‘ମତେ ସୁରକ୍ଷା ଦିଅନ୍ତୁ ଆଜ୍ଞା , ମୁଁ ଓ ମୋ ପରିବାର ବିପଦରେ’ ହାତ ଯୋଡି କଲେ ନିବେଦନ….ଦେଖନ୍ତୁ ଭିଡ଼ିଓ

ବର୍ତ୍ତମାନ ପ୍ରତିଦିନ ସମାଜରେ ଅନ୍ୟାୟ, ଅନୀତି ଓ ଅତ୍ୟାଚାର ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ଚୋରି, ଡକାୟତ,ଦୁଷ୍କର୍ମ ଓ ମାରପିଟ ଓ ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି। ସମାଜରେ ମନୁଷ୍ୟ ବହୁତ ଅନ୍ୟାୟ କାର୍ଯ୍ୟ କରି ଚାଲୁଛି। ସେ କାହାରିକୁ ଭୟ ଭୀତ କରୁ ନହିଁ ଏମିତିକି ଆଇନକୁ ମଧ୍ୟ ଖାତିର କରୁ ନହିଁ। ସେମାନେ ପ୍ରତିଦିନ ଏଭଳି କାର୍ଯ୍ୟ କରିବାକୁ ପଛାଉ ନାହାନ୍ତି। ସମାଜରେ ଲୋକ ମାନେ ନୃଶଂସ ଭଳି ବ୍ୟବହାର କରି ଚାଲୁଛନ୍ତି। ସେମାନେ ଗରିବ ଲୋକ ମାନଙ୍କର ଜୀବନ ଉପରେ ମଧ୍ୟ ଚାପ ପକାଉଛନ୍ତି। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ମଧ୍ୟ ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଦୁଃଖ ଅନୁଭବ କରିବେ। ତେବେ ଘଟଣାଟି ହେଉଛି, ଜଣେ ଯୁବକଙ୍କୁ ପକ୍କା ଘର ସବୁ ଭାଙ୍ଗିବା ପାଇଁ ଧମକ ଦିଆ ଯାଇଛି ବୋଲି ସୂଚନା ମିଳିଛି। ତେବେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି। ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ଜଣେ ଯୁବକ କିଛି ଗରିବ ଲୋକ ମାନଙ୍କୁ ଇନ୍ଦ୍ରାବାସ ଘର କରିବାରେ ସାହାଯ୍ୟ ଓ ସହଯୋଗ କରୁଥିଲେ। ତାଙ୍କ ଚେଷ୍ଟାରେ ଅନେକ ଗରିବ ଲୋକ ମାନଙ୍କର ପକ୍କା ଘର ସବୁ ମଧ୍ୟ କରି ଦେଇଥିଲେ। ତାଙ୍କୁ କିଛି ନୃଶଂସ ବ୍ୟକ୍ତି ମାନେ କହୁଛନ୍ତି, ଯେ ତୁମେ ପକ୍କା ଘର ସବୁ ଭାଙ୍ଗି ଦେଇ ଚାଳ ଘର କରିବାକୁ ବାଧ୍ୟ କରୁଛନ୍ତି। ଯୁବକ ଜଣଙ୍କ ତାଙ୍କ କଥାରେ ରାଜି ନ ହେବାରୁ ତାଙ୍କୁ ବହୁତ ଟରଚର କରିବା ସଙ୍ଗେ ସଙ୍ଗେ ମାଡ଼ ମଧ୍ୟ ଦେଇଥିଲେ ଏଥି ତାଙ୍କ ପରିବାର ଲୋକଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ମଧ୍ୟ ଦେଇଥିଲେ।

ତେବେ ଏଭଳି ଘଟଣାକୁ ନେଇ ଯୁବକ ଜଣଙ୍କ ତାଙ୍କ PO ଙ୍କୁ ଜଣାଇଥିଲେ, ତାଙ୍କ PO ଙ୍କୁ ମଧ୍ୟ ଟରଚର କରିବା ସହ ମାରିଦେବା ପାଇଁ ଚେଷ୍ଟା କରା ଯାଉଛି। ଏହି ଘଟଣାଟିକୁ ନେଇ ଯୁବକ ଜଣଙ୍କ ଥାନାରେ ଏତଲା ଦେବା ସହ ବିଡ଼ିଓଙ୍କୁ ମଧ୍ୟ ଜଣାଇଥିଲେ। ଯୁବକ ଜଣଙ୍କ କହିବା ଅନୁସାରେ ଏପର୍ଯ୍ୟନ୍ତ ମଧ୍ୟ ତାଙ୍କୁ ବିଡ଼ିଓଙ୍କ ତର ଫୁରୁ କୌଣସି ବି ସାହାଯ୍ୟ ଓ ସହଯୋଗ ମିଳି ନହିଁ। ତାଙ୍କ ପରିବାର ଓ ନିଜକୁ ସୁରକ୍ଷା ଦେବା ପାଇଁ ସେ ବିଡ଼ିଓ ଓ ପୋଲିସ ନିକଟରେ ଅନୁରୋଧ କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment