିଳାଙ୍କ ସ୍ୱାମୀ ମଦ ପିଇ ଆସି, ମହିଳାଙ୍କୁ ରୋଲିଙ୍ଗ ବାଡ଼ିରେ ଖୁବ ଜୋରରେ ବାଡା ବାଡ଼ି କରିବା ସହ ଅଶ୍ରୀଳ ଭାଷାରେ ମଧ୍ୟ ଗାଳି କରନ୍ତି। ଅତ୍ୟଧିକ ମାତ୍ରାରେ ଅତ୍ୟାଚାର କରିବା ସହିତ ରକ୍ତାକ୍ତ କରି ଦିଅନ୍ତି। ମହିଳାଙ୍କ ସ୍ୱାମୀ ତାଙ୍କୁ ଉଲଘଂନ କରି ବାଡେଇବା ସହ ଭିଡିଓ ମଧ୍ୟ କରିଥାନ୍ତି। ତାଙ୍କର ଅନ୍ୟ ଝିଅଙ୍କ ସହ ସମ୍ପର୍କ ରହିଛି ବୋଲି ମହିଳା ଜଣଙ୍କ କହିଛନ୍ତି।

କିଛି ଦିନ ପରେ ମହିଳା ଜଣଙ୍କ ଗର୍ଭବତୀ ହେଲେ, ଗର୍ଭବତୀ ଥିବା ସମୟରେ ନୃଶଂସ ସ୍ୱାମୀଟି ତା ପେଟକୁ ଗୋଇଠା ମାରନ୍ତି। ମହିଳାଙ୍କୁ ବାଡେଇବା ସମୟରେ ଯୁବକଙ୍କ ମା ଆସି ମହିଳାଙ୍କ ପାଟିରେ କପଡା ପୁରେଇ ଦିଅନ୍ତି। ଏବଂ ପିଲା ହେବା ପରେ ମହିଳାଙ୍କର ଗର୍ଭପାତ କରାଇଛନ୍ତି ତାର ସ୍ୱାମୀ, ତାଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ସେ ତାଙ୍କ ଶ୍ୱଶୁରଙ୍କ ସାମ୍ନାରେ ପ୍ରକାଶ କଲେ, ହେଲେ କୌଣସି ଲାଭ ହୁଏ ନାହିଁ। ମହିଳାଙ୍କ ପରିବାର ଲୋକଙ୍କ ଅଶ୍ରୀଳ ଭାଷାରେ ମଧ୍ୟ ଗାଳି କରନ୍ତି। ତାଙ୍କ ପ୍ରତି ହେଇଥିବା ଅତ୍ୟାଚାରକୁ, ସେ ଥାନାରେ ତାଙ୍କ ଶାଶୂଘର ଲୋକଙ୍କ ନାରେ ଏକ ଏଫୟାର ଦେଇଥିଲେ ଏବଂ ପୋଲିସ ଏହାର ତଦନ୍ତ କରି ମହିଳାଙ୍କ ସ୍ୱାମୀକୁ ପୋଲିସ ଗିରଫ କରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।