ବଡ ଖବର ! ମୃତ୍ୟୁ ବରଣ କରିଥିବା କଣ୍ଠଶିଳ୍ପୀ ତପୁ ମିଶ୍ର ଙ୍କର ପରିବାର ଏବଂ ସମ୍ପତ୍ତି ବିଷୟରେ ଜାଣିଲେ ହେବେ ଆଶ୍ଚର୍ଯ୍ୟ

0

ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଛନ୍ତି, ଯେ ଆମ ଓଡିଶାର ପ୍ଲେବେକ ସିଙ୍ଗର ତପୁ ମିଶ୍ର କିଛି ଦିନ ପୂର୍ବରୁ କରନାରେ ପୀଡିତ ହୋଇଥିଲେ। ତେବେ ସେ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ରେ ରହି ଚିକିତ୍ସିତ ହେଉଥିଲେ। ଆବସ୍ତା ଗୁରୁତର ଅବସ୍ଥାରେ କାଲି ରାତି ୧୧ ଟାରେ ମୃତ୍ୟୁ ବରଣ କରିଛନ୍ତି। ତେବେ ଏଭଳି ଜଣେ ଆଗଧାଡ଼ିର ପ୍ଲେବେକ ସିଙ୍ଗର କୁ ହରାଇ , ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ବର୍ତ୍ତମାନ ନିସ୍ତବ୍ଧ ହୋଇଯାଇଛି। ଓଲିଉଡର ସମସ୍ତ ବଡ଼ ବଡ଼ କଳାକାର ମାନେ ତାଙ୍କ ଆତ୍ମାର ଶାନ୍ତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାଥନା କରିଛନ୍ତି। ଏହା ବ୍ୟତୀତ ତପୁ ମିଶ୍ରଙ୍କ ଫ୍ୟାନ ମାନେ ମଧ୍ୟ ସୋସିଆଲ ମିଡିଆରେ ତାଙ୍କ ଆତ୍ମାର ଶାନ୍ତି କାମନା କରିଛନ୍ତି।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ସମସ୍ତଙ୍କ ମନ ମନ ମଧ୍ୟରେ ତପୁ ମିଶ୍ର ଙ୍କ ବାଇଗ୍ରାଫି ବିଷୟରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ତେବେ ଆଜି ଆମେ ତପୁ ମିଶ୍ରଙ୍କ ଜନ୍ମ , ତାଙ୍କ ପରିବାର ରେ କିଏ କିଏ ଅଛନ୍ତି, ତାଙ୍କର କେରିୟର, ସମ୍ପତି ଇତ୍ୟାଦି ବିଷୟରେ କହିବା ପାଇଁ ଯାଉଛୁ ଏବଂ ଆପଣ ମାନଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିବ। ତେବେ ଆସନ୍ତୁ ଜାଣିବା ତପୁ ମିଶ୍ରଙ୍କ ବାଇଓଗ୍ରାଫି ବିଷୟରେ;

ତେବେ ତପୁ ମିଶ୍ର ୧୧ ଜାନୁୟାରୀ ୧୯୮୫ ମସିହାରେ କଟକ ରେ ଜନ୍ମ ଗ୍ରହଣ କରିଥିଲେ। ତେବେ ବର୍ତ୍ତମାନ ସମୟରେ ତାଙ୍କର ବୟସ ୩୬ ବର୍ଷ, ତାଙ୍କର ଉଚ୍ଚତା ୫ ଫୁଟ ୫ ଇଞ୍ଚ, ତେବେ ଏହା ସହିତ ତାଙ୍କର ଓଜନ ରହିଛି ୭୨ କିଲୋ, ସେ ପିଲାବେଳୁ ପାଠ ପଢିବା ସହିତ ତାଙ୍କର ସଙ୍ଗୀତ ପ୍ରତି ରୁଚି ରହିଥିଲା। ତାଙ୍କ ପରିବାର କଥା ଯଦି କହିବା, ତାହାଲେ ତାଙ୍କ ବାପାଙ୍କ ନାମ ହେଉଛି କ୍ଷେତ୍ରମଣି ମିଶ୍ର ଏବଂ ମାଆଙ୍କ ନାମ ହେଉଛି ଚାରୂଲତା ମିଶ୍ର, ତାଙ୍କର ଦୁଇଟି ଭଉଣୀ ଅଛନ୍ତି ତେବେ ଜଣଙ୍କ ନାମ ହେଉଛି ଦୀପସ୍ୱୀକା ମିଶ୍ର ଏବଂ ଦୁପ୍ତି ରେଖା ମିଶ୍ର ତେବେ ରୁଚିରେ ଜଣେ ମ୍ୟାନେଜର ଅଟନ୍ତି।

ଏପଟେ ତାଙ୍କ ସ୍ବାମୀଙ୍କ ନାମ ରହିଛି ଦୀପକ ପୂଜାରୀ ରୁଚିରେ ସେ ଜଣେ ଆକ୍ଟର। ଆପଣ ମାନେ ଜାଣିଥିବେ ତପୁ ମିଶ୍ର ଦୀପକ ଙ୍କୁ ୨୦୧୮ ମସିହାରେ ବିବାହ କରିଥିଲେ। ବନ୍ଧୁଗଣ ଯଦି ଆମେ ତାଙ୍କ ସମ୍ପତି କଥା କହିବା , ତେବେ ତାଙ୍କର ତିନୋଟି କାର, ନିଜସ୍ଵ ଘର ଅଛି, ସେ ବର୍ଷକୁ ୧୦ ରୁ ୧୨ ଲକ୍ଷ ଟଙ୍କା ଆୟ କରନ୍ତି।

ତେବେ ସେ ୫୦ ରୁ ଅଧିକ ଓଡ଼ିଆ ସିନେମାରେ ଗୀତ ଗାଇଛନ୍ତି। ତେବେ ତାଙ୍କର ଲୋକ ପ୍ରିୟ ଗୀତ ଗୁଡିକ ମଧ୍ୟରେ, ଚକଲେଟ , ମନ ମର ପ୍ରଜାପତି , ଲୋଫର , ମୋଷ୍ଟ ଉଆଣ୍ଠେଡ଼ ଭଳି ସିନେମାରେ ଗୀତ ଗାଇଛନ୍ତି। ତେବେ ତାଙ୍କର ଫ୍ୟାନ ମାନଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ଆତ୍ମାର ଶାନ୍ତି ନିମନ୍ତେ ଆମେ ଭଗବାନଙ୍କ ନିକଟରେ ପ୍ରାଥନା କରୁଛୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।