ମୃତ୍ୟୁ ପୂର୍ବରୁ ବୋହୂ ଉପରେ ଅଭିମାନ କରିଥିବା ଭିଡ଼ିଓ ଭାଇରାଲ…ଦେଖନ୍ତୁ ଭିଡ଼ିଓ

0

ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ରେ କିଛି ଏମିତି କଳାକାର ରହିଛନ୍ତି ଯେଉଁ ମାନଙ୍କର ଲୋକପ୍ରିୟତା କହିଲେ ନସରେ। ଯେଉଁମାନେ ଦର୍ଶକ ମାନଙ୍କ ନିକଟରେ ସେମାନଙ୍କ ଆକର୍ଷଣୀୟ ଅଭିନୟ ପାଇଁ ବେଶ ପରିଚିତ ହୋଇ ପାରିଛନ୍ତି। ଅନ୍ଯ ଫିଲ୍ମ୍ ଇଣ୍ଡଷ୍ଟ୍ରି ଭଳି ଓଡ଼ିଶାର ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର କିଛି ଏମିତି କଳାକାର ଅଛନ୍ତି ଯେଉଁମାନେ ଲୋକ ମାନଙ୍କ ଭିତରେ ସେମାନଙ୍କର ମନରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରି ପାରିଛନ୍ତି। ସେମାନେ ତାଙ୍କର ନିଜସ୍ଵ ଟାଲେଣ୍ଟ ଯୋଗୁଁ ଲୋକପ୍ରିୟତାର ଶୀର୍ଷରେ ରହି ପାରିଛନ୍ତି। ସେମାନଂକ ଭିତରୁ ଜଣେ ଅଭିନେତା ଥିଲେ ଅଭିନେତା ମିହିର ଦାସ। ଯିଏକି ଏବେ ଆଉ ଆମ ଗହଣରେ ନାହାଁନ୍ତି।

ଏହି ବର୍ଷୀୟାନ ଲୋକପ୍ରିୟ ଅଭିନେତା ଜଣଙ୍କର ଗତକାଲି ମୃତ୍ୟୁ ଘଟିଛି। ଯାହାଙ୍କ ମୃତ୍ୟୁ ରେ ଭାଙ୍ଗି ପଡିଛନ୍ତି ସବୁ ସିନେ ପ୍ରେମୀ।ମିହିର ଦାସ୍ ଆରପାରିକୁ ଚାଲି ଯାଇଛନ୍ତି ଶୁଣି ସମସ୍ତେ ମର୍ମାହତ ହୋଇ ପଡିଛନ୍ତି।ଓଲିଉଡ ଅଭିନେତା ମିହିର ଦାସ୍ ଙ୍କ ଅକାଳ ବିୟୋଗ ରେ ସମ୍ପୂର୍ଣ୍ଣ ଭାବରେ ଦୋହଲି ଯାଇଛି ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି। ଯେଉଁଥିରେ ସମସ୍ତ ଅଭିନେତା ଏବଂ ଅଭିନେତ୍ରୀ ମାନେ ଭାଙ୍ଗି ପଡ଼ିଛନ୍ତି ତାଙ୍କର ଅକାଳ ବିୟୋଗରେ। ସତେ ଯେମିତି ଏକ ଶୋକର ଛାୟା ଖେଳି ଯାଇଛି ମିହିର ଦାସ୍ ଙ୍କ ମୃତ୍ୟୁ ଖବର ଶୁଣି।ଆପଣ ମାନେ ଜାଣିଛନ୍ତି ଜଣେ ଜଣାଶୁଣା ଆଗ ଧାଡ଼ିର ଲୋକପ୍ରିୟ ଅଭିନେତା ଭାବରେ ମିହିର ଦାସ ତାଙ୍କର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ।

ଯିଏକି ନିଜର ଅଭିନୟର ପାରଦର୍ଶିତା ରେ ଦର୍ଶକଙ୍କୁ ଏକ ଭିନ୍ନ ଅନ୍ଦାଜ ର ମନୋରଂଜନ ର ସୁରାକ ଯୋଗାଇଥାନ୍ତି। ଆପଣ ତ ଜାଣିଛନ୍ତି ଭାରି ନିଆରା ଏବଂ ଜୀବନ୍ତ ଅଭିନୟ ତାଙ୍କ ନିକଟରେ ଦେଖିବାକୁ ମିଳେ।ନାୟକ, ଖଳନାୟକ, ହାସ୍ୟ ଆଦି ଭିନ୍ନ ଭିନ୍ନ ଚରିତ୍ରରେ ନିଖୁଣ ଅଭିନୟ କରିବାରେ ପାରଙ୍ଗମ ଥିଲେ। ତାଙ୍କୁ ଓଡ଼ିଆ ସିନେ ଜଗତର ଜଣେ ଅଲ୍‌ରାଉଣ୍ଡର ବୋଲି କୁହା ଯାଉଥିଲା। ତାଙ୍କର ନିଖୁଣ ଏଵଂ ଜୀବନ୍ତ ଅଭିନୟ ତାଙ୍କୁ ସ୍ଵତନ୍ତ୍ର ପରିଚିତି ଦେଇଥିଲା। ତାଙ୍କୁ କିଏ ବା ଭୁଲି ପାରିବ। ସବୁଦିନ ତାଙ୍କର ସ୍ମୃତି ଅମର ହୋଇ ରହିବ। ଏବ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ତାଙ୍କର ମୃତ୍ୟୁ ପୂର୍ବର ଶେଷ ଜନ୍ମଦିନ ଭିଡିଓ ବୋଲି କୁହା ଯାଉଛି।

ଏହି ଭିଡିଓ ରେ ମିହିର ଦାସ୍ ତାଙ୍କ ବୋହୂ ଏବଂ ଅନ୍ୟ କିଛି ବ୍ୟକ୍ତି ବିଶେଷ ଙ୍କ ସହିତ ଜନ୍ମଦିନ ପାଳନ କରୁ ଥିବାର ଦେଖିବାକୁ ମିଳୁଛି। ମିହିର ଙ୍କୁ ତାଙ୍କ ବୋହୂ କେକ୍ ଖୁଆଇ ଦେବା ପରେ ମିହିର ମଧ୍ଯ ତାଙ୍କ ବୋହୂକୁ କେକ ଖୁଆଇ ଦେଉଛନ୍ତି। ଅନ୍ଯ ମାନଙ୍କୁ ମଧ୍ୟ ମିହିର ଦାସ ହସ ହସ ମୁଖରେ କେକ ଖୁଆଇ ଖୁସି ବାଣ୍ଟୁଛନ୍ତି। ଅନ୍ଯ ଉପସ୍ଥିତ ଯୁବକ ମାନେ ମଧ୍ଯ ମିହିର ଦାସ ଙ୍କୁ କେକ ଖୁଆଇ ଖୁସି ହେଉଛନ୍ତି। ତେବେ ଏହି ସୁନ୍ଦର୍ ମୁହୂର୍ତ୍ତର ଭିଡିଓ ଦେଖିଲେ ଆପଣବି ନିଶ୍ଚିତ ଖୁସି ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।