ମୃତ୍ୟୁ ପୂର୍ବର ଭୟଙ୍କର ଭିଡ଼ିଓ : ହତ୍ୟା ବେଳେ Live କଲେ, ଜାଳିଲେ, ମାରିଲେ, ହତ୍ୟାର ଛାତିଥର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି

0

ବର୍ତ୍ତମାନ ପ୍ରତିଦିନ ସମାଜରେ ଘଟଣା ଓ ଦୁର୍ଘଟଣା ଦେଖିବା ପାଇଁ ମିଳୁଛି। ସମାଜରେ ଅନୀତି,ଅତ୍ୟାଚାର ଓ ଅନ୍ୟାୟ ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ଚୋରି, ଡକାୟତ,ମାଡ଼ପିଟ ଓ ହତ୍ୟା ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି। ସମାଜରେ ଲୋକ ମାନେ ଅନ୍ୟାୟ କାର୍ଯ୍ୟ କରିବାକୁ ପଛାଉ ନାହାନ୍ତି। ସବୁବେଳେ କିଛି ନା କିଛି ଘଟଣା ଓ ଦୁର୍ଘଟଣା କରି ଚାଲିଥିବେ। ସମାଜରେ ଲୋକ ମାନେ ହିଂସ୍ର ପାଲଟିବା ସହିତ ଲୋକ ମାନଙ୍କୁ ଜୀବନରୁ ମାରିବା ପାଇଁ ମଧ୍ୟ ପଛ ଘୁଞ୍ଚା ଦେଉ ନାହାନ୍ତି। ଯାହାକି ଏହା ଏକ ଅପରାଧିକ କାର୍ଯ୍ୟ ଅଟେ। ସେମାନଙ୍କ ମନରେ ଭୟ ରଖୁ ନାହାନ୍ତି ଏବଂ ଏଥି ସହ କାହାରିକୁ ମଧ୍ୟ ଖାତିର କରୁ ନାହାନ୍ତି। ସେମାନେ ଆଇନକୁ ମଧ୍ୟ ଖାତିର କରୁ ନାହାନ୍ତି। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି। ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଚକିତ ହୋଇ ଯିବା ଯିବା ସଙ୍ଗେ ସଙ୍ଗେ ଝଟକା ଅନୁଭବ କରିବେ। ତେବେ ଘଟଣାଟି ହେଉଛି ଜଣେ ଦୁଇ ସାଙ୍ଗ ଅନ୍ୟ ଏକ ସାଙ୍ଗକୁ ହତ୍ୟାକରି ଲାଇଭ ଭିଡ଼ିଓ କରିଥିଲେ। ତେବେ ଆସନ୍ତୁ ସମ୍ପୂର୍ଣ ଘଟଣା ଉପରେ ନଜର ପକାଇବା;

ଏଭଳି ଏକ ଘଟଣା ବଲାଙ୍ଗୀର ଜିଲ୍ଲା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ବିଶ୍ୱଦେବ ସାହୁ ନାମକ ଜଣେ ଛାତ୍ର ଯିଏ କି ସେହି ବିଶ୍ୱବିଦ୍ୟାଳୟରେ ପାଠ ପଢ଼ନ୍ତି। ତାଙ୍କ ଦୁଇ ସାଙ୍ଗ ଶୁଭମ ସିଂ ଓ ଅମିତ ମନହୀରା ବିଶ୍ୱଦେବ ସାହୁଙ୍କୁ ଦିନ ଦିପ୍ରହରରେ ନିଶା ଶକ୍ତ କରି ଠେଙ୍ଗାରେ ପିଟିବା ସହିତ ଭୁଜାଲିରେ ହାଣି ଥିଲେ ଓ ଏହା ପରେ ତାଙ୍କ ଦେହରେ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଥିଲେ। ତେବେ ଏହି ଦୃଶ୍ୟଟିକୁ ନିଜେ ହତ୍ୟାକାରୀ ଶୁଭମ ସିଂ ନିଜ ମୋବାଇଲରେ ଲାଇଭ ଭିଡ଼ିଓ ସୁଟ କରିଥିଲେ।

ତେବେ ବର୍ତ୍ତମାନ ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ଏଥି ସହିତ ଅଭିଯୁକ୍ତ ଅନ୍ୟ ଜଣଙ୍କୁ ମଧ୍ୟ ଛୁରୀ ଭୁଜାଲି ଦେଖାଇ ଧମକ ଦେଉ ଥିବାର ଦୃଶ୍ୟ ଭିଡ଼ିଓରେ ଦେଖିବା ପାଇଁ ମିଳିଛି। ପୋଲିସ ମଧ୍ୟ ଏହି ଘଟଣା ସମ୍ପର୍କରେ ଜାଣି କହିଛନ୍ତି ଯେ, ଏହା ପ୍ରେମ ସମ୍ପର୍କ ପାଇଁ ହତ୍ୟା କରା ଯାଇଛି। ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ଦେଇଛନ୍ତି। ଏଥି ସହିତ ଏହାର ପ୍ରକୃତ ରହସ୍ୟ ଜାଣିବା ପାଇଁ ଖୁବ ଜୋର ଭାବରେ ତଦନ୍ତ ଚଳାଇଛନ୍ତି। ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଭାଇରଲ ହେବା ପରେ ଲୋକ ମାନେ ଦେଖି ବହୁତ ଭୟ ଭୀତ ହୋଇ ଯାଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।