ମୋତେ ପ୍ରପୋଜ ତ ନୁହେଁ ,ମୋତେ ଲାଗେ ପୁଅମାନେ ମୋତେ ଖାଇଯିବେ ଭାବନ୍ତି : ସୋନମ ….ଦେଖନ୍ତୁ video

ହଁ ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାକୁ ଲାଗିଛି ସେ ଚୁଲବୁଲି ମଡେଲର ଭାବରେ ଓଡିଶା ରେ ସମସ୍ତଙ୍କ ହୃଦୟରେ ଜାଗା ବନେଇ ପାରିଥିବା କଳାକାର ସୋନମ | ଯିଏ କି ଜଣେ ହିରୋଇନ ଭାବରେ ନୁହଁନ୍ତି ଏସିଆ ମଡେଲ , ତାହା ସହିତ ମିସ ଇଣ୍ଡିଆ ଭାବରେ ପରିଚୟ ହାସଲ କରିଛନ୍ତି ଖାଲି ଭାରତ ରେ ନୁହଁ ନେସନେଲ ଓ ଇଣ୍ଟର ନେସନାଲ ଲେବୁଲ ରେ ମଧ୍ୟ ବେଶ ପ୍ରସଂଶା ସାଉଁଟିଛନ୍ତି ଏହି ଅଭିନେତ୍ରୀ ଜଣଙ୍କ | ତେବେ ତାଙ୍କର ଏକ୍ଟିଂ ଲାଇଫ କେମିତି ରହିଲା , ଆଉ କିଏ ତାଙ୍କୁ ପ୍ରପୋଜ କରିଛନ୍ତି କି ନାହିଁ ଆସନ୍ତୁ ସେ ବିଷୟରେ କଣ କହିଛନ୍ତି ଚୁଲବୁଲି ସୋନମ ଗଣ ମାଧ୍ୟମ ସାମ୍ନାରେ ଆସନ୍ତୁ ସେ ବିଷୟରେ ନଜର ପକାଇବା |

ତେବେ ଭାଇରାଲ ଗାର୍ଲ ଭାବରେ ପରିଚୟ ସାଉଁଟିଥିବା ଅଭିନେତ୍ରୀ ସୋନମ କହିଛନ୍ତି କି ତାଙ୍କର ଅଭିନୟ ଲାଇନ କୁ ଯିବା ପାଇଁ ବା ମଡେଲର ହେବେ ବୋଲି ତାଙ୍କ ଜୀବନରେ କିଛି ଲକ୍ଷ୍ୟ ନ ଥିଲା ବାସ ହୋଉ ହୋଉ ହୋଇଯାଇଥିଲା | ତେବେ ସେ ଯେତେବେଳେ କିଟ କଲେଜ ରେ ପଢୁଥିଲେ ସେତେବେଳେ ସେ ଆନୱାର ଫାଂକ୍ସନ ହେଉ ବା ଅନ୍ୟ ସମସ୍ତ ପ୍ରକାରର ପ୍ରଗ୍ରାମ ରେ ଭାଗ ନେଉଥିଲେ | ଆଉ ସେଥିରେ ମଧ୍ୟ ଫାଷ୍ଟ ଆସୁଥିଲେ ଆଉ ସେଥିପାଇଁ ତାଙ୍କୁ ସେଠାରେ ହିରୋଇନ ହେବାର ଅଫର ମଧ୍ୟ ଆସିଥିଲା ବୋଲି କୁହାଯାଉଛି | ଆଉ ତାଙ୍କର ଏହି ମଡେଲ ଲାଇଫ ରେ ପାଦ ଦେବା ରେ ତାଙ୍କର ପରିବାରର ସମସ୍ତେ ସପୋର୍ଟ କରିବାକୁ ଲାଗିଥିଲେ |

ଆଉ ତାହା ସହିତ ଯାହା କୁହାଯାଉଛି କି ତାଙ୍କୁ ଅନେକ ପୁଅ ଙ୍କର ପ୍ରପୋଜ ଆସିଛି ଆଉ ତାଙ୍କୁ ଯେମିତି ଖାଇଯିବେ ସେମିତି ହୁଅନ୍ତି କିନ୍ତୁ ସେ ସେସବୁରେ ପଡ଼ି ନାହାନ୍ତି | ତେବେ ଏହା ସହିତ ପ୍ରଡୁସର ଆଉ ଡାଇରେକ୍ଟ ମାନଙ୍କ ସହିତ ଡେଟ ରେ ଯିବା କଥା ବିଷୟରେ କହିଛନ୍ତି କି ସିଏ କେବେବି ଯାଇନାହାନ୍ତି | ତେବେ ତାଙ୍କର ଜାଣିବାରେ ଲିଭିଙ୍ଗ ରିଲେସନ ଯେତିକି ଭଲ ସେମିତି ଖରାପ ହୋଇଥାଏ ତେଣୁ ସେ ସେଭଳି ରିଲେସନ କୁ ପସନ୍ଦ କରନ୍ତି ନାହିଁ | ଆଉ ତାହା ସହିତ ସୋନମ କହିଛନ୍ତି କି ନୂଆ ନୂଆ ତାଙ୍କୁ ଫ୍ଲିମ ରେ ଅଫର ଆସି ନ ଥିଲା କିନ୍ତୁ ଏବେ ଆସୁଛି |

ଆଉ ତାହା ସହିତ ସେ 2 ଟି ଓଡ଼ିଆ ଫ୍ଲିମ ରେ କାମ କରିଛନ୍ତି ଗୋଟିଏ ହେଉଛି ମିତାଲି ଅପା ଯେଉଁଥିରେ ସେ ଏକ ଗାଉଁଲି ଝିଅ ଭାବରେ ଅଭିନୟ କରିଥିବା ବେଳେ ଆଉ ଗୋଟିଏ ଫ୍ଲିମ. ହେଉଛି ଲଭ ଋଆକ୍ସନ ଆଉ ଯେଉଁଥିରେ ଅମ୍ଲାନ ଓ ଓମ ପ୍ରକାଶ ମଧ୍ୟ ଅଛନ୍ତି | ଆଉ ଯେଉଁଥିରେ ସେ ମଡ଼ର୍ଣ୍ଣ କେରେକ୍ଟର କରିଛନ୍ତି | ଆଉ ଆଜିର ଯୁବ ପିଢ଼ି ମାନେ ଲଭ କୁ ଯେଉଁବଭଳି ଭାବରେ ଇଉଜ କରୁଛନ୍ତି ସେ ବିଷୟକୁ ନେଇକି ହେଇଛି | ଯାହା ଭାଇରାଲ ହେବାରେ ଲାଗିଛି ବର୍ତ୍ତମାନ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment