ମାଂସ କିଣିବାକୁ ଆସିଥିବା ଗ୍ରାହକଙ୍କୁ ଦେଖି ମାଲିକଙ୍କୁ କୁଣ୍ଢାଇ ଭୋ… ଭୋ ହେଇ କାନ୍ଦିଲା ଛେଳି… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ଏମିତି ଏକ ଦୃଶ୍ୟ ବର୍ତ୍ତମାନ ସେସିଆଲ ମିଡ଼ିଆରେ ଭାଇରାଲ ହେଉଛି ଯାହାକୁ ଯିଏ ଦେଖିବ ସିଏ ଆଶ୍ଚର୍ଯ୍ୟ ହେଇଯିବ | କାରଣ ଏ ଦୃଶ୍ୟ ଖାଲି ମଣିଷ ର ନୁହେଁ ଏ ଦୃଶ୍ୟ ଜଣେ ମଣିଷ ଓ ଛେଳି ର ଯାହା ଏବେ ସୋସିଆଲ ମିଡିଆରେ ରେ ବହୁତ ମାତ୍ରା ରେ ଭାଇରଲ ହେବାରେ ଲାଗିଛି | ପୂର୍ଵରୁ ଏ ଦୃଶ୍ୟ ଆପଣ ମାନେ ଏହା କେବେ ଦେଖି ନ ଥିବେ | ହଁ ଆଜ୍ଞା ଏହି ଭିଡ଼ିଓ ରେ ଛେଳି ଟି ତା ମାଲିକ କୁ କୁଣ୍ଢାଇ ଭୋ ଭୋ ହେଇ କାନ୍ଦି ପକାଉଛି ଯାହାକୁ ଦେଖି ଲୋକେ ମାନେ ଆଶ୍ଚର୍ଯ୍ୟ ହେଉଛନ୍ତି | ତେବେ ଏହି ଭିଡ଼ିଓ ଟି ସୋସିଆଲ ମିଡିଆରେ ଏବେ ଜୋରସୋର ରେ ଭାଇରଲ ହେଇଛି | ତାହାଲେ ଆସନ୍ତୁ ଆଜି ଜାଣିବା ପୁରା ଘଟଣା ବିଷୟରେ କଣ ପାଇଁ ମଣିଷ କୁ କୁଣ୍ଢାଇ ଛେଳି ଟି କାନ୍ଦୁଛି |

ତେବେ ମିଳିଥିବା ସୂଚନା ଅନୁଯାୟୀ ବହୁତ ଦିନ ଧରି ଗୋଟିଏ ମାଲିକ ଛେଳିକୁ ପୋଷି ରଖିଥିଲେ,ହେଲେ ସେ ମାଲିକ ଜଣଙ୍କ ଏବେ ଛେଳି ଟିକୁ ବିକ୍ରି କରିବା ପାଇଁ ଦଲାଲ ଙ୍କ ସହିତ କିଛି କଥା କହିବାର ଦେଖି ଛେଳି ଟି ଭାବ ବିହ୍ଵଳ ହେଇ ମଣିଷ କୁ କୁଣ୍ଢାଇ ଭୋ ଭୋ ହେଇ କାନ୍ଦିବା ର ଦୃଶ୍ୟ ଏବେ ସମସ୍ତଙ୍କୁ ଚକିତ କରୁଛି | କାରଣ ମଣିଷ ଓ ଛେଳି ମଧ୍ୟରେ ଥିବା ସମ୍ପର୍କ ଏତେ ନିବିଡ଼ ହେଇଯାଇଥିଲା ଯେ ସେ ତାର ମାଲିକ କୁ ଛାଡି ଗୋଟିଏ ମୁହୂର୍ତ୍ତ ବି ରହିବା କଷ୍ଟକର ବୋଲି ସେ ଏହି ଭିଡ଼ିଓ ମାଧ୍ୟମ ରେ ସମସ୍ତ ଙ୍କୁ ଜଣାଇଦେଇଛି | ତେବେ ମଣିଷ ହେଉ କିମ୍ବା ପଶୁ ଭଲ ପାଇବା ସମସ୍ତ ଙ୍କ ଠାରେ ରହିଥାଏ ଓ ସେ ଭଲ ପାଇବା ର ସମ୍ପର୍କ ଭିତରେ ସମସ୍ତେ ବନ୍ଧା ହେଇ ରହିଥାଏ |

ତେବେ ଏହି ପରି ମଣିଷ ଓ ପଶୁ ଭିତରେ ଏମିତି ଭଲ ପାଇବା ଯାହାକୁ ଦେଖି ଯିଏ କେହି ହେଲେ ବି ଏହି ମୁହୂର୍ତ୍ତ ରେ ଆଖି ରୁ ଲୁହ ଝରି ଉଠିବ | ମାଲିକ ରଖିଥିବା ଏହି ଛେଳି ଟିକୁ ଏତେ ମାତ୍ରା ସ୍ନେହ ଶ୍ରଦ୍ଧା ଦେଇଥିଲା ଯେ ଆଜି ଯେତେବେଳେ ସେ ମାଲିକ ସେହି ସ୍ନେହ ଶ୍ରଦ୍ଧା କୁ ଭୁଲି ଛେଳି ଟି କୁ ବିକ୍ରି ପାଇଁ ଦଲାଲ ଙ୍କ ସହିତ କଥା ସରିଥିଲେ ମଧ୍ୟ ଏହି କଥା କୁ ଛେଳି ଟି ଅନୁଭବ କରିପାରିଥିଲା |ତାର ମାଲିକ ଙ୍କୁ ଛାଡି ସେ କେମିତି ଆଉ କାହା ସହିତ ଚାଲିଯିବ ଭାବି ସେ ସେହିଠାରେ ମାଲିକ ଙ୍କୁ କୁଣ୍ଢାଇ ଭୋ ଭୋ ହେଇ କାନ୍ଦି ପକାଇଥିଲା ଓ ତାର ମାଲିକ ଛେଳି ର ଏହି କାନ୍ଦଣା ଦେଖି ସେ ମଧ୍ୟ ଭାବ ବିହଳ ହେଇଥିଲା ବୋଲି କୁହାଯାଉଛି |

ତାହେଲେ ଏ ଥିଲା ସେହି ଭିଡ଼ିଓ ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବା ପରେ ଲୋକ ମାନେ ଏହାକୁ ଦେଖି ବିଭିନ୍ନ ପ୍ରକାର ମତ ମଧ୍ୟ ଦେଇଥିବାର ଦେଖା ଯାଇଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment