ମାଆ ଗୌରୀ ଖାନଙ୍କ କୌଣସି ଗଣେଶ ପୂଜା ବଞ୍ଚେଇ ପାରିବନି ଆର୍ୟନ୍ ଙ୍କୁ, ଘରକୁ ଛାଡ ମୋ ମାଆ କାନ୍ଦୁଛି…ଦେଖନ୍ତୁ ଭିଡ଼ିଓ

ଆଜିକାଲି ଦୁନିଆରେ ବହୁତ ଅପରାଧିକ କାର୍ଯ୍ୟ ବଢି ବଢି ଚାଲିଛି। ବିଶେଷ କରି ବଡ଼ ବଡ଼ ଲୋକ ମାନଙ୍କ ନିକଟରେ ନିଶା ଦ୍ରବ୍ୟ ଭଳି ଜିନିଷ ଦେଖି ବାକୁ ମିଳିଥାଏ। ଯେଉଁ ମାନେ ଏଭଳି କୁକର୍ମ କାର୍ଯ୍ୟ କରିବେ ତାଙ୍କୁ ତାଙ୍କ କର୍ମର ଫଳ ନିଶ୍ଚିତ ମିଳିବ। ସଧାରଣ ଜନତା ହୁଅନ୍ତୁ ବା ସେଲିବ୍ରେଟି ମାନେ ହୁଅନ୍ତୁ ଆଇନ ଆଗରେ କିନ୍ତୁ ସମସ୍ତେ ସମାନ ଅଟନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଗୋଟିଏ ଖବରକୁ ନେଇ ଚର୍ଚ୍ଚା ଜୋର ସୋର ଭାବରେ ଲାଗି ରହିଛି। ଆରିୟାନ ଖାଁ ଏନିସିବି କଷ୍ଟେଡିରେ ରହିବା ପରେ ତାଙ୍କ ମାଆ ପୁଅ ପାଇଁ ଗଣେଶ ମନ୍ଦିରରେ ପୂଜାର୍ଚ୍ଚନା କରୁଛନ୍ତି।

ସୂଚନା ଅନୁସାରେ, ବଲିଉଡ ଅଭିନେତାଙ୍କ ଶାହାରୁକ ଖାଁଙ୍କ ପୁଅ ଆରିୟାନ ଖାଁ ଏନିସିବି ହାତରେ ଗିରଫ ହେବା ପରେ ତାଙ୍କ ପରିବାର ଲୋକ ମାନେ ବହୁତ ବ୍ୟସ୍ତ ବିବ୍ରତ ହୋଇ ପଡ଼ିଥିଲେ। ଏନସିବିର କଷ୍ଟେଡିରେ ଆଉ ୪ ଦିନ ଆରିୟାନ ଖାଁ ରହି ପାରନ୍ତି। ସେଥିପାଇଁ ତାଙ୍କ ମାଆ ଗୌରି ଖାଁ ସୁଧି ବିନାୟକ ଗଣେଶ ମଦିରରେ ପୂଜାର୍ଚ୍ଚନା କରୁଛନ୍ତି ଓ ଏଥି ସହିତ ଶାହାରୁକ ଖାଁ ମଧ୍ୟ ତାଙ୍କ ପୁଅଙ୍କ ପାଇଁ ହାଜି ଅଲୀରେ ଚଦର ଚଢାଇ ସାରିଛନ୍ତି। କିନ୍ତୁ ତାଙ୍କ ଉପରୁ ଏପର୍ଯ୍ୟନ୍ତ ସୁଦ୍ଧା ବିପଦ ଟଳି ନାହିଁ। ସମୀର ୱାଖଂଡେ ଏତେ ସହଜରେ ତାଙ୍କୁ ଛାଡିବେ ନାହିଁ, ସେଥିପାଇଁ ସେ ଅଧିକରୁ ଅଧିକ ଦିନ ତାଙ୍କୁ ଏନସିବିର କଷ୍ଟେଡିରେ ରଖିବା ପାଇଁ ସବୁ ପ୍ରକାରର ବ୍ୟବସ୍ତା କରୁଛନ୍ତି।

ସେ ବର୍ତ୍ତମାନ ସୁଦ୍ଧା ୧୮ ଜଣଙ୍କୁ ଗିରଫ କରିଛନ୍ତି। ଏଥି ସହିତ ଆରିୟାନ ଖାଁଙ୍କ କହିବା ଅନୁସାରେ, ଅଚୁତ ଫେଜ ନାମକ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରା ଯାଇଛି ଓ ତାଙ୍କ ପାଖରେ କିଛି କ୍ରେମିକାଲ ଡ୍ରଗ୍ସ ମଧ୍ୟ ମିଳିଛି। ଅଚୁତ ଓକିଲ କହିଛନ୍ତି ଯେ, ତାଙ୍କ କ୍ଲାଇଣ୍ଡ ପାଖରୁ ମାତ୍ର ୫ ଗ୍ରାମର ଗଞ୍ଜେଇ ମିଳିଛି ଓ ଏହା ଆଧାରରେ କୋର୍ଟ ତାଙ୍କୁ କୌଣସି ବି ଦଣ୍ଡ ବିଧାନ କରି ପାରିବ ନାହିଁ ଏବଂ ତାଙ୍କ ଓକିଲ ବେଲ ପାଇଁ ସେ ମଧ୍ୟ ଚେଷ୍ଟା ଚଳାଇଛନ୍ତି।

ସମୀର ୱାଖେଂଡ଼ ଯେଉଁ ଅପରାଧୀଙ୍କୁ ଧରିଛନ୍ତି ତାଙ୍କୁ ଆଇଡେଣ୍ଟି ଫାୟ କରିବା ସହିତ ଭେରୀ ଫାୟ ମଧ୍ୟ କରୁଛନ୍ତି ଓ ସେମାନଙ୍କ ବିରୋଧରେ ତଥ୍ୟ ଯୋଗାଡ଼ କରୁଛନ୍ତି। ସେ କହୁଛନ୍ତି ଯଦି ଆଉ କିଛି ଦିନ ସେମାନଙ୍କୁ ଏନସିବିର କଷ୍ଟେଡିରେ ରଖାଯିବ ଆହୁରି ଅନେକ ଅପରାଧୀ ଧରା ପଡିବେ, ସେଥିପାଇଁ ସେ କୋର୍ଟକୁ ମହଲତ ମଧ୍ୟ ମାଗିଛନ୍ତି। ଏସବୁ ପରେ ମଧ୍ୟ ଅଭିନେତାଙ୍କ ଓକିଲ ସତୀଶ ମାନସିଂଦେ ଅଭିନେତାଙ୍କ ପୁଅଙ୍କୁ ବେଲରେ ମୁକୁଳାଇବା ପାଇଁ ଚେଷ୍ଟା କରୁଛନ୍ତି ଓ ଓକିଲ କହିଛନ୍ତି ଏନିସିବିକୁ ଯେଉଁ ପ୍ରକାର ସାହାଯ୍ୟ କରିବା କଥା ସେ କରିଛନ୍ତି ଆରିୟାନ ଖାଁ ୪ ଦିନ ପର୍ଯ୍ୟନ୍ତ କୋର୍ଟରେ ରହି ସାରିଛନ୍ତି। ବର୍ତ୍ତମାନ ତାଙ୍କୁ ଘରକୁ ଯିବାର ଅଵଶ୍ୟକତା ରହିଛି। ତେବେ ଏକ୍ସପ୍ଲାନେଦ କୋର୍ଟ ତାଙ୍କର କ’ଣ ରାୟ ଶୁଣାଉଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment