ଦେଖନ୍ତୁ Shocking ଭିଡ଼ିଓ : ମୃତ୍ୟୁ ପୂର୍ବରୁ କରୋନା ଯୋଧ୍ୟା ଙ୍କ ଦୁଃଖ ଭରା ଭିଡ଼ିଓ କହିଲେ ଏମିତି କିଛି, ଦୟାକରି ଅଧିକରୁ ଅଧିକ ସେୟାର କରନ୍ତୁ…

ମରିବା ସମୟରେ ଲୋକ ମାନଙ୍କୁ କରନା କେତେ ଭୟଙ୍କର ଅଟେ ଏହି ବିଷୟ ରେ ସୂଚନା ଦେଇ ଯାଇଛନ୍ତି ଦିଲ୍ଲୀ ର dentist Dr. ଦୀପିକା ଆରୋରା । ଶେଷରେ କରନା ସହିତ ଜୀବନ ଯୁଧ୍ୟ କରି ଶେଷରେ ଆଖି ବୁଜି ସାରିଛନ୍ତି ଏହି ଡ଼ାକ୍ତର। 11 ଏପ୍ରିଲ ରେ ସେ କରନା ସଂକ୍ରମିତ ହେବା ପରେ ହସ୍ପିଟାଲ ରେ ଭର୍ତ୍ତି ହୋଇ ଥିଲେ ଆଉ 23 ଏପ୍ରିଲ ରେ ଶେଷ ବିଶ୍ୱାସ ତ୍ୟାଗ କରି ସବୁଦିନ ପାଇଁ ଆରପାରି କୁ ଚାଲି ଯାଇଥିଲେ । ତାଙ୍କ ସହିତ ତାଙ୍କ ପେଟ ରେ ବଢୁଥିବା ଶିଶୁ ମଧ୍ୟ ଦୁନିଆ ଦେଖି ପାରିଲା ନାହିଁ ।

ସେ ନିଜର ସାଢେ଼ ତିନି ବର୍ଷର ଶିଶୁ ଓ ନିଜ ସ୍ବାମୀ ଙ୍କୁ ଛାଡି ସବୁଦିନ ପାଇଁ ଆରପାରି କୁ ଚାଲି ଯାଇଛନ୍ତି । 17 ଏପ୍ରିଲ ରେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ଛାଡି ଥିବା ଏକ ଭିଡ଼ିଓ ରେ ସେ ଲୋକ ମାନଙ୍କୁ ଆହ୍ବାନ କରିଛନ୍ତି ଯେ କରନା ଭାଇରସ କୁ ଏତେ ସହଜ ରେ ନିଅନ୍ତୁ ନାହିଁ ଏହା କୌଣସି ପ୍ରକାର ଏକ ମଜାକ ନୁହେଁ । ତାଙ୍କ ସ୍ଵାମୀ ରବିସ ନିଜେ ଏହି ଭିଡ଼ିଓ ତିକୁ ସୋସିଆଲ ମିଡିଆରେ ଅପଲୋଡ଼ କରିଛନ୍ତି । ଯାହା ଦ୍ଵାରା ଦୀପିକା ଙ୍କ ର ଏହି ଭିଡ଼ିଓ ଲୋକ ମାନଙ୍କ ସହିତ ପହଞ୍ଚି ପାରିବ। ଦୀପିକା ଚାହୁଁ ନଥିଲେ ଯେ ସେ ଯେଉଁ କଷ୍ଟ ପାଇଛନ୍ତି ଅନ୍ୟ କୌଣସି ଲୋକ ସେହି କଷ୍ଟ ଅନୁଭବ କରୁ ବୋଲି ।

ସେ ଏହି ଭିଡ଼ିଓ ରେ କହିଛନ୍ତି ଯେ ମୁଁ ବର୍ତ୍ତମାନ କଥା କହିବା ପାଇଁ ମଧ୍ୟ ଯୋଗ୍ୟ ନାହିଁ କିନ୍ତୁ ମୁ ଚାହୁଁଚି ମୋ ମେସେଜ ଆପଣଙ୍କ ପାଖରେ ପହଞ୍ଚି ପାରୁ । ଦୟାକରି ମାସ୍କ ବ୍ୟବହାର କରନ୍ତୁ ଯେତେବେଳେ ବି ଆପଣ ବାହାରକୁ ଯାଉଛନ୍ତି । ଯଦି ନିଜକୁ ଓ ନିଜର ପ୍ରିୟ ଜନ ମାନଂକ ସୁରକ୍ଷା ଚାହୁଁଛନ୍ତି ଦୟାକରି ଘରେ ରୁହନ୍ତୁ। ମୁଁ ଭଗବାନ ଙ୍କ ପାଖରେ ପ୍ରେ କରୁଛି ଯେ କାହାର ମଧ୍ୟ ଏମିତି ଅବସ୍ଥା ନହେଉ । ମୋ ପ୍ରେଗ୍ନେଶି ସମୟ ରେ ମତେ ବହୁତ୍ କିଛି ସହିବାକୁ ପଡ଼ିଛି ।ମତେ କେବେବି ଏମିତି ଘରେ ବସିବା ପାଇଁ ଭଲ ଲାଗେ ନାହିଁ ମୁ ସବୁବେଳେ କାମ କରିବାକୁ ଭଲ ଲାଗେ କିନ୍ତୁ ବର୍ତ୍ତମାନ ମୁ କଥା କହିବାକୁ ବି ସମର୍ଥ ନାହିଁ।

ଏହି ଭିଡ଼ିଓ ତାଙ୍କ ସ୍ଵାମୀ ସେୟାର କରି କହିଛନ୍ତି ଯେ ସେ ଜଣେ ଡ଼ାକ୍ତର ଥିଲେ ଓ ସବୁ ସ୍ଥାନ କୁ ମାସ୍କ ପିନ୍ଧି ଯାଉଥିଲେ ଓ କେତେ ସ୍ଥାନ କୁ ପିପିଟି କିଟ୍ ମଧ୍ୟ ପିନ୍ଧିକରି ଯାଉଥିଲେ। କରନା କେତେ ଭୟଙ୍କର ଅଟେ ଯେ ଆପଣ ଏହି ଭିଡ଼ିଓ ଦେଖିଲେ ଜାଣି ପାରିବେ । ଶେଷରେ ଆପଣା ଜାଣି ପାରିବେ ନାହିଁ କଣ ହେଉଛି। ଦୀପିକା କୁ ମଦର୍ ଡେ ୱିଶ କରି ତାଙ୍କ ସ୍ଵାମୀ ବହୁତ୍ ଦୁଃଖ ଭରା ପୋଷ୍ଟ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।