ମୋତେ ବି ଟିକେ ପାଣି ଦିଅ… ଏମିତି କେବେ ଦେଖି ନଥିବେ… ଦେଖନ୍ତୁ Video

ବେଳେ ବେକେ ଏମିତି କିଛି ଘଟଣା ନଜରକୁ ଆସିଥାଏ ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥାଏ ଆଉ କିଛି ଦୁଃଖ ମଧ୍ୟ ଦେଇଥାଏ। ସବୁ ବର୍ଷ ଗ୍ରୀଷ୍ମ ଦିନ ମଧ୍ୟ ଆସିଥାଏ ଯେଉଁ ସମୟରେ ପ୍ରବଳ ଖରା ହୋଇଥାଏ ଯାହା ପାଇଁ ଲୋକ ମାନେ ଏବଂ ପଶୁ ପକ୍ଷୀ ମାନେ ମଧ୍ୟ ଅସୁବିଧା ସମ୍ମୁଖୀନ କରି ଥାଆନ୍ତି। ତେବେ ଏହିଠାରେ ଏକ ମାଙ୍କଡ଼ ର ସାମ୍ନାକୁ ଆସିଛି ସେ ଯାହା କରୁଛି ଦେଖିଲେ ଲୁହ ଆସ ଯିବ। ଏହିଠାରେ ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠାରେ ଜଣେ ପଶୁ ମଧ୍ୟ ଏମିତି ଡହଳ ବିକଳ ହୋଇଛି ପାଣି ପାଇଁ ଯାହାକୁ ଦେଖିବା ପରେ ଆପଣ ମାନଙ୍କ ଆଖିରୁ ପାଣି ବାହାରି ଯିବ।

ଆଉ ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ବହୁତ ଭାଇରଲ ହୋଇଛି। ବର୍ତ୍ତମାନ ସମୟରେ ଯେଉଁଭଳି ଭାବରେ ଗ୍ରୀଷ୍ମ ର ପ୍ରଭାବ ପଡିଛି ତାହା ନ କହିଲେ ଭଲ ଏବଂ ଆପଣ ମାନେ ମଧ୍ୟ ଜାଣି ଥିବେ। ଆଉ ଗରମ ତାଣ୍ଡବ ତାହା ଏବେ ସାରା ରାଜ୍ୟ କୁ ଦୋହଲାଇ ଦେଉଛି ଏବଂ ଅଧିକାଂଶ ଲୋକ ମାନେ ମଧ୍ୟ ଏଥିପାଇଁ ହନ୍ତସନ୍ତ ହୋଇଛନ୍ତି। ଏହି ଖରାର ଏତେ ପ୍ରକୋପ ଯାହା ସହିବା କଷ୍ଟକର ହୋଇ ଯାଉଛି। ଏହି ଭିଡ଼ିଓ ଟିରେ ନଜରକୁ ଆସିଛି ଏକ ମାଙ୍କଡ଼ ଏବଂ ସେ ଯାହା କରୁଛି ତାହା ଦେଖିବା ପରେ ଆପଣ ଙ୍କ ଆଖିରୁ ମଧ୍ୟ ଲୁହ ଆସିଯିବ।

ଆଉ ସେ କିପରି ଟିକେ ପାଣି ପାଇଁ ଆକୁଳ ନିବେଦନ କରିଛି ତାହା ଅଧିକ ହୃଦୟ ସ୍ପର୍ଶୀ। ଆଉ ଏବେ ଗରମ ର ଉତ୍ତାପ ତାହା ସାଧାରଣ ଲୋକ ମାନଙ୍କ ହଇରାଣ କରିଥିବା ବେଳେ ପଶୁ ଜୀବ ଜନ୍ତୁ ମାନଙ୍କୁ ମଧ୍ୟ ଛାଡି ନାହିଁ। ଆଉ ତାହାର ପ୍ରଭାବ ରେ ସେମାନେ ମଧ୍ୟ ପାଣି ପାଇଁ ଅଭାବରେ ପଡି ଛନ୍ତି। ଆଉ ମଣିଷ ଜାତି ଗରମ ହେଲେ ଘରେ ନହେଲେ ବାଟ ରେ କେଉଁଠି ପିଇ ଦେବେ ହେଲେ ଯେଉଁମାନେ ଜଙ୍ଗଲ ବା ବାହାରେ ବୁଲୁଛନ୍ତି ଜୀବ ଜନ୍ତୁ ମାନେ ପାଣି ପାଇଁ ନାହିଁ ନ ଥିବା ଅସୁବିଧା ସମ୍ମୁଖୀନ ହୋଇ ଥାଆନ୍ତି। ଆଉ ଏବେ ସେହିପରି ଏକ ମାଙ୍କଡ଼ ମଧ୍ୟ ନଜରକୁ ଆସିଛି।

ଏହି ଘଟଣା ଟିରେ ଜାଣିବାକୁ ମିଳିଛି ଯେ ଗୋଟିଏ ମାଙ୍କଡ଼ ଗରମ ପାଇଁ ବହୁତ ଶୋଷିଲା ରହିଛି ଏବଂ ଅପେକ୍ଷା ରହିଛି ପାଣି ଟିକେ ପିଇବା ପାଇଁ।ଆଉ ସେହି ପଞ୍ଜୁରୀ ଭିତରେ ଯେଉଁ ପଶୁ ପକ୍ଷୀ ମାନେ ରହି ଥାଆନ୍ତି ସେମାନଙ୍କ ଦାୟିତ୍ବ ନ ନେଲେ ତାଙ୍କର ବହୁତ ଅସୁବିଧା ହୋଇପାରେ। ତେବେ ଏହିଠାରେ ସେହିପରି ଏକ ମାଙ୍କଡ ପଞ୍ଜୁରୀ ଭିତରେ ରହି ବାହାରକୁ ହାତ ବଢ଼ାଇଛି ଯାହା ଏଠାରେ ଦେଖିବାକୁ ମିଳିଛି ଆଉ କେହି ଜଣେ ତାକୁ ପାଣି ଦେଇଛି ପିଇବାକୁ ଯାହା ଏବେ ଭିଡ଼ିଓ ଦେଖିବାକୁ ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment