ମୃତ୍ୟୁ ପୂର୍ବରୁ ସ୍ତ୍ରୀ, ଝିଅ କୁ ଦେଇଥିଲେ ଏହି ଶେଷ ମେସେଜ… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ସେହି ମହାନ ଅଭିନେତା ଯାହାଙ୍କର ଅଭିନୟ କେତେ ଓଲିଉଡ଼ ଅଭିନେତା ମାନଙ୍କୁ ଦେଉଥିଲା ଉଦବୋଧନ, ସେହି ମହାନ ଅଭିନେତା ଯିଏକି ସବୁ ବେଳେ କରୁଥିଲେ ଖଳନାୟକ ର ଭୂମିକା | ଆଉ ତାଙ୍କର ଅଭିନୟର ଯାଦୁରେ କରିଦେଉଥିଲେ ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ଗୋଟିଏ ନୂଆ ପ୍ରେରଣା ଅଭିନୟ ପ୍ରତି | ଆଉ ଯାହାଙ୍କର ଅଭିନୟ ର ଡାଇଲକ ଏବେ ବି ସମସ୍ତଙ୍କ ମୁହଁରେ ଉଚ୍ଚାରିତ ହେଉଛି ସେ ଆଉ ଆମ ଗହଳରେ ନାହାନ୍ତି | ସବୁ ଦିନ ପାଇଁ ଆମ ଅଲିଉଡ ଜଗତକୁ ଅନ୍ଧାର ରେ ଭସେଇ ଦେଇ ଆତ୍ମହତ୍ୟା କରିଦେଇଛନ୍ତି ରାୟମୋହନ | ଆଉ ମୃତ୍ୟୁ ପୂର୍ବରୁ ଦେଇଯାଇଛନ୍ତି ସ୍ତ୍ରୀ ମୋ ଝିଅ ଙ୍କ ପାଇଁ ଶେଷ ମେସେଜ ଆଉ ଯୋଉଥିରେ ଲେଖା ହୋଇଛି bye |

ତାଙ୍କର ବ୍ୟବହାର ରେ ଏମିତି ଯାଦୁ ଥିଲା କି ସମସ୍ତେ ମଧ୍ୟ ଆକୃଷ୍ଟ ହୋଇ ଚାଲିଯାଉଥିଲେ ତାଙ୍କ ପାଖକୁ, ଅଭିନୟ ଜଗତ ଆଉ ରିଏଲ ଜଗତରେ କେରେକ୍ଟର ତାଙ୍କର ସମ୍ପୂର୍ଣ୍ଣ ଅଲଗା ଥିଲା |ତାଙ୍କର ହୃଦୟ ଥିଲା ସମ୍ପୂର୍ଣ୍ଣ ସ୍ଵଛ ଆଉ ନିର୍ମଳ ଆଉ ସେହି ହୃଦୟ ରେ ଭରି ରହିଥିଲା ଓଡ଼ିଆ ଜାତୀୟ ପାଇଁ ଓ ଓଡ଼ିଆ ଚଳଚିତ୍ର ଦୁନିଆ ପାଇଁ ଅଶେଷ ଭଲପାଇବା |ଚିର ନିଦ୍ରା ରେ ରାଇମୋହନ ପରିଡା ଶୁଖୁନି ପରିବାର ର ଆଖି ରୁ ଲୁହ ସମସ୍ତ ଙ୍କ ମନ ରେ ଗୋଟିଏ ଚିନ୍ତା ରାଇମୋହନ ଆଉ ନାହାନ୍ତି, ଖାଲି ତାଙ୍କ ପରିବାର ର ନୁହେଁ ସାରା ଓଡିଶା ଆଜି ତାଙ୍କ ପାଇଁ ଝୋରୁଛି, ରାଇମୋହନ ଯେ ଆଜି ସାରା ଓଡିଶା ବାସୀ ଙ୍କୁ ଛାଡି ଚାଲି ଯାଇଛନ୍ତି ତାହା କେହି ବିଶ୍ୱାସ କରିପାରୁ ନାହିଁ |

ସେ ଚାଲି ଯାଇଛନ୍ତି ସତ ହେଲେ ତାଙ୍କର ସେ ଅଭୁଲା ସମୁର୍ତ୍ତି କୁ କେହି କେବେ ହେଲେ ବି ଭୁଲି ପାରିବ ନାହିଁ, ପରିବାର କହିଲେ ତାଙ୍କର ସ୍ତ୍ରୀ ଓ ଦୁଇ ଝିଅ ଙ୍କୁ ନେଇ ସେ ବହୁତ ଖୁସିରେ ରହୁଥିଲେ, ଚଳଚ୍ଚିତ୍ର ରୁ ଆରମ୍ଭ କରି ଯାତ୍ରା ଜଗତ ଯାଏଁ ସମସ୍ତ ଙ୍କ ମନ ଭିତରେ ରହିଛି ତାଙ୍କର ସେଇ ଅଭୁଲା ସମୁର୍ତ୍ତି ଯାହା ସାରା ଓଡିଶା ରେ ଆଜି ଦୁଃଖ ଦେଇଦେଇଛି କାରଣ ଆଜି ରାଇମୋହନ ଆମ ଗହଣ ରେ ନାହାନ୍ତି | କିନ୍ତୁ ତାଙ୍କର ଏମିତି ଆତ୍ମହତ୍ୟା ରେ ମୃତ୍ୟୁକୁ କେହିବି ସହଜରେ ଗ୍ରହଣ କରିପାରି ନାହାନ୍ତି |

ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ ଉଠୁଛି ଏହି ଘଟଣା ତି ଆତ୍ମହତ୍ୟା ନାଁ ଏହି ଘଟଣା ପଛରେ ଆଉ କାହାର ହାତ ରହିଛି , ତେବେ ପୋଲିସ ମଧ୍ୟ ଏହି ଘଟଣା ର ତଦନ୍ତ ଚଳାଇଛି | ଆଉ ଘଟଣାର ସତ୍ୟା ସତ୍ୟକୁ ଜାଣିବା ସହିତ ଅଲିଉଡ ଜଗତରେ ହେଇଥିବା ଏତେ ବଡ଼ କ୍ଷତି ର କାରଣ ଖୋଜୁଛି , ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment