ଦେଖନ୍ତୁ ଭିଡ଼ିଓ : ମୃତ୍ୟୁ ପୂର୍ବରୁ ହଠାତ Live ଆସି ନିଜ ଝିଅ ବିଷୟରେ କିଛି ଏମିତି କହିଥିଲେ Tapu Mishra, ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ…

0

ବନ୍ଧୁଗଣ ଆଧୁନିକ ଓଡ଼ିଆ ସଙ୍ଗୀତ ଜଗତରେ ଜଣେ ଜଣାଶୁଣା ନାଁ ଥିଲେ ତପୁ ମିଶ୍ର। ତେବେ ଦୀର୍ଘ ଦୁଇ ଦଶନ୍ଧି ଧରି ସେ ଓଡ଼ିଶା ଦର୍ଶକ ଓ ଶ୍ରୋତାଙ୍କୁ ଦେଇଛନ୍ତି ବହୁ ହିଟ୍‌ ଗୀତ, ଯାହା ଦର୍ଶକଙ୍କୁ ମୁଗ୍ଧ କରିଛି। ସେ ଓଡ଼ିଆ ଫିଲ୍ମ ଓ ଆଲବମ ଜଗତରେ ଅନେକ ଗୀତରେ କଣ୍ଠଦାନ କରିଛନ୍ତି। ତାଙ୍କର ହୃଦୟସ୍ପର୍ଶୀ ସଙ୍ଗୀତ କୁ ଆଜିବି ଝୁରି ହେଉଛନ୍ତି ଅଗଣିତ।ଶ୍ରୋତା। ତେବେ ସଙ୍ଗୀତ ଛଡା ତପୁ ମିଶ୍ର ଅନେକ କିଛି କାର୍ଯ୍ୟକ୍ରମରେ ବିଚାରକ ଭାବେ ନିଜର ଗୁରୁ ଦାୟିତ୍ୱ ତୁଲାଇଛନ୍ତି। ଅନେକେ ବିଶିଷ୍ଟ ବ୍ୟକ୍ତିତ୍ଵ ଲୋକପ୍ରିୟ ଚେହେରା ମାନଙ୍କ ସହିତ କାମ କରିବାର ସୁଯୋଗ ପାଇଛନ୍ତି ସେ।

ଅନେକ ସୁପରହିଟ ଫିଲ୍ମରେ ଥିବା ଗୀତ ମାନଙ୍କରେ କଣ୍ଠଦାନ କରି ସମସ୍ତଙ୍କ ମନକୁ ଛୁଇଁ ପାରିଛନ୍ତି ତପୁ ମିଶ୍ର। ଆଉ କିଛି ଏମିତି ଲୋକପ୍ରିୟ ସିନେମା ରହିଛି ଯେଉଁଥିରେ କଣ୍ଠଦାନ କରି ପ୍ରତିଟି ଓଡ଼ିଆ ଘରେ ପହଁଚି ପାରିଥିଲେ ତପୁ ମିଶ୍ର। ତେବେ ଯିଏ ଦିନେ ଜୀବନର ଗୀତ ଗାଉଥିଲେ, ଯାହାଙ୍କ ଗୀତ ଶୁଣି ଆମେ ସମସ୍ତେ ଖୁସି ହେଉଥିଲେ, ଗୀତକୁ ଯିଏ ଜୀବନର ସାଥୀ କରିଥିଲେ, ହଠାତ୍ ସିଏ ନୀରବି ଯିବେ ତାହା କେହି ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ।ଆମ ସମସ୍ତଙ୍କୁ ଛାଡି ଏତେ ଶୀଘ୍ର ସେ ଚାଲିଯିବେ ତାହା କେହି କଳ୍ପନା ବି କରି ନଥିବେ। ତେବେ ସେ ଯାହା ବି ହେଉ ତାଙ୍କ କଣ୍ଠରୁ ଆଉ ଶୁଭିବନି ସୁମଧୁର ଗୀତର ସ୍ୱର।

କାରଣ ସେହି ଗାୟିକା ଆଜି ସବୁଦିନ ପାଇଁ ଶାନ୍ତ ହୋଇ ପଡିଛନ୍ତି।ସେ ସିନା ଆମ ଗହଣରେ ଏବେ ନାହାଁନ୍ତି କିନ୍ତୁ ତାଙ୍କର ସ୍ମୃତି ଇବେବି ଆମ ସହ ରହିଛି।ତାଙ୍କର କଳା, ତାଙ୍କର ସ୍ମୃତି କିନ୍ତୁ ସବୁଦିନ ପାଇଁ ଅମର ହୋଇ ରହିବ। ତେବେ ମୃତ୍ୟୁ ପୁର୍ବରୁ ସୁସ୍ଥ ଥିବା ସମୟରେ ସେ ଯେଉଁ ଲାଇଭ ଭିଡିଓ ଜରିଆରେ ତାଙ୍କର ପ୍ରସଂଶକ ମାନଙ୍କ ସାମ୍ନାକୁ ଆସିଥିଲେ, ତାହା ଏବେ ସୋସିଆଲ ମିଡିଆରେ ବେଶ୍ ସେୟାର ହେବାରେ ଲାଗିଛି। ତେବେ ସେହି ସବୁ ଭିଡ଼ିଓ ମଧ୍ୟରୁ ଏକ ଭିଡିଓ ରହିଛି ଯେଉଁଥିରେ ତପୁ ତାଙ୍କ ଫ୍ୟାନ ମାନଙ୍କୁ ତାଙ୍କର କୁନି ଝିଅ କୁ ଦେଖାଇ ତା ବିଷୟରେ କହୁଛନ୍ତି।

ଏହା ଏକ କଣ୍ଢେଇ ଅଟେ। ଯାହାକୁ ନିଜ ଝିଅ ବୋଲି ସେ କହୁଛନ୍ତି। ତାକୁ ସାଙ୍ଗରେ ପୁରୀ ବୁଲେଇବା ପାଇଁ ପରିବାର ସହ ନେଇ ଆସିଛନ୍ତି ତପୁ। ତାର ନାମ କୁହୁ ଏବଂ ତାର ଭଉଣୀର ନାମ ପିହୁ। ପିହୁ ଘରେ ଅଛି ଏବଂ କୁହୂ କୁ ନେଇ ତପୁ ପୁରୀ ବୁଲିବାକୁ ଆସିଛନ୍ତି। ଦୁଇଜଣ ସମାନ ମେ ଡ୍ରେସ୍ ପିନ୍ଧିଛନ୍ତି ଏବଂ ବାଟରେ ପଇଡ଼ ପିଇଛନ୍ତି ଏବଂ ଆଗକୁ ଚକୋଲେଟ୍ ଖାଇବେ ବୋଲି ମଧ୍ୟ କହୁଛନ୍ତି ତପୁ।ସେ ଏହି ଭିଡିଓ ରେ ବହୁତ୍ ଖୁସି ନଜର ଆସୁଛନ୍ତି ଯାହା ଆପଣ ଏହି ଭିଡିଓ ଦେଖିଲେ ଜାଣି ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।