ମୃତ୍ୟୁ ପୂର୍ବରୁ ସୁପରଷ୍ଟାର Puneeth Rajkumar ଶେଷ ଭିଡିଓ ଭାଇରାଲ ହେବାକୁ ଲାଗିଛି…ଦେଖନ୍ତୁ ଭିଡ଼ିଓ

0

ଜଣେ ସାଧାରଣ ମଣିଷ ଠାରୁ ସେଲିବ୍ରେଟିଙ୍କ ଜୀବନ ଶୈଳୀ ସମ୍ପୂର୍ଣ ରୂପେ ଅଲଗା ହୋଇଥାଏ। ଜଣେ ସାଧାରଣ ମଣିଷ ହେଉ ବା ଜଣେ ସେଲିବ୍ରେଟି ହେଉ ସମସ୍ତଙ୍କ ଜୀବନରେ କିଛି ନା କିଛି ଘଟଣା ଓ ଦୁର୍ଘଟଣା ଘଟିଥାଏ। ଦର୍ଶକ ମାନଙ୍କର ପ୍ରିୟ ଅଭିନେତା ବା ଅଭିନେତ୍ରୀ ମାନଙ୍କର ଯଦି କୌଣସି ଘଟଣା ବା ଦୁର୍ଘଟଣା ଘଟି ଯାଏ, ତା ହେଲେ ସେମାନଙ୍କ ମନରେ ବହୁତ କଷ୍ଟ ହେବା ସହିତ ଦୁଃଖ ମଧ୍ୟ ଲାଗିଥାଏ। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ତାହା ହେଉଛି କନ୍ନଡ଼ ପାୱାର ଷ୍ଟାରଙ୍କ ମୃତ୍ୟୁ ପୂର୍ଵରୁ କିଛି ସୂଚନା ରହିଛି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ଆପଣ ମାନେ ଜାଣିଥିବେ କନ୍ନଡ଼ ପାୱାର ଷ୍ଟାର ପୁନିତ ରାଜ କୁମାର ଜିମରେ ଏକ୍ସରସାଇଜ କରୁଥିବା ସମୟରେ ତାଙ୍କ ଛାତିରେ ଖୁବ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ବେଙ୍ଗାଲୁରର ବିକ୍ରମ ମେଡିକାଲରେ ନେଇ ଭର୍ତ୍ତି କରା ଯାଇ ଥିଲା। ସେଠାରେ ତାଙ୍କୁ ICU ରେ ଭର୍ତ୍ତି କରା ଯାଇ ଥିଲା ଓ ଡାକ୍ତର ତାଙ୍କର ସବୁ ପ୍ରକାର ଚିକିତ୍ସା କରିବା ସ୍ୱତେ ମଧ୍ୟ ସେ ମୃତ୍ୟୁ ବରଣ କରିଥିଲେ। ତେବେ ତାଙ୍କର ଏହି ମୃତ୍ୟୁ ଖବର ଶୁଣି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ପୁରା ଶୋକର ଛାୟା ଖେଳି ଯାଇଛି। ତାଙ୍କର ପ୍ରଶଂସକ ମାନେ ମଧ୍ୟ ଦୁଃଖରେ ବହୁତ ଭାଙ୍ଗି ପଡିଛନ୍ତି।

ତାଙ୍କର ଏହି ମୃତ୍ୟୁ ଖବରକୁ କେହି ହେଲେ ବି ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି। ସେ ହେଉଛନ୍ତି ସାଉଥ ଫିଲ୍ମ ଇନ୍ଦ୍ରଷ୍ଟ୍ରିର ପ୍ରସିଦ୍ଧ ଅଭିନେତା ରାଜକୁମାରଙ୍କ ପୁଅ ଅଟନ୍ତି। ସେ ଶିଶୁ କଳାକାର ଭାବରେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ। ସେ ଶିଶୁ କଳାକାର ଭାବରେ ସୁନ୍ଦର ଅଭିନୟ କରି ଥିବାରୁ ଶିଶୁ କଳାକାର ପୁରସ୍କାର ପାଇଥିଲେ। ସେ ସାଉଥ ଫିଲ୍ମରେ ୩୪ ଟି ଫିଲ୍ମରେ ମୁଖ୍ୟ ଅଭିନେତା ଭାବରେ ଅଭିନୟ କରିଛନ୍ତି ଓ ସୁନ୍ଦର ଅଭିନୟ କରିବା ଦ୍ୱାରା ସମସ୍ତଙ୍କ ମନରେ ରହି ଯାଇଛନ୍ତି। ସେ ଜଣେ ଭଲ ଅଭିନେତା ଭାବରେ ପରିଚିତ ହୋଇ ପାରିଛନ୍ତି।

ସେ ୫୦ ପ୍ରତିଶତ ସମାଜ ସେବାରେ ଖର୍ଚ୍ଚ କରିଥିଲେ ଓ ଏଥି ସହିତ ଗରିବ ଲୋକ ମାନଙ୍କୁ ମଧ୍ୟ ସାହାଯ୍ୟ କରି ଥାଆନ୍ତି। ସେ କାହାରି ଦୁଃଖ ଦେଖି ସହି ପାରନ୍ତି ନାହିଁ ଓ ଅନ୍ୟ ମାନଙ୍କୁ ସବୁବେଳେ ସାହାଯ୍ୟ କରିବା ପାଇଁ ଆଗକୁ ଚାଲି ଆସି ଥାଆନ୍ତି। ତାଙ୍କ ମୃତ୍ୟୁରେ ସାରା ଭାରତ ବର୍ଷ ଦୁଃଖରେ ଭାଙ୍ଗି ପଡିଛି। ସେ ଏଭଳି କିଛି କାର୍ଯ୍ୟ କରି ଯାଇଛନ୍ତି ଯେ, ସବୁ ଦିନ ପାଇଁ ସମସ୍ତଙ୍କ ମନରେ ରହିଯିବେ ଓ ତାଙ୍କୁ କେହି କେବେ ଭୁଲି ପାରିବେ ନାହିଁ। ବର୍ତ୍ତମାନ ଏହା ସୋସିଆଲ ମିଡିଆରେ ଖୁବ ଜୋରରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।