ମୃତ୍ୟୁ ପୂର୍ବରୁ ଧର୍ମେନ୍ଦ୍ରଙ୍କ ସୋସିଆଲ୍ ମିଡ଼ିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା… ମୋ ମୋବାଇଲ ରେ secret ଭିଡ଼ିଓ ଅଛି… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ଆଜି ସୋସିଆଲ ମିଡ଼ିଆରେ ଗୋଟିଏ ଘଟଣା ବେଶ ଚର୍ଚ୍ଚା ର ବିଷୟ ପାଲଟିଛି ତାହା ହେଉଛି ପୁରୀ ର ବିଧାୟକ ଧର୍ମେନ୍ଦ୍ର ଙ୍କର ମୃତ୍ୟୁ ଘଟଣା ଟି | ଆଉ ସନ୍ଦେହ ଜନକ ଭାବରେ ତାଙ୍କର ଏହିଭଳି ମୃତ୍ୟୁ ସମସ୍ତଙ୍କୁ ବେଶ ଆଶ୍ଚର୍ଯ୍ୟ କରେଇଛି |ଆଉ ଯେଉଁଠି ଜଣା ପଡିଛି କି ପୁରୀ ଜିଲ୍ଲାର ବେଶ ଜଣା ଶୁଣା ବିଧାୟକ ଙ୍କର ଘଟିଛି ମୃତ୍ୟୁ, ଆଉ ତାହା ପୁଣି ଆତ୍ମହତ୍ୟା ଜନିତ ମୃତ୍ୟୁ ବୋଲି ଜଣା ପଡିଛି | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି, ଆଉ ଯେଉଁଥିପାଇଁ ବର୍ତ୍ତମାନ ତାଙ୍କର ପରିବାର ଲୋକ ମଧ୍ୟ ଚିନ୍ତା ରେ ଅଛନ୍ତି ଆଉ ଶୋକ ରେ ଭାସି ଯାଇଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ସୂଚନା ଅନୁସାରେ ଯାହା ଜଣା ପଡିଛି କି ଗତକାଲି ରାତିରେ ସନ୍ଦେହ ଜନ କ ଭାବରେ ମୃତ୍ୟୁ ଘଟିଛି ପୁରୀ ର ବିଧାୟକ ଧର୍ମେନ୍ଦ୍ର ଙ୍କର | ଆଉ ଯାହା ଜଣା ପଡିଛି କି ଆତ୍ମହତ୍ୟା ରେ ତାଙ୍କର ଏହିଭଳି ମୃତ୍ୟୁ ଘଟିଛି ଆଉ ଯାହା ସିସିଟିଭି ଫୁଟେଜ ରେ ମଧ୍ୟ ଜଣା ପଡିଛି | ତେବେ ମୃତ୍ୟୁ ପୂର୍ବରୁ ବର୍ତ୍ତମାନ ଧର୍ମେନ୍ଦ୍ର ଙ୍କର କେତୋଟି ଭିଡ଼ିଓ ବେଶ ଭାଇରାଲ ହେବାରେ ଲାଗିଛି, ଆଉ ଯାହା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି |

ତେବେ ମିଳିଥିବା ସୂଚନା ଅନୁସାରେ ଧର୍ମେନ୍ଦ୍ର ଗତ ରାତିରେ ଆତ୍ମହତ୍ୟା କରିଥିଲେ, ଆଉ ଯାହାର ଖବର ସକାଳେ ମିଳିଥିଲା, ଆଉ ଯେଉଁଥିପାଇଁ ତାଙ୍କର ପରିବାର ରେ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଛି | ତେବେ ବିଧାୟକ ଧର୍ମେନ୍ଦ୍ର ଙ୍କର ସାରା ପରିବାର ଏଥିପାଇଁ ବହୁତ ଚିନ୍ତା ରେ ଅଛନ୍ତି ଓ ଚାରିଆଡେ କାନ୍ଦ କୂଳ ପରିସ୍ଥିତି ସୃଷ୍ଟି ହୋଇଛି | ଆଉ ଯାହା ଜଣା ପଡିଛି କି ତାଙ୍କର ପରିବାର ଲୋକ ଧର୍ମେନ୍ଦ୍ର ଙ୍କର ମୃତ୍ୟୁ କୁ ସହଜରେ ଗ୍ରହଣ କରିପାରି ନାହାନ୍ତି | ଆଉ ଯେଉଁଥିପାଇଁ ତାଙ୍କର ମୃତ୍ୟୁ ର ସତ୍ୟ କାରଣ ଜାଣିବା ପାଇଁ ସମସ୍ତେ ଚେଷ୍ଟା କରୁଛନ୍ତି |

ଆଉ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସମସ୍ତ ଘଟଣା କୁ ଅନୁଧ୍ୟାନ କରୁଛି ଓ ଘଟଣା ର ସତ୍ୟ ଜାଣିବା ପାଇଁ ତଦନ୍ତ ଚଳାଇଛି | ତାହା ସହିତ ସମ୍ପୂର୍ଣ୍ଣ ଘଟଣା କୁ ଅନୁଧ୍ୟାନ କରୁଛନ୍ତି ଅନୁଧ୍ୟାନ କାରୀ ଟିମ ଆସିକି | ଆଉ ତାହା ମୃତ୍ୟୁ ଥିଲା କି ଆଉ କଣ ଥିଲା ତାହାର ମଧ୍ୟ ବର୍ତ୍ତମାନ ତଦନ୍ତ ଚାଲିଛି |ଆଉ ତାଙ୍କର ପରିବାର ଲୋକ ମୃତ୍ୟୁ ଘଟଣା ବିଷୟରେ ଜାଣିବା ପାଇଁ ଚାହିଁଛନ୍ତି ଓ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ପରିବାର ରେ |ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment