ଦେଖନ୍ତୁ Shocking ଭିଡ଼ିଓ – ମୃତ୍ୟୁକୁ ସାଙ୍ଗରେ ଧରି ଭୟଙ୍କର ରୂପରେ ଛକି ବସିଥିଲା ମୃତ୍ୟୁ…

0

କଥାରେ ଅଛି ଜନ୍ମ ଅଛି ତୋ ମୃତ୍ୟୁ ଅଛି। ମୃତ୍ୟୁକୁ କେହି ସ୍ୱୀକାର କରିପାରିବେ ନାହିଁ। କିନ୍ତୁ ମୃତ୍ୟୁ ଯେ କେତେବେଳେ କାହାକୁ କବଳିତ କରିବ ତାହା କେହି କହି ପାରିବେ ନାହିଁ। ସାଧରଣତ ଜୀବନକୁ ସାରୁ ପତ୍ରରେ ଥିବା ପାଣି ସହିତ ତୁଳନା କରାଯାଏ। ଢଳ ଢଳ ପାଣି କେଉଁ ଆଡକୁ ବହି ଯିବ ତାହା କେହି କହିପାରିବେ ନାହିଁ। ବୃଦ୍ଧ ହୋଇ ଯେତେବେଳେ ମଣିଷ ମୃତ୍ୟୁ ବରଣ କରେ ତାହା ଆମକୁ ଏତେଟା କଷ୍ଟ ହୋଇନଥାଏ। ଯଦି କେହି ଦୁନିଆ ଦେଖିବା ଆଗରୁ ଖୁବ କମ ବୟସରୁ ଆମ ଗହଣରୁ ଚାଲିଯାଏ। ତେବେ ଏହା ଆମକୁ ଅନେକ କଷ୍ଟ ଦେଇଥାଏ।

ବେଳେ ବେଳେ ଏଭଳି କିଛି ମୃତ୍ୟୁ ଖବର ଶୁଣିବା ପାଇଁ ମିଳେ ଯାହାକୁ ଶୁଣିଲା ପରେ ଆମେ ନିଜର ଲୁହକୁ ଆୟତ୍ତ କରିବା ଅସମ୍ଭବ ହୋଇପଡେ।ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଦୁଃଖଦ ଘଟଣା ଘୋଟିଯାଇଛି। ଯାହାକି ବିଲ କାମ କରି ଫେରୁଥିବା ସମୟରେ ଜଣେ ନାବାଳକକୁ ବନ୍ୟା ସୁଆରେ ବାସୀ ଯାଇଥିବା ସୂଚନା ମିଳିଛି। ଏହି ଘଟଣା ଟି ଏତେ ହୃଦୟସ୍ପର୍ଶୀ ଯେ କେହି ଶୁଣୁଛନ୍ତି ଦୁଃଖ ପ୍ରକାଶ କରୁଛନ୍ତି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ;

ସୂଚନା ଅନୁସାରେ ଦୁଇ ଭାଇ ବିଲକୁ ଯାଇଥିଲେ ବିଲରୁ ଫେରୁଥିବା ସମୟରେ ହଠାତ ସାନ ଭାଇର ଗୋଡ଼ ବନ୍ୟା ପାଣିରେ ଖସି ଯାଇଥିଲା। ବନ୍ୟାର ପ୍ରଖର ସ୍ରତରେ ସାନ ଭାଇ ବଡ଼ ଭାଇ ସାମନାରେ ଭାସି ଯାଉଥିଲା ଏବଂ ବଡ଼ ଭାଇ ଅନେକ ଚେଷ୍ଟା କରିବା ପରେ ମଧ୍ୟ ଉଦ୍ଧାର କରି ପାରିନଥିଲେ। ଏହାପରେ ଗ୍ରାମ ବାସୀ ମଧ୍ୟ ଖୋଜାଖୋଜି କରିଥିଲେ। ନପାଇବାରୁ ଅଗ୍ନିସମ ବିଭାଗକୁ ଖବର ପଠାଇଥିଲେ। ଖବର ଅଗ୍ନିସମ ବାହିନୀ ଅନେକ ଖୋଜାଖୋଜି କରିବା ପରେ ପରଦିନ ମୃତ ଦେହ ମିଳିଥିଲା। ପରଦିନ ପ୍ରବଳ ବର୍ଷା ଫଳରେ ଚାରିଆଡେ ବନ୍ୟା ସୃଷ୍ଟି ହୋଇଥିଲା ଏଗପରେ ବିଲ୍ କୁ ଯାଇ ଫେରିବା ସମୟରେ ଏଭଳି ଘଟଣା ଘଟିଗଲା। ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠେଇଛି। ଅଧିକ ତଦନ୍ତ ପାଇଁ ମଧ୍ୟ ତନାଘନା ଜାରି ରହିଛି। ତେବେ ତାଙ୍କର ବୟସ ମାତ୍ର ୧୭ ଏବଂ ସେ +୨ ରେ ପାଠ ପଢୁଥିଲେ। ତେବେ ଏଭଳି ଖବର ବର୍ତ୍ତମାନ ସମୟରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ତେବେ ଏଭଳି ଏକ ଦୁଃଖଦ ଘଟଣା ବଲାଙ୍ଗୀର ଜିଲ୍ଲା ହଟକରା ଥାନା ପଇଁତାଲା ଗାଁରେ ଦେଖିବା ପାଇଁ ମିଳିଛି। ତେବେ ଗ୍ରାମବସୀ ବାସୀ ମାନେ ସରକାରଙ୍କୁ ତାଙ୍କୁ କିଛି କ୍ଷତି ପୂରଣ ରାଶି ସରକାରଙ୍କୁ ଦେବାକୁ ଅନୁରୋଧ କରିଛନ୍ତି। ସେଥିପାଇଁ କୁହାଯାଏ ମୃତ୍ୟୁ କାହାକୁ କେତେବେଳେ କବଳିତ କରିବ କହିହେବ ନାହିଁ। ଏଭଳି ଖବର ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାର ଶୋକର ଛାୟା ଖେଳି ହୋଇ ଯାଇଛି। ଭଗବାନଙ୍କ ନିକଟରେ ପ୍ରାଥନା ତାଙ୍କ ଆତ୍ମାର ଶାନ୍ତି ଦିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।