ମୃତ୍ୟୁ ପରେ ବି ସ୍ତ୍ରୀଙ୍କୁ କଫିନରେ ୨୧ ବର୍ଷ ଲୁଚାଇ ରଖିଥିଲେ ସ୍ୱାମୀ… ଦେଖନ୍ତୁ Video

କୁହାଯାଏ ପ୍ରେମ ଏମିତି ଏକ ଜିନିଷ ଥରେ ଜଣକ ସହିତ ହୋଇଗଲେ ତାହା ମୃତ୍ୟୁ ପର୍ଯ୍ୟନ୍ତ ରହିଥାଏ। କେବଳ ଯେ ଝିଅ ମାନଙ୍କ ସହିତ ପ୍ରେମ ହୋଇଥାଏ ତାହା ନୁହେଁ ବରଂ ଅନେକ ପ୍ରକାର ପ୍ରେମ ରହିଛି। ମାଆ ଏବଂ ସନ୍ତାନର ପ୍ରେମ, ଭାଇ ଏବଂ ଭଉଣୀର ପ୍ରେମ ଇତ୍ୟାଦି ପ୍ରେମ ରହିଥାଏ। ହେଲେ ସ୍ୱାମୀ ସ୍ତ୍ରୀର ସମ୍ପର୍କରେ ଯେଉଁ ଭଲ ପାଇବା ଥାଏ ତାହା ଅଲଗା ପ୍ରକାର ହୋଇଥାଏ। ମନୁଷ୍ୟ ଜୀବନରେ ସମସ୍ତଙ୍କର ଭୂମିକା କିଛି ନା କିଛି ରହିଥାଏ। ଯିଏ ସ୍ତ୍ରୀ ଯାହାର ହାତ ଧରି ଆଗକୁ ବଢି ବାଟ ଚାଲିଥାନ୍ତି। ସେମାନଙ୍କର ଭୂମିକା ଅତୁଳନୀୟ ଥାଏ। ସୁଖ ଦୁଃଖରେ ଉଭୟ ସାଥି ହୋଇ ବାଟ ଚାଲିଥାନ୍ତି।

ତେବେ ଏହି ସ୍ୱାମୀ ସ୍ତ୍ରୀର ଭଲ ପାଇବାକୁ ନେଇ ଏଭଳି କିଛି ଖବର ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଚକିତ କରିବ। ଯାହାକି ଜଣେ ସ୍ୱାମୀ ନିଜ ସ୍ତ୍ରୀର ମୃତ୍ୟୁ ପରେ କଫିନ ଭିତରେ ଦୀର୍ଘ ୨୧ ବର୍ଷ ଧରି ରହିଥିବା ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ ଜଣେ ଅବସର ପ୍ରାପ୍ତ ସରକାରୀ ଅଫିସର ତାଙ୍କର ପତ୍ନୀକୁ ସେ ବହୁତ ଭଲ ପାଉଥିଲେ। ତେବେ ତାଙ୍କ ପତ୍ନୀ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ। ତେବେ ତାଙ୍କର ଅସ୍ୱାଭାବିକ ଭାବରେ ସେ 2001 ମୃତ୍ୟୁ ମସିହାରେ ମୃତ୍ୟୁବରଣ କରିଥିଲେ। ତେବେ ପତ୍ନୀର ମୃତ୍ୟୁକୁ ସହଜରେ ଗ୍ରହଣ ପାରିନଥିଲେ।

ଏହାପରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ସ୍ତ୍ରୀର ଶବକୁ ପାଖରୁ ଛାଡ଼ିବା ପାଇଁ ରାଜି ହୋଇନଥିଲେ। ସବୁ ଦିନ ପାଇଁ ନିଜ ସ୍ତ୍ରୀ ସହିତ ରହିବା ପାଇଁ ମନସ୍ତ କଲେ। ସେ ସ୍ତ୍ରର ଶବକୁ ଏକ କଫିନ ରେ ରଖିଥିଲେ। ଆଉ ସବୁ ଦିନ ସ୍ତ୍ରୀ ସହିତ ନିଜର ମନର କଥାକୁ ସେୟାର କରିବେ ବୋଲି ମନସ୍ତ କଲେ। ସେ ସମାଜର କାହାରି କଥାକୁ ଗ୍ରହଣ କରିନଥିଲେ। ତେବେ ତାଙ୍କର ପିଲା ମାନେ ବାପାଙ୍କ ଏଭଳି କାର୍ଯ୍ୟକୁ ଦେଖି ଅଲଗା ହୋଇ ରହିଲେ। ସେ ଦୀର୍ଘ 21 ବର୍ଷ ସ୍ତ୍ରୀର ଶବ ସହିତ ରହିଥିଲେ। ତେବେ ତାଙ୍କର ବୟସ ହୋଇ ଯିବା କାରଣରୁ ସ୍ତ୍ରୀର ଶବକୁ ସତ୍କାର କରିବା ପାଇଁ ମନସ୍ତ କରିଥିଲେ।

ଯାହାର ଫଳ ସ୍ୱରୂପ ସେ ଶବ ସତ୍କାର ମଧ୍ୟ କରିଥିଲେ। ଏହି ସମୟରେ ସେ ବହୁତ କାନ୍ଦିଥିଲେ। ଧାର ଧାର ଲୁହ ତାଙ୍କ ଆଖିରୁ ଝରିଯାଇଥିଲା। ବନ୍ଧୁଗଣ ଏଭଳି ଘଟଣା ଦୁନିଆ ସାମ୍ନାକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଉଛନ୍ତି। ତେବେ ସମସ୍ତେ ଏହାକୁ ପ୍ରଶଂସା କରିବା ସହିତ ଏହା ପ୍ରକୃତ ଭଲ ପାଇବାର ଉଦାହରଣ ବୋଲି ସେମାନେ କହିଛନ୍ତି। ଯାହାବି ହେଉ ଏହା ସୋସିଆଲ ମିଡିଆରେ ଖୁବ ଜୋର ରେ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment