ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହୋଇଥାଏ ଆମର ସିନେ କଳାକାର ମାନଙ୍କୁ ନେଇକି ଓ ଓଡ଼ିଆ ଫ୍ଲିମ କୁ ନେଇକି | ତେବେ ବର୍ତ୍ତମାନ ସେହିଭଳି ଏକା ଫ୍ଲିମ ଆସିବାକୁ ଯାଉଛି ଆଉ ଯାହା ଏତେ ଭଲ ହୋଇଛି ଯାହାକୁ ଆପଣ ମାନେ ନ ଦେଖିଲେ ଜାଣି ପାରିବେ ନାହିଁ | ଆଉ ଯେଉଁଠି ଝିଲ୍ଲୀକ ଓ ପପୁ ପମ ପମ କୁ ନେଇକି ଏକ ନୂଆ ଦମଦାର ଫ୍ଲିମ ଟି ଭାଇରାଲ ହେବାକୁ ଲାଗିଛି ବୋଲି କୁହାଯାଉଛି | ଆଉ ଓଡ଼ିଆ ଫ୍ଲିମ ଜଗତ ପାଇଁ ଗୋଟିଏ ବଡ଼ ଅବଦାନ ବୋଲି କହିବା ସହିତ କମେଡି ସାଙ୍ଗକୁ ଅଭିନୟ ର ଯାଦୁ ଦେଖିବାକୁ ମିଳିଛି ଏହି ଫ୍ଲିମ ରେ |ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସେହି ଫ୍ଲିମ “ମିଷ୍ଟର କହେଁଇଆ “ବିଷୟରେ ଅଧିକ ଜାଣିବା |
ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ପପୁ ଙ୍କର ଏକ ନୂଆ ଫ୍ଲିମ ବର୍ତ୍ତମାନ ମାର୍କେଟ ରେ ଚହଳ ଖେଳାଇଛି | ଆଉ ଭାଇରାଲ ହେଉଥିବା ସେହି ଭିଡିଓ ଟି ହେଉଛି ଏକ ପ୍ରେମ ଷ୍ଟୋରି କୁ ନେଇକି ଦମଦାର ସିନେମା ଟି | ଆଉ ଯେଉଁଥିରେ ଅଲିଉଡ ଇଣ୍ଡୋଷ୍ଟ୍ରି ର କମେଡି କିଙ୍ଗ ପପୁ ପମପମ ସୁନ୍ଦର ଭାବରେ ନିଜର କମେଡି କୁ ପ୍ରକାଶ କରିଛନ୍ତି ଏହି ଫ୍ଲିମ ରେ | ଆଉ ପପୁ ଙ୍କ ସହିତ ଝିଲ୍ଲିକ ଙ୍କର ଝଲକ ମଜ୍ଞ ଦେଖିବାକୁ ମିଳିଛି |
ତେବେ ଏଠାରେ ପପୁ ଙ୍କ ଅଭିନୟ ର ଦିୱାନୀ ହେଉଛନ୍ତି “ମିଷ୍ଟର କହେଁଇଆ ” ଫ୍ଲିମ ରେ |ଆଉ ଯେଉଁଠି ପପୁ ଏକ ଝିଅ କୁ ସାହାଯ୍ୟ କରିଛନ୍ତି ଆଉ ଯେଉଁଠି ମିଡିଲ କ୍ଲାସ ଫେମିଲି ରେ ଜନ୍ମ ହୋଇଥିବା ଝିଅ ବା ପୁଅ ମାନେ ପାଠ ପଢା କୁ ନେଇକି ଅସୁବିଧା ଭୋଗିଥାନ୍ତି ଓ ତାହା ସହିତ ସେମାନେ ନିଜର ସ୍ବପ୍ନ କୁ କେଉଁଭଳି ଭାବରେ ମାରି ଦେଇଥାନ୍ତି ଅର୍ଥ ଅଭାବରେ ଏଠାରେ କୁହାଯାଇଛି | ଆଉ ଯେଉଁଠି ଦେଖିବ କୁ ମିକିଛି କି ଯେତେବେଳେ ପପୁ ତାଙ୍କର ପ୍ରେମ କୁ ଝିଲ୍ଲୀକ କୁ ଜଣାଇଛନ୍ତି ସେତେବେଳେ ତାହାକୁ ମାନି ନାହାନ୍ତି ଝିଲ୍ଲୀକ |
ଆଉ ତାହା ସହିତ ପପୁ ଙ୍କ ମା ଝିଲ୍ଲୀକ ଙ୍କୁ ଏକ ମୁଦି ମଧ୍ୟ ଦେଇଥିବାର ଦେଖିବାକୁ ମିଳିଛି ଆଉ ଯାହାକୁ ଝିଲ୍ଲୀକ ଫୋପାଡ଼ି ଦେଇଛନ୍ତି |ତାହା ପରେ ପପୁ ତାଙ୍କର କେତେକ ଦମଦାର ଡାଇଲଗ ମଧ୍ୟ କହିବାକୁ ଲାଗିଛନ୍ତି | ଆଉ ସେ ବୁଝାଇଛନ୍ତି କି ଯେତେବେଳେ ଗୋଟିଏ ଝିଅ ବଦନାମ ହୁଏ ସେତେବେଳେ ସେ ଘରେ ରହିଯାଏ କିନ୍ତୁ ଯେତେବେଳେ ଗୋଟିଏ ପୁଅ ଟେ ବଦନାମ ହୁଏ ତାକୁଲୋକଙ୍କ ଙ୍କର ଅନେକ କଥା ଶୁଣିକି ମଧ୍ୟ ବାହାରକୁ ଯିବାକୁ ପଡିଥାଏ ବୋଲି ବିଭିନ୍ନ କଥା ଲୋକ ମାନଙ୍କ ଉଦେଶ୍ୟ ରେ ଆଜିର ସମାଜରେ ଘଟୁଥିବା କିଛି ଘଟଣା କୁ ଦେଖିକି କୁହାଯାଇଛି | ଆଉ ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।