Mr Kanehiya ନିୟୁ କମେଡି Scene ” ତୁ ପୁଅକି ଝିଅ ମୁଁ ଜାଣି ପାରୁନି ” Papu & Jhilik ଙ୍କ ଜବରଦସ୍ତ Performance

ଆଜିର ଦିନରେ ଓଡିଆ ସିନେମା ବେଶ୍ ଆଗକୁ ଗଲାଣି ଏହା ପଛରେ ହାତ ରହିଛି ଓଲିଉଡ଼ ସିନେମା ଜଗତର କାମ କରୁଥିବା ଟେଲେଣ୍ଟେଡ୍ ଅଭିନେତା ଅଭିନେତ୍ରୀଙ୍କ ପାଇଁ। ଆଉ ଓଲିଉଡ଼ ସେମିତି ଏକ ଜଣାଶୁଣା ଚେହେରା ହେଉଛି ପପୁ ପମପମ୍। ଜଣେ ଓଡ଼ିଆ କଥାଚିତ୍ର, ଟେଲିଭିଜନ ଓ ମଞ୍ଚ ହାସ୍ୟ ଅଭିନେତା ଭାବରେ ଓଲିଉଡ଼ ସିନେମା ଜଗତରେ ବେଶ୍ ଜଣାଶୁଣା।୧୯୭୮ ମସିହା ମଇ ୨୬ ତାରିଖରେ ପପୁ ପମପମ୍ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ। ପପୁ ପମପମ୍ କେବଳ ଜଣେ ଅଭିନେତା ନୁହଁନ୍ତି ଖୁବ୍ ସୁନ୍ଦର ଗୀତ ମଧ୍ୟ ଗାଇଥାନ୍ତି। ଏକାଧିକ ଗୀତ ଗାଇ ମଧ୍ୟ ପପୁ ପମପମ୍ ବେଶ୍ ଲୋକପ୍ରିୟ।

ପିଲା ଦିନରୁ ହିଁ ପପୁ ପମପମ୍ ନାମ ନିଜର ଅଭିନୟର ଯାତ୍ରା ଆରମ୍ଭ କରି ଦେଇଥିଲେ।ଓଡ଼ିଆ ଯାତ୍ରା, ଗୀତ, ନୃତ୍ୟ ଆଦି ପରିବେଷଣ କରି ଜିଲ୍ଲା ଓ ରାଜ୍ୟ ସ୍ତରରେ ଅନେକ ପୁରସ୍କାର ଜିତିଥିଲେ ପପୁ ପମପମ୍। ବର୍ତ୍ତମାନ ସୁଦ୍ଧା ପପୁ ପମପମ୍ ୩୦ ରୁ ଉର୍ଦ୍ଧ୍ବ ସିନେମା ୧୦୦ ରୁ ଅଧିକ ମଞ୍ଚ ନାଟକ ଏବଂ ୭୦ ରୁ ଉର୍ଦ୍ଧ୍ବ ଗୀତ ଗାଇ ସାରିଛନ୍ତି। ଯାହାକି ଦର୍ଶକ ମାନେ ବେଶ୍ ପସନ୍ଦ କରିଛନ୍ତି।ପପୁ ପମପମ୍ ଅନେକ ଥର ଶ୍ରେଷ୍ଠ ହାସ୍ୟନେତା ଭାବେ ମଧ୍ୟ ପୁରସ୍କୃତ ହୋଇଥିଲେ।

ତେବେ ପପୁଙ୍କ ସିନେମା ଭିତରେ ରହିଛି ରଙ୍ଗିଲା ଟୋକା,ଆମେ ତ ଟୋକା ଷଣ୍ଢ ମାରକା, ଚଉକା ଛକା,ପିଲାଟା ବିଗିଡ଼ି ଗଲା ,ତୋ ଆଖିରେ ମୁ, ସଞ୍ଜୁ ଆଉ ସଞ୍ଜନା, ଦିୱାନା, ବାଳୁଙ୍ଗାଟୋକା ଇତ୍ୟାଦି। ତେବେ ଚଳିତ ବର୍ଷ ପପୁ ପମପମ୍ ଙ୍କ ଅଭିନିତ ସିନେମା ମିଷ୍ଟର କହ୍ନେୟା ରିଲିଜ୍ ହୋଇଥଲା ଯାହା ଯେଉଁଥିରେ ପପୁଙ୍କ ସହିତ ନଜର ଆସିଥିଲେ ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ। ୨୦୨୨ ମସିହାରେ ସାର୍ଥକ ବ୍ୟାନରରେ ରେ ଏହି ସିନେମା ରିଲିଜ୍ କରା ଯାଇଥିଲା।ତେବେ ମିଷ୍ଟର କହ୍ନେୟା ଏକ କମେଡି ଫିଲ୍ମ। ଯେଉଁଥିରେ ହାସ୍ୟ ଅଭିନେତା ପପୁ ପମପମ୍ ଖୁବ୍ ଚମତ୍କାର କମେଡି ଦେଖିବାକୁ ପାଇଥିଲେ ଦର୍ଶକ। ଆଉ ଦର୍ଶକ ମାନେ ଏହି ସିନେମାକୁ ବହୁ ପସନ୍ଦ ମଧ୍ୟ କରିଥିଲେ।

ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ କଥାଚିତ୍ର ମିଷ୍ଟର କହ୍ନେୟା ଏକ କମେଡି କ୍ଲିପ୍ ସାମ୍ନାକୁ ଆସିଛି। ଯାହା ଦେଖିଲେ ଆପଣଙ୍କ ପେଟ ହସି ହସି ଦରଜ ହୋଇ ଯିବ।ଭିଡିଓ ଟି ଫୁଲ୍ କମେଡି ରେ ଭରି ରହିଛି। ତେବେ ଭିଡିଓରେ ବହୁତ୍ କିଛି ମଜା ମସ୍ତି ଦେଖିବା ପାଇଁ ମିଳିଛି ଯାହା ଆପଣ ଭିଡିଓ ଦେଖିଲେ ଜାଣି ପାରିବେ।ତେବେ ଆପଣ ମାନେ ଡେରି ନକରି ଏହି ଭିଡିଓଟିକୁ ନିଶ୍ଚିତ ଭାବେ ଦେଖନ୍ତୁ। ଆଶା କରୁଛୁ କି ଏହି ଭିଡ଼ିଓଟି ଆପଣଙ୍କୁ ନିଶ୍ଚିତ ଭାବେ ପସନ୍ଦ ଆସିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment