ଦେଖନ୍ତୁ Viral ଭିଡ଼ିଓ – ମୃତ୍ୟୁ ପୂର୍ବରୁ କରୋନା ରେ ଆକ୍ରାନ୍ତ ଯୁବକଙ୍କ ଭିଡ଼ିଓ ନିଆଁ ଭଳି ଭାଇରାଲ..ଥରୁଟିଏ ନିଶ୍ଚୟ ଦେଖନ୍ତୁ…ଏବଂ ଅଧିକ ମାତ୍ରାରେ ସେୟାର କରନ୍ତୁ କାରଣ ଏହା ଆପଣଙ୍କ Life କଥା….

0

ଗତ ବର୍ଷ ଠାରୁ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ କରନା ସହିତକିଛି ଦେଶ ଲଢ଼େଇ କରୁଛି, କରନା ଦାଉରୁ କୌଣସି ଦେଶ ବାଦ ପଡିନାହିଁ। ସମଗ୍ର ବିଶ୍ୱରେ ବର୍ତ୍ତମାନ କରନା ବହୁ ମାତ୍ରାରେ ବଢି ଚାଲିଛି। ଲୋକେ ଜୀବନ ବଞ୍ଚାଇବା ପାଇଁ ଅନେକ ସଂଘର୍ଷ କରୁଛନ୍ତି। ଗତବର୍ଷ ଦୀର୍ଘଦିନ ଧରି ଲୋକେ ଘରେ ବନ୍ଦୀ ହୋଇ ରହିଲେ, ତାପରେ କରନା ରେ କିଛି ମାତ୍ରାରେ ସୁଧାର ଆସିଥିଲା, ଲୋକଙ୍କ ଜୀବନ ଯାତ୍ରା ସ୍ବଭାବିକ ହୋଇ ଆସିଥିଲା, ପୁଣିଥରେ କରନା ସଂକ୍ରମଣ ବଢି ଚାଲିଛି, ଗତ ମାସ ଅପେକ୍ଷା ଏହି ମାସ ବେଶି, କରନାର ପ୍ରଥମ ଚେନ ଅପେକ୍ଷା ଦ୍ୱିତୀୟ ଚେନ ଅତି ମାରାତ୍ମକ ରୂପ ଧାରଣ କରୁଛି।

କରନା ଟୀକା ବାହାରିବା ପରେ ମଧ୍ୟ ଲୋକମାନେ ସୁରକ୍ଷିତ ନୁହନ୍ତି, ଯଦି କରନା କଟକଣା କୁ ଠିକ ଭାବେ ନ ମାନିବେ। ଏଥିପାଇଁ ପାଇଁ ସରକାର ଅନେକ ଗାଇଡ଼ ଲାଇନ ପ୍ରସ୍ତୁତ କରିଛନ୍ତି। ଯେଉଁ ସ୍ଥାନରେ କରନା ସଂକ୍ରମଣ ହାର ଅଧିକ ରହୁଛି ସେହି ରାଜ୍ୟ ବା ସ୍ଥାନ କୁ ତୁରନ୍ତ ବନ୍ଦ କରିଦିଆଯାଉଛି। ଆମ ଦେଶର ଅଧିକାଂଶ ରାଜ୍ୟରେ କରନାର ହାର ଅଧିକ ରହିଥିବା ବେଳେ, ଆଉ କେତେକ ରାଜ୍ୟରେ କରନା ସଂକ୍ରମଣ ନିୟନ୍ତ୍ରଣ ରେ ରହିଛି।

ଯେଉଁ ସ୍ଥାନରେ କରନା ସଂକ୍ରମଣ ଅଧିକ ରହିଛି, ସେଠାରେ ଲୋକେ ହସ୍ପିଟାଲରେ ବେଡ଼ ପାଉନାହାନ୍ତି। ଏପରିକି ଗୋଟିଏ ବେଡ଼ ରେ ଦୁଇଜଣ ରୋଗୀ ଶୋଇ ଥିବାର ମଧ୍ୟ ଦେଖିବା ପାଇଁ ମିଳିଥାଏ। ଅକ୍ସୀଜେନ ଟାଙ୍କିର ଅଭାବ ଦେଖା ଦେଉଛି, ଫଳରେ ଲୋକେ ଅକ୍ସୀଜେନ ଅଭାବ ରୁ ରୋଗୀଙ୍କ ମୃତ୍ୟୁ ହୋଇ ଯାଉଛି, ମୃତ୍ୟୁ ପରେ ମଧ୍ୟ ତାଙ୍କୁ କେହି ବି ଚୁଁ ନାହାନ୍ତି। କାଳେ ସେମାନଙ୍କୁ କରନା ହୋଇଯିବ, ସମସ୍ତେ ଏବେ କରନା ଭୟରେ ଭୟଭୀତ, କେହି କାନ୍ଦ ଦେବାକୁ ଆସୁ ନାହାନ୍ତି। କିନ୍ତୁ ବେଳେ ବେଳେ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳୁଛି, ଯାହାକୁ ଦେଖିଲା ପରେ ବହୁତ ଦୁଃଖ ଲାଗୁଛି, ଲାଗୁଛି ମଣିଷ ଜୀବନ ତୁଚ୍ଛ ମନେ ହେଉଛି।

ତେବେ ବର୍ତ୍ତମାନ ଏକ ସ୍ୱାସ୍ଥ୍ୟ କର୍ମୀଙ୍କ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ସେହି ବିଡ଼ିଓରେ କହୁଛନ୍ତି, ସେ ଜଣେ ସ୍ୱାସ୍ଥ୍ୟ କର୍ମଚାରୀ ହୋଇ ମଧ୍ୟ ତାଙ୍କୁ ଚିକିତ୍ସା କରାଯାଉ ନାହିଁ, କେବଳ ପଲସ ଟେଷ୍ଟ କରି ଚାଲିଯାଉଛନ୍ତି, ତାଙ୍କୁ ନିଶ୍ୱାସ ନେବାରେ ବହୁ କଷ୍ଟ ହେଉଛି, କିନ୍ତୁ କେହି ତାଙ୍କ କଥା ଶୁଣୁ ନାହାନ୍ତି , ତେବେ ଏଭଳି ଅବ୍ୟବସ୍ଥା ଅଧିକାଂଶ ଡାକ୍ତର ଖାନାରେ ଦେଖିବାକୁ ମିଳୁଛି। ପରେ ସେହି ଡାକ୍ତର ଙ୍କ ମୃତ୍ୟୁ ହୋଇଯାଇଥିବା ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି।

ସେ ଜଣେ ସ୍ୱାସ୍ଥ୍ୟ କର୍ମୀ ହୋଇ ମଧ୍ୟ ତାଙ୍କୁ ଅଣ ଦେଖା କରାଗଲା, ତେବେ ସାଧାରଣ ଜନତା କଣ କରିବେ, ତେଣୁ ଆପଣ ମାନେ ସାମାଜିକ ଦୂରତା ରକ୍ଷା କରିବା ସହିତ ମାସ୍କ ପିନ୍ଧନ୍ତୁ। ଏମିତି କଲେ କିଛି ମାତ୍ରାରେ କରନା ସଂକ୍ରମଣ କୁ ରଖା କରି ପାରିବେ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।